ଯେଉଁ ବାପା ମା 5000ଟଙ୍କା ଘରୁ ଆଣୁଛନ୍ତି ,ସେମାନେ ଝିଅକୁ ପଚାରନ୍ତୁ ସେ 25000 ଟଙ୍କାର ମୋବାଇଲ କେମିତି ଧରୁଛନ୍ତି

ଆଜିକାଲି ଯେଉଁ ପ୍ରକାର ଦେଖାଶିଖା ପ୍ରେମ ଚାଲିଛି ତା ଉପରେ ପ୍ରତି-କ୍ରିୟା ରଖିଛନ୍ତି ଜଣେ ବ୍ୟକ୍ତି। ମିଡିଆ ଆଗରେ କହିଛନ୍ତି ଯେ ଏକ ସମୟରେ ଜଣେ ପୁଅ ଏକ ଝିଅକୁ ଭଲ ପାଉଥିଲା, ତା ସହ ବୁଲୁଥିଲା,ଖାଉଥିଲା ସବୁକିଛି କରୁଥିଲା। କିନ୍ତୁ ଠିକ ବିବାହ କଲା ବେଳକୁ ଆଉ ଏକ ଝିଅକୁ ବିବାହ କରୁଥିଲା।

କିନ୍ତୁ ଏବେର ସମୟରେ ତାହା ଓଲଟା ହେଉଛି। ଝିଅମାନେ ପୁଅମାନଙ୍କ ସହ ସେହି କାମ କରୁଛନ୍ତି। ଅଧିକାଂଶ ଏପରି କାମ ହଷ୍ଟେଲ ଝିଅ ମାନଙ୍କ ଠାରେ ଦେଖା ଯାଉଛି। ବାପା-ମାଆ ଝିଅଟିର ଖର୍ଚ ପାଇଁ ମାସକୁ 5000 ଟଙ୍କା ଦିଅନ୍ତି। ଯେଉଁଥିରେ ହଷ୍ଟେଲ ଫିସ, ଟିଉସନ ଫିସ, ଖାଇବା ଖର୍ଚ୍ଚ ସବୁ ଅନ୍ତର୍ଭୁକ୍ତ ଥାଏ।

ତେବେ ଏତେ ଖର୍ଚ ପରେ ଟଙ୍କା ତ ଆଉ ପାଖରେ ରହୁନଥିବ। ତାହାଲେ ଏହି ଝିଅମାନେ 25000 ଟଙ୍କାର ମୋବାଇଲ କିପରି ଧରୁଛନ୍ତି। 5000 ଟଙ୍କାର ପୋଷାକ କିପରି ପିନ୍ଧୁଛନ୍ତି। ପାର୍ଲର ଯାଇ ମେକଅପ ହୋଇ ଏତେ ଟଙ୍କା କିପରି ଦେଉଛନ୍ତି।

ଏସବୁ ସେମାନେ ପୁଅପିଲାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କଠାରୁ ଟଙ୍କା ଝଡ଼ାଇ କରୁଛନ୍ତି। ରାସ-ଲୀଳା କରିବେ ଜଣକ ସହ ଏବଂ ବିବାହ କରିବେ ଆଉ ଜଣକ ସହ। କେଉଁଠି ନା କେଉଁଠି ବାପା-ମାଆ ମଧ୍ୟ ଜାଣିଛନ୍ତି ଯେ ତାଙ୍କ ପିଲାମାନେ ଏପରି କାର୍ଯ୍ୟ କରି ଟଙ୍କା ପାଉଛନ୍ତି। କାହାକୁ କଣ କହିବ କୁହ। ଦୁନିଆ ପୁରା ଖରାପ ହେଇଗଲାଣି। ମାନବିକତା,ପ୍ରେମ, ସ୍ନେହ ଗୋଟେ ଗୋଟେ ଲୋକଦେଖାଣି ହୋଇଗଲାଣି। ଏପରି ପିଲାମାନଙ୍କୁ ଧିକ। ତାଙ୍କ ବାପମାଆଙ୍କୁ ମଧ୍ୟ ଧିକ।

Leave a Reply

Your email address will not be published. Required fields are marked *