ମୋ ସ୍ୱାମୀ ଯୁବତୀଙ୍କ ଦେହ ଦେଖିଲେ ରହିପାରେନି, ଖାଲି ଶାରୀ-ରିକ ସ-ମ୍ପର୍କ ରଖିବାକୁ ଇଛା କରେ…….

ନିର୍ଯ୍ୟା-ତନା ନିର୍ଯ୍ୟା-ତନା ଆଉ ଖାଲି ନିର୍ଯ୍ୟା-ତନା। ଭଲ ପାଇଲେ ବାହା ମଧ୍ୟ ହେଲେ କିନ୍ତୁ ଯୌ-ତୁକ ନ ପାଇବାରୁ ମା-ରିଦେବାକୁ ଉଦ୍ୟମ କଲେ। ସ୍ୱାମୀ ସାଜୁଥିଲା ହ-ତ୍ୟାକା-ରୀ ଏବଂ ଶାଶୂ ସାଜୁଥିଲା ମାଷ୍ଟ-ରମା-ଇଣ୍ଡ। ଘଟ-ଣାଟି ଦେଖିବାକୁ ମିଲିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥା-ନା ଅନ୍ତର୍ଗତ ଲକ୍ଷ୍ମଣସାହିରୁ।

ସୂଚନା ଅନୁସାରେ ଏହି ଗ୍ରାମର ପ୍ରଫୁଲ୍ଲ କୁମାର ମହାନ୍ତଙ୍କ 28 ବର୍ଷୀୟ ପୁଅ କମଳାକାନ୍ତ ମହାନ୍ତ ଜଣେ 20 ବର୍ଷୀୟ ଝିଅ ରଶ୍ମିରେଖା ମହାନ୍ତଙ୍କୁ ପ୍ରେମ କରି ବୈଦିକ ରୀତିନୀତିର ସହ ବିବାହ କରିଥିଲେ।

ବିବାହର 5 ମାସ ପରେ ଯୌତୁ-କରେ ତାଙ୍କ ସ୍ୱାମୀ 2 ଲକ୍ଷ ଟଙ୍କା ଏବଂ ଏକ ଗାଡି ଆଣିବାକୁ ମହିଳାଙ୍କୁ କହୁଥିଲେ। ବାର୍ ବାର୍ କହି ଚାପ ପକାଉଥିଲେ। ଯଦି ମହିଳା ଜଣକ ମନା କରନ୍ତି ତାହାଲେ ଉଭୟ ଶାଶୂ ଏବଂ ସ୍ୱାମୀ ମିଶି ଯୌ-ତୁକ ନିର୍ଯ୍ୟା-ତନା ଏବଂ ଶାରୀ-ରିକ ନିର୍ଯ୍ୟା-ତନା ଦିଅନ୍ତି।

ଜାହାପରେ ବାଧ୍ୟ ହୋଇ ମହିଳାଙ୍କ ବାପ ଘର ଲୋକ ଏକ ଫାଇନାନ୍ସ କମ୍ପାନୀରୁ 1 ଲକ୍ଷ ଟଙ୍କା ଲୋନ ଆଣି ଝିଅର ସ୍ୱାମୀକୁ ଦେଇଥିଲେ। କିନ୍ତୁ ସ୍ୱାମୀ ଏଥିରେ ସନ୍ତୁଷ୍ଟ ନଥିଲା। ସେ ଆହୁରି ଟଙ୍କା ମାଗିବାକୁ ଲାଗିଲା। ଜାହାପରେ ମହିଳା ଜଣକ ଅସହ୍ୟ ହୋଇ ଖୁଣ୍ଟା ଥା-ନାରେ ସ୍ୱାମୀ ନାମରେ ଅଭି-ଯୋଗ କରିଥିଲେ।

ଅଭି-ଯୋଗରେ ମହିଳା ଜଣକ କହିଛନ୍ତି ଯେ,” ମୋ ସ୍ୱାମୀ ଏବଂ ଶାଶୂ ମିଶି ମତେ ମା-ରିଦେ-ବାକୁ ଚାହୁଁଛନ୍ତି। ଅନେକ ଥର ଉ-ଦ୍ୟମ ମଧ୍ୟ କରିଛନ୍ତି। ରୋଷେଇ ଘରେ ଗ୍ୟାସ ଖୋଲିଦେଇ ମତେ ଚାହା କରିବାକୁ ରୋଷେଇ ଘରକୁ ପଠାନ୍ତି। ଯେପରି ମୁଁ ସେଠାରେ ଜ-ଳିପୋ-ଡି ମ-ରିଯିବି।

ମତେ ନି-ଶା ଦେଇ ମୋର ଗ-ର୍ଭକୁ ମଧ୍ୟ ନ-ଷ୍ଟ କରିଦେଇଛନ୍ତି ଏହି ରାକ୍ଷା-ସମାନେ। ଗ୍ରାମ ଲୋକଙ୍କଠାରୁ ମୁଁ ଶୁଣିବାକୁ ପାଇଛି ଯେ ସେ ଏହା ପୂର୍ବରୁ ଆଉ ଏକ ବିବାହ ମଧ୍ୟ କରିଥିଲେ। ଆଉ ସେତେବେଳେ ମଧ୍ୟ ଉଭୟ ସ୍ୱାମୀ ଏବଂ ଶାଶୂ ଯୌ-ତୁକ ନି-ର୍ଯ୍ୟାତ-ନା ଦେବାରୁ ସେ ମହିଳା ମଧ୍ୟ ଏଠାରୁ ଛାଡି ପଳାଇଯାଇଥିଲା।

ମତେ ନ୍ୟା-ୟ ଦିଅନ୍ତୁ। ମୋ ବାପା ସବୁବେଳ ପାଇଁ ଶଯ୍ୟାରେ ପଡି ରହୁଛନ୍ତି। ମୋ ମାଆର ମଧ୍ୟ ସ୍ୱାସ୍ଥ୍ୟ ଭଲ ନାହିଁ। ଘରର ଆର୍ଥିକ ପରିସ୍ଥିତି ଭଲ ନାହିଁ। ଏଥିରେ ମୁଁ କିପରି ଶାଶୂ ଘର ଲୋକଙ୍କୁ ଯୌ-ତୁକ ଦେବି।

Leave a Reply

Your email address will not be published. Required fields are marked *