ନବ ଦାସ ପ୍ରତି ରାଗ ଯେମିତି କମିନଯାଉ ସେଥିପାଇଁ ଦୁଇମାସ ହେଲା ମେଡ଼ିସିନ ଖାଉନଥିଲା ଗୋପାଳ

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖ ରେ ଏମିତି ସବୁ ଘ-ଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବି-ଷ୍ମୟ ଜନକ ଅଟେ।

ହଁ ଆଜ୍ଞା ଆମେ କହୁଛୁ ନବଦାସଙ୍କୁ ଗୁଳି କରିଥିବା ଅପ-ରାଧୀ ଗୋପାଳ ଦାସଙ୍କ କଥା।ସେ କହିଛନ୍ତି ନବକୁ ମା-ରିବି ବୋଲି ମେଡିସିନ ଖାଉନଥିଲି।ସେ କହିଛନ୍ତି ତାଙ୍କ ମୁଣ୍ଡ ଖରାପ ଥିଲା ସେଥିପାଇଁ ସେ ମେଡ଼ିସିନ୍ ଖାଉଥିଲେ। ସେ ଯେତେବେଳେ ନବ ଦାସଙ୍କୁ ମାରିବାକୁ ମନସ୍ଥ କରିଲି ସେତେବେଳେ ମେଡିସିନ ଖାଇବା ବନ୍ଦ କରିଦେଇଥିଲି। ତାଙ୍କୁ ଘରଲୋକ ଔଷଧ ଖାଇବାକୁ ଦେଉଥିଲେ କିନ୍ତୁ ସେ ଔଷଧକୁ ଲୁ-ଚାଇ ଫୋପାଡି ଦେଉଥିଲି ଦେଉଥିଲି।

କାରଣ ସେ ତାଙ୍କ ମୁଣ୍ଡରୁ ରା-ଗକୁ କମ୍ କରିବାକୁ ଚାହୁଁନଥିଲି।ହଁ ଆଜ୍ଞା ସେତେବେଳେ ଏମିତି କିଛି କଥା କହିଥିଲେ ଗୋପାଳ ଦାସ ଯେତେବେଳେ ତାଙ୍କର ନାର୍କୋ ଟେଷ୍ଟ କରାଯାଇଥିଲା। ଗୋପାଳର ନାର୍କ ଟେଷ୍ଟ୍ରରେ ଗୋପାଳ ପାସ ହେଇଛି।ସେ ସବୁ ସତକଥା କ୍ରାଇମବ୍ରାଞ୍ଚ୍ ଆଗରେ ଖୋଲି କହିଛି। କଣ ପାଇଁ ମା-ରିଛି,କଣ ପାଇଁ ଔଷଧ ଖାଉନଥିଲା ସବୁ କଥା କହିଛି।କ୍ରାଇମବ୍ରାଞ୍ଚ୍ ଯେତେବେଳେ ପଚାରିଥିଲା ଆପଣଙ୍କର ମୁଣ୍ଡ ଦୋ-ଷ ଅଛିକି ସେ କହିଥିଲା ହଁ ଆଜ୍ଞା ମୋର ମୁଣ୍ଡ ଦୋ-ଷ ଅଛି।

ଆହୁରି ମଧ୍ୟ କହିଛି ସେ ତାଙ୍କ ଘରଲୋକ ଦେଉଥିବା ମେଡିସିନ ଖାଉନଥିଲା।ଔଷଧକୁ ଲୁ-ଚାଇ ଫୋପାଡି ଦେଉଥିଲା ବୋଲି କ୍ରାଇମବ୍ରାଞ୍ଚ୍ ଆଗରେ ଖୋଲି କହିଛି ବୋଲି ସୂଚନା ମିଳିଛି।ସେ ମେଡ଼ିସିନ୍ ଏଥିପାଇଁ ଫୋପାଡି ଦେଉଥିଲା କାରଣ ମେଡିସିନ ଖାଉଥିଲେ ରା-ଗ ଶାନ୍ତ ହେଇଯାଇଥନ୍ତା ଆଉ ସେ ନବଦାସଙ୍କୁ ମା-ରି ପାରିନଥାନ୍ତେ।ଆହୁରି ଅନେକ କଥା ଗୋପାଳ କ୍ରାଇମବ୍ରାଞ୍ଚ୍ ଆଗରେ କହିଛି,ଯାହାକୁ ଶୁଣି କ୍ରାଇମବ୍ରାଞ୍ଚର ମୁଣ୍ଡ କାମ କରୁନି।

Leave a Reply

Your email address will not be published. Required fields are marked *