କଳିଯୁଗ ଅନ୍ତର ମିଳିଲାଣି ଆଭାସ ,ଏବେ ଗାଈ ଗୋରୁଙ୍କ ଠାରେ ନୁହେଁ ବରଂ ମଣିଷଙ୍କ ଦେହରେ ଲାଗିଲାଣି ଟିଙ୍କ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଟିଙ୍କକୁ ନେଇ ଦେଖାଯାଇଥିବା ଆ-ତଙ୍କ ବିଷୟରେ ତ ଆପଣ ଜାଣିଥିବେ। ଯେଉଁଠାରେ ଟିଙ୍କ ଆ-ତଙ୍କ ଦେଖାଯାଉଥିବା କାରଣରୁ ଅଭିଯୋଗ କରିଥିଲେ କଲେଜ ଅଧ୍ୟକ୍ଷ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘ-ଟଣା ଏବେ ଦେଖା ଯାଇନି। ବରଂ ପୂର୍ବରୁ ମଧ୍ୟ ଅନେକ ଥର ଦେଖା ଯାଇଛି।କେବଳ କଲେଜ କ୍ୟାମ୍ପସ ନୁହେଁ, ଆଖପାଖ କଲେଜ ବାଇପାସ ବୋରାପଦା ଅଞ୍ଚଳରେ ବି ଟିଙ୍କ ଆ-ତଙ୍କ ନଜର ଆସିଥିଲା।

ଏହି ଟିଙ୍କ କେଉଁଠୁ ଆସୁଛନ୍ତି ଏବଂ କିପରି ଲାଗୁଛନ୍ତି ତାହା କାହାକୁ ମଧ୍ୟ ଜଣାନାହିଁ। ସହରକୁ ଲାଗିଥିବା ପାଣି ଓହଳା ପାହାଡରୁ ଏହି କ୍ଷୁଦ୍ର ପ୍ରଜାତିର ଟିଙ୍କ ଚାଲି ଆସୁଥିବା ଅନୁମାନ କରାଯାଉଛି ବୋଲି କହିଥିଲେ କଲେଜ ଅଧ୍ୟକ୍ଷ।

କଲେଜ ପକ୍ଷରୁ ସମସ୍ତ ବୁଦା ବଣ ଆଦି ସ୍ଥାନକୁ ସଠିକ ଭାବରେ ସଫେଇ କରାଯିବା ପରେ ମଧ୍ୟ ଏଭଳି ସମସ୍ୟା ଉପୁଜୁଥିବା ସେ ଅଭି-ଯୋଗ କରିଛନ୍ତି।ଲୋକେ ମିଡିଆ ଆଗରେ କହୁଛନ୍ତି ଯେ, ସାଧାରଣତଃ ଗୃହପାଳିତ ପଶୁ ଗାଈଗୋରୁ ଛେଳି, ମେଣ୍ଢା ଏବଂ କୁକୁରମାନଙ୍କ ଦେହରେ ଏହି ଟିଙ୍କ ଦେଖିବାକୁ ମିଳିଥାଏ।

କିନ୍ତୁ ଏବେ ମଣିଷ ଦେହରେ ମଧ୍ୟ ବସିଲେଣି। ବୋଧ ହୁଏ ଭଗବାନଙ୍କ ଲୀଳା। କଳିଯୁଗ ଶେଷ ହେବାର ଏହା ବୋଧେ ଆଉ ଏକ ଉଦାହରଣ। ଟିଙ୍କମାନେ ଏବେ ମଣିଷ ଦେହରେ ବସି ର-କ୍ତ ଶୋଷି ସେମାନଙ୍କୁ ମାରିବେ। କାରଣ ଆଖିକୁ ଭଲରେ ଦୃ-ଶ୍ୟମା-ନ ହେଉନଥିବା ଏହି କ୍ଷୁଦ୍ର କିଟ ଦେହରେ ଥରେ ବସିଯିବା ପରେ ହଠାତ ଏହା ଜଣା ପଡିନଥାଏ।

କିଛି ଘଣ୍ଟା ଦେହରେ ବସିବା ପରେ ଶରୀରରୁ ର-କ୍ତ ଟାଣି ନେଇଥାଏ। ପରେ ଦେହର ସେହି ସ୍ଥାନ ବଥା ହୋଇଥାଏ। ସବୁଠାରୁ ବଡ କଥା ହେଉଛି ଏହାକୁ ସହଜରେ ଦେହରୁ କାଢି ହୋଇ ନଥାଏ।ଦେହରୁ ବାହାରି ଯିବା ପରେ ସମ୍ପୂର୍ଣ୍ଣ ଶରୀର ଘୋଳବିନ୍ଧା ଏପରିକି କିଛି କ୍ଷେତ୍ରରେ ଜ୍ୱର ମଧ୍ୟ ଆସିଥାଏ।”

Leave a Reply

Your email address will not be published. Required fields are marked *