ଶେଷରେ ମୁହଁ ଖୋଲିଲେ ପ୍ରଯୋଜକ – “ପିଣ୍ଟୁ ନନ୍ଦଙ୍କୁ ବବି ମିଶ୍ର କେତେ ଟଙ୍କା ଦେଇଛି ଆଗ କୁହନ୍ତୁ !

ବନ୍ଧୁଗଣ ସୂଚନା ଅନୁସାରେ ଯେଉଁ ପ୍ରଯୋଜକଙ୍କ ନାମରେ ଗତ ୨ ଦିନ ତଳେ ଏକ ବି-ବାଦ ଉଠିଥିଲା । ବବି ମିଶ୍ର ମିଡିଆ ସାମ୍ନାରେ କହିଥିଲେ ଯେ ଜଣେ ଫିଲ୍ମ ପ୍ରଯୋଜକ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ତାର ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଚେକ ଦେଇଥିଲେ । ତାପରେ ସେହି ଚେକଟି ବାଉନ୍ସ ହୋଇ ଯାଇଥିଲା । ତେବେ ସେହି ପ୍ରଯୋଜକ ଗଣ ମାଧ୍ୟମ ଆଗରେ ନିଜସ୍ୱ କିଛି ପ୍ରତି-କ୍ରିୟା ରଖିଛନ୍ତି । ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ବବି ମିଶ୍ର କେତେ ଟଙ୍କା ଦେଇଛନ୍ତି ବୋଲି ଓଲଟା ଉକ୍ତ ଓଡିଆ ଫିଲ୍ମ ପ୍ରଯୋଜକଙ୍କ ପ୍ରଶ୍ନ କରିଛନ୍ତି ।

ତେବେ ସେ ଏଠାରେ ୫୦ ହଜାର ଟଙ୍କାର ଚେକ ବାଉନ୍ସ ହେବା ପଛର କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଏହା ସହିତ ଅଭିନେତା ବବି ମିଶ୍ରଙ୍କୁ ମଧ୍ୟ କଟାକ୍ଷ କରି ଏପରି କିଛି କହିଛନ୍ତି । ତେବେ ଫିଲ୍ମ ପ୍ରଯୋଜକଙ୍କ କହିବା ଅନୁଯାଇ, “ପିନ୍ଟୁ ନନ୍ଦ ମୋର ଦାଦା ହିସାବରର ହେବେ । ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ରହିଛି । ତେଣୁ ତାଙ୍କର ଏପରି ଅବସ୍ଥା ସମ୍ପ-ର୍କରେ ତାଙ୍କୁ ମୁଁ କିଛି ଆର୍ଥିକ ସାହାଜ୍ଯ କରିବାକୁ ଯାଇଥିଲି । ହେଲେ ସେତେବେଳେ ମୁଁ ତାଙ୍କୁ ୧୦ ହଜାର ଟଙ୍କା ଦେବାକୁ ଯାଇଥିଲି”।

ହେଲେ ପିନ୍ଟୁ ଭାଇ କହିଲେ ତୁ ଜଣେ ଫିଲ୍ମ ପ୍ରଯୋଜକ ତୁ ମୋତେ ୫୦, ୦୦୦ ଟଙ୍କା ଦେଇଥା । ତେବେ ସେଠାରେ ମୁଁ ୫୦,୦୦୦ ଟଙ୍କାର ଚେକ ଦେଇକି ଆସିବା ପରେ ମୋ ସ୍ତ୍ରୀ ଓ ମୋର କିଛି ଝ-ଗଡା ହୋଇଗଲା । ମୋ ସ୍ତ୍ରୀଙ୍କ କହିବା କଥା ଏହା କି ଯେ ପିନ୍ଟୁ ନନ୍ଦଙ୍କୁ ତ ବହୁତ ଲୋକ ସାହାଜ୍ଯ କରୁଛନ୍ତି । ତେଣୁ ତୁମେ ସେହି ଟଙ୍କା ପିନ୍ଟୁ ନନ୍ଦଙ୍କୁ ନଦେଇ ଅନ୍ୟ କିଛି ଗରୀବ ଲୋକଙ୍କୁ ସାହାଜ୍ଯ କରିଦିଅ ।

ତେବେ ତାପରେ ମୁଁ ପିନ୍ଟୁ ଭାଇଙ୍କୁ କଲ୍ କରିଥିଲି । ପିନ୍ଟୁ ଭାଇ ଓ ବବି ଭାଇଙ୍କୁ ମୁଁ କହିଥିଲି । ଜଣେ ଗରିବ ଲୋକଟିର ଗୋଡ କ-ଟି ଯାଇଛି । ମୁଁ ସେଠାକୁ ଯାଇଥିଲି । ସେ ଲୋକଟି ବର୍ତ୍ତମାନ ନିହାତି ଭଲ ହେବା ଦରକାର । ବବି ଭାଇ ସେହି ଚେକଟି ତମେ ୨ ଦିନ ପରେ ଲଗେଇବ । ତେବେ ଏଠାରେ ମୁଁ ଟଙ୍କା ଦେବାକୁ ଯାଇ କହିକି ଠ-କିଲି କେତେବେଳେ ବୋଲି ପ୍ରଯୋଜକ କହିଛନ୍ତି । ଯଦି ବବି ଭାଇଙ୍କୁ ପଚାରିବା ପିନ୍ଟୁ ଭାଇଙ୍କ ପାଇଁ ସେ କେତେ ଦେଇ ପକେଇଛନ୍ତି ? ମୁଁ ଏବେ ମଧ୍ୟ କହୁଛି ଯେ ଦିଲ୍ଲୀ ଯାଇ ପିନ୍ଟୁ ଭାଇଙ୍କୁ ମୁଁ ଟଙ୍କା ସମ୍ନାସାମ୍ନୀ ହାତରେ ଦେବାକୁ ରାଜି ଅଛି” ।

Leave a Reply

Your email address will not be published. Required fields are marked *