ପୁଣି ଚିଲିକାରେ ଅଟକିଲା ଡଙ୍ଗା, କିଏ ଟାଣି ଧରୁଛି ଡଙ୍ଗାକୁ, କାହାର ପଡୁଛି କୋପ ଦୃଷ୍ଟି ?

ଚିଲିକାରେ ପୁଣିଥରେ ଫ-ସି ରହିଗଲା ଏକ ଡଙ୍ଗା। ଚିଲିକା ମଝିରେ ଡଙ୍ଗା ଫ-ଶିବା ଦ୍ୱାରା ଯାତ୍ରୀଙ୍କ ମଧ୍ୟରେ ଆ-ତଙ୍କ ଦେଖିବାକୁ ମିଳିଥିଲା। ତେବେ ବାରବାର ଏଠାରେ କାହିଁକି ଅଟକୁଛି ଡଙ୍ଗା।

ତେବେ କିଏ ଅଛି ଚିଲିକା ମଝିରେ ଆଉ କଣ ଘ-ଟୁଛି ଚିଲିକାର ମଝି ହ୍ରଦରେ। ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ କାହାର ଏଠାରେ ପଡୁଛି କୋପ ଦୃଷ୍ଟି।ଚିଲିକାର ଅକାତ ଜଳ ଭିତରେ ଏପରି କେଉଁ ଶକ୍ତି ରହିଛି ଯିଏ ଡଙ୍ଗାକୁ ଭିଡି ଧରୁଛି।

ଏବେ ଏହିପରି ଅନେକ ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିଲିକା ହ୍ରଦ ପାଲଟିଛି ମର-ଣଯନ୍ତା । ବାରମ୍ବାର ଡଙ୍ଗା ବୁଡି ଘଟଣା ସହିତ ମୂଲ୍ୟବାନ ଜୀବନ ହାନି ପର୍ଯ୍ୟଟକଙ୍କୁ ଭ-ୟଭୀ-ତ କରିଛି। ତେବେ ଜହ୍ନିକୁଦା ଘଶଟରୁ ସାତପଡା ଯିବା ବାଟରେ ଡଙ୍ଗାଟି ଅଟକି ରହିଛି ।

ତେବେ ଏହାର କାରଣ ହେଉଛି ଅଳ୍ପ ପାଣି। ଏଠାରେ ପାଣି କମ୍ ରହିଥିବାରୁ ଚିଲିକା ମଝିରେ ହିଁ ଡଙ୍ଗାଟି ଅଟକି ରହିଛି। ମିଳିଥିବା ସୂଚନା ଅନୁସାରେ ଡଙ୍ଗାରେ 50 ଜଣ ଯାତ୍ରୀ ଏବଂ 30ରୁ ଅଧିକ ବାଇକ ରହିଥିବା ସୂଚନା ମିଳିଛି। ତେବେ ଏହି ଡଙ୍ଗାକୁ ଉ-ଦ୍ଧାର କରିବା ପାଇଁ ଆରମ୍ଭ ହୋଇଯାଇଛି ଏବେ ପ୍ରୟାସ।

Leave a Reply

Your email address will not be published. Required fields are marked *