ମୋ ବାପାଙ୍କୁ ଜେ-ଲରେ ବି-ପଦ ଅଛି, ସେଠି ରହିଲେ ତାଙ୍କୁ ମା-ରିଦେବେ….

ଯାହା କହୁଥିଲା ବାପା ଏବେ ପୁଅ ମଧ୍ୟ କହୁଛି ଠିକ ସେୟା। ପୁଅ କହୁଛି,”ମୋ ବାପାକୁ ସେ ଚୌଦ୍ୱାର ଜେ-ଲରୁ ନେଇଯାଅ ନାହେଲେ ମୋ ବାପାକୁ ସେମାନେ ମା-ରିଦେବେ। ସମସ୍ତେ ଜଗିକି ବସିଛନ୍ତି। ସୁଯୋଗ ପାଇଲା ମାନେ ହ-ତ୍ୟା କରିବାକୁ ପଛେଇବେ ନାହିଁ।”

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହ-ତ୍ୟା ମାମ-ଲାରେ ଅଭି-ଯୁକ୍ତ ଗୋପାଳକୃଷ୍ଣ ଦାସର ରି-ମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବି-ଚାର ବିଭାଗୀୟ ହାଜ-ତକୁ ପଠାଇ ଦିଆଯାଇଛି। ସୋମବାର କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବି-ଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦା-ଲତରେ ଅଭି-ଯୁକ୍ତକୁ ହା-ଜର କରିଥିଲେ।

ତେବେ ଏହା ଭିତରେ ତିନି ଥର ରିମା-ଣ୍ଡରେ 13 ଦିନ ନେଇ ସାରିଥିବା ତଥା ଆଉ ରିମା-ଣ୍ଡର ଆବେଦନ କରାଯାଇ ନ ଥିବା ହେତୁ ବିଧିବଦ୍ଧ ପ୍ରକ୍ରିୟା ପରେ ବି-ଚାର ବିଭାଗୀୟ ହାଜ-ତକୁ ପଠାଇ ଦିଆଯାଇଛି। ତେବେ ସିଆରପିସି-164 ଧାରା ଆଧାରରେ ଆଜି ବ-ୟାନ ରେ-କର୍ଡ ହୋଇ ପାରି ନ ଥିବା ହେତୁ ଏହା ମଙ୍ଗଳବାର ପୂର୍ବାହ୍ନରେ କରାଯିବ ବୋଲି ଅଭି-ଯୁକ୍ତଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି।

ଗୁଜରାଟ ଗାନ୍ଧୀନଗରର ଡିଏଫଏସଠ‌ାରେ ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ କରାଯିବା ପରେ ରବିବାର ବିମାନରେ ରାୟପୁର ଅଣାଯାଇ ସେଠାରୁ ସଡ଼କ ପଥରେ ଝାରସୁଗୁଡ଼ା ଅଣାଯାଇଥିଲା।

ମଧ୍ୟରାତ୍ରି ସାଢ଼େ 12ଟାରେ କ୍ରାଇମବ୍ରାଞ୍ଚ ଦଳ ଅଭି-ଯୁକ୍ତ ଗୋପାଳ ଦାସକୁ କଡ଼ା ସୁର-କ୍ଷା ମଧ୍ୟରେ ଆଣିବା ପରେ ସହର ମଧ୍ୟକୁ ନ ଆଣି ସହର ବାହାରେ ତାଲପଟିଆଠାରେ ଥିବା ବିମାନବନ୍ଦର ଥା-ନାରେ ରଖିଥିଲେ।

ସେଠାରୁ ପୂର୍ବାହ୍ନ ସମୟରେ ଓଏସଏପି ବାଟାଲିୟନକୁ ଅଣାଯାଇଥିଲା। ପୂର୍ବାହ୍ନ 11.30ରେ ପ୍ରଥମେ ଅଦା-ଲତରେ ହାଜର କରିବାକୁ ଗୋପାଳକୁ ଅଣାଯାଇଥିବା ବେଳେ କିଛି ସମୟ ମଧ୍ୟରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା।

କିନ୍ତୁ ଏହାର କିଛି ସମୟ ପରେ ପୁଣି ଜିଲା ଅଦାଲତକୁ ଆଣି ହାଜର କରାଯାଇଥିଲା। ଏମିତିରେ 164 ବ-ୟାନ ରେ-କର୍ଡ କରାଯାଇଥିବା ଆଶା କରାଯାଉଥିଲା। ଅନ୍ୟପକ୍ଷରେ ଅଭି-ଯୁକ୍ତ ଗୋପାଳକୁ କଟକ ଚୌଦ୍ବାର କାରାଗାରକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *