ବିଶ୍ୱର ପ୍ରଥମ ଗାଡି ଯାହାର ରିମୋଟ ଚି-ପିଲେ ଦୋକାନରେ ପରିବର୍ତ୍ତନ ହେଇଯିବ ଗାଡି

ରାସ୍ତାରେ ବନ୍ଧୁଗଣ ଆପଣମାନେ ଅନେକ ଗୁଡ଼ିଏ ଫୁଡ୍ ଭେନ୍ ସବୁ ଦେଖିଥିବେ । ଆମେ ଆଜି ମଧ୍ଯ ଆପଣଙ୍କୁ ସେହି ଗୋଟିଏ ଫୁଡ୍ ଭ୍ୟାନ୍ ବିଷୟରେ କହିବୁ କିନ୍ତୁ ଆପଣମାନେ ନିଶ୍ଚିତ ଭାବୁଥିବେ ଯେ ଅନେକ ଫୁଡ୍ ଭ୍ୟାନ ତୋ ଆମେ ଆଗରୁ ଦେଖିଚେ କିନ୍ତୁ ଆଜି ଯେଉଁ ଭୁଡ ଭ୍ୟାନ ବିଷୟରେ କହିବାକୁ ଯାଉଛୁ ସେଥିରେ ଏମିତି କଣ ବିଶେଷତ୍ଵ ଅଛି ଯେ ତାହା ଖବରର ସିନୋନିମା ପାଲଟିଛି । ତେବେ ଭିଡିଓରେ ଏକ ପିକଅପ୍ ଭ୍ୟାନ ଛିଡା ହୋଇ ଥିବାର ଦେଖିବାକୁ ମିଳିବ । ଯାହାକି ଗୋଟିଏ ମାତ୍ର ସୁଇଚ ଟିପିଲେ ଫୁଡ୍ ଭ୍ୟାନରେ ପରିଣତ ହୋଇଯିବ ।

ସ୍ଵୟଂ ଚାଳିତ ଭାବରେ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ତାହା ଏକ ଦୋକାନରେ ପରିଣତ ହେବ । ଯାହାକୁ ପ୍ରସ୍ତୁତ କରିଛନ୍ତି ଶକ୍ତି ପ୍ରସାଦ । ତେବେ ଏଇଟା ହେଉଛି ଇଣ୍ଡିଆର ପ୍ରଥମ ଗାଡ଼ି ଯାହାକି ସ୍ୱୟଂ ଚାଳିତ ଭାବରେ ଆପେ ଆପେ ଦୋକାନରେ ପରିଣତ ହୋଇ ଯାଉଛି । ଏହାକୁ ଆମେ ମଧ୍ଯ କନ୍ଭର୍ଟେଡ ଭେଇକିଲ କହି ପାରିବା । ତାହା ରନିଂ ଟାଇମ୍ ରେ ସାଧାରଣ ଗାଡ଼ି ଭଳିଆ ଗୋଟିଏ ସାଇଜରେ ଥାଏ ଆଉ ଯେତେବେଳେ ଆପଣ ତାକୁ ଓପନ୍ କରିବେ ସେଇଟା ଆଉଗୋଟେ ଫର୍ମକୁ ଚାଲିଯାଏ ।

ତେବେ ଏଇଟା କେବଳ ଇଣ୍ଡିଆ ନାହଁ ପୁରା ବିଶ୍ୱରେ ପ୍ରଥମ ଭେଇକିଲ୍ ବୋଲି କହିପାରିବା । ପୁର୍ବରୁ ପ୍ରାୟ କେବେ ଏମିତି ଅଟୋମେଟିକ୍ କନ୍ଭର୍ଟେଡ ଭେଇକିଲ ଦେଖିବାକୁ ମିଳିନି । ଏଇ ଯେଉଁ ଛୋଟ ସେଗମେଣ୍ଟରେ ଏତେ ସବୁକିଛି ହେଇ ପାରିଛି । ଏହି ଭେଇକିଲ୍ ର ଯାହା ସାଇଜ୍ ରହୁଛି ଆମେ ତାକୁ ଅପ୍ ଟୁ ୩ ଟାଇମ୍ସ ଆମେ ତାକୁ ବଢେଇ ଦେଇ ପାରୁଛୁ । ତ ଏଇଟା ହେଉଛି ନିହାତି ଭାବରେ ଅନନ୍ୟ ବିଶେଷତ୍ଵ । ତୋ ଏହାର ଡିଜାଇନ୍ କରିବା ପୁର୍ବରୁ ବିଶେଷ ଭାବରେ ଡାଇମେନସନ୍ ଉପରେ ବେଶୀ ଫୋକସ୍ କରା ଯାଇଛି ।

କାରଣ ଆପଣ ଅନେକ ଫୁଡ୍ ଭ୍ୟାନ ଦେଖୁଥିବେ ତାହା ଆର୍ଟିଓ ରୁଲ୍ ରେଗୁଲେସନକୁ ଫଲୋ କରନ୍ତିନି । ତାର ଓଜନ ଏବଂ ଲମ୍ବା ଅଧିକା ଥାଏ । କିନ୍ତୁ ଏହି ଗାଡ଼ିରେ ସେମିତି କିଛି ନାଇଁ । ଗାଡ଼ିରେ ଗୋଟେ ରିମୋଟ୍ ଅଛି ଯାହା ଦ୍ଵାରା ହିଁ ଗାଡ଼ିତି ଓପନ୍ ଡାଉନ୍ ହେବ ଏବଂ କ୍ଷଣିକରେ ଦୋକାନରେ ପରିଣତ ହୋଇଯିବ ବୋଲି ଡେମୋ କରି ଦେଖାଇଥିଲେ ଶକ୍ତି ପ୍ରସାଦ ।

Leave a Reply

Your email address will not be published. Required fields are marked *