ମୋ ବସରେ ଚୋ-ରି କରିଥିବା ଚୋ-ରକୁ ଯୁବକ ଧରିସାରିବା ପରେ ଶେଷରେ ପ୍ୟାଣ୍ଟରେ ହଗିଦେଲା

ମୋ ବସରେ ପୁଣି ଥରେ ହେଲା ଚୋ-ରି, ଚୋ-ରକୁ ଧରି ପାନେ ଚଖାଇଲେ ଯୁବକ। ଖବରଟି ଶୁଣିବାକୁ ମିଳିଛି ଭୁବନେଶ୍ୱରର ପଟିଆରୁ। ତେବେ ଚୋ-ରକୁ ଧରିଥିବା ଯୁବକଙ୍କ ନାମ ହେଉଛି ମନୀଷ। ତେବେ ମନୀଷ କହିଛନ୍ତି ଯେ,” ମୋ ବସ୍ ଦ୍ୱାରା ମୁଁ ଫାୟାର ଷ୍ଟେସନରୁ କୀଡ୍ସ ସ୍କୋୟାରକୁ ଯାଉଥିଲି।

କିନ୍ତୁ ଠିକ ଏତିକି ବେଳେ ମୁଁ ଯେତେବେଳେ ମୋ ପକେଟରେ ହାତ ମା-ରିଲି,ମୁଁ ଦେଖିଲି ଯେ ମୋ ପକେଟରେ ମୋର ପର୍ସଟି ନାହିଁ। ସେତେବେଳେ ମୁଁ ପୁରା ବ୍ୟସ୍ତ ହୋଇ ପଡିଲି କଣ କରିବି କିଛି ବୁଝିପାରିଲିନି। ସେତିକିବେଳେ ମୁଁ ଦେଖିଲି ଯେ ଜଣେ ବ୍ୟକ୍ତି ମ-ଦ ପିଇ ଲୋକଙ୍କୁ ଦୁର୍ବ୍ୟ-ବହାର କରୁଛି।

ମୋର ସେହି ଲୋକଟା ଉପରେ ସ-ନ୍ଦେହ ହେଲା। ସେ ଲୋକଟି ଯେତେବେଳେ ବସରୁ ଓହ୍ଲାଇଲା ମୁଁ ବି ତା ସହ ଓହ୍ଲାଇ ପଡିଲି। ଆଉ ତାପରେ ତାକୁ ଧରିବାକୁ ଗୋଡ଼ାଇଲି। ସେ ଚୋ-ର ମଧ୍ୟ ଦୌଡ଼ିବାକୁ ଲାଗିଲା। କିନ୍ତୁ ସୌଭାଗ୍ୟବଶତଃ ମୁଁ ତାକୁ ଧରି ପକାଇଲି।

କିନ୍ତୁ ଠିକ ଏତିକି ବେଳେ ସେ ଭ-ୟରେ ପ୍ୟାଣ୍ଟରେ ହଗି ପକାଇଲା। ତେବେ ତାପରେ ମୁଁ ପୋ-ଲିସ କୁ କଲ କରି ଚୋ-ରକୁ ହସ୍ତାନ୍ତର କରିଥିଲି। ମୁଁ ଶେଷକୁ ଏତିକି କହିବାକୁ ଚାହୁଁଛି ସମସ୍ତେ ସାବଧାନ ରୁହନ୍ତୁ। ଏପରି ଚୋ-ରି ଆଜିକାଲି ବହୁତ ହେବାରେ ଲାଗୁଛି। ସେଥିପାଇଁ ସବୁବେଳେ ସତ-ର୍କ ରହିବା ଆବଶ୍ୟକ।”

Leave a Reply

Your email address will not be published. Required fields are marked *