ସ୍ୱାମୀଙ୍କୁ ଭ-ୟ କଲେ ..ଲୁ-ଚି ଲୁ-ଚି ଯାଇ ଦେହ ବିକିଲେ..ଟଙ୍କା ବାନ୍ଧିବାକୁ ଏମିତି ପନ୍ଥା ଆପଣେଇଲେ ମହିଳା..

ମାଲକାନଗିରିରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭି-ଯୋଗ କରିଛନ୍ତି ଯେ ସେମାନଙ୍କ ସହ ଠ-କାମି ହୋଇଛି। ସେମାନଙ୍କ ନାମରେ ଜାଲି-ଆତି କରି କରାଯାଇଥିବା ଋଣ ଶୁଝିବା ଲାଗି ସେମାନଙ୍କୁ ଅନୈ-ତିକ କାର୍ଯ୍ୟ କରିବାକୁ ପଡ଼ୁଛି।

ପ୍ରଶାସନ ଏ ଘଟ-ଣାରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି। ଶତାଧିକ ମହିଳାଙ୍କ ଋଣ ଟଙ୍କା ହଡ଼ପ ହୋଇଥିବା ଅଭି-ଯୋଗ ହୋଇଛି। ତେବେ ଘ-ଟଣା ଅନୁସାରେ ମାଲକାନଗିରି ଜିଲ୍ଲା ଏମଭି-96 ଗ୍ରାମର ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଋଣ ପ୍ରଦାନ କରାଯିବ କହି ସ୍ଥାନୀୟ ୱାର୍ଡ ମେମ୍ବର ନିରୂପମା ବେପାରୀ ବିଭିନ୍ନ ସଂସ୍ଥାରୁ ଋଣ କରାଇଦେଇଥିଲେ।

ଋଣ ଆଣି ମହିଳାମାନେ କାମ କରି ଟଙ୍କା ନିରୂପମାଙ୍କ ଦ୍ୱାରା ପୈଠ କରୁଥିଲେ। ତେବେ ନିରୂପମା ଟଙ୍କା ପୈଠ ନକରି ସବୁ ନିଜେ ଭୋଗ କରିଥିବା ନେଇ ଅଭି-ଯୋଗ ହୋଇଛି। ମହିଳାମାନେ କହିଛନ୍ତି ଯେ ନିରୁପମା ବେପାରୀ ଆମ ସ୍ବାମୀମାନଙ୍କ ଅନୁପସ୍ଥିତିରେ ଆମର ଆଧାର କାର୍ଡ, ଭୋଟର ପତ୍ର, ବ୍ୟାଙ୍କ ଖାତା ନେଇଥିଲା।

ଏହାପରେ ସେ ସ୍ପନ୍ଦନ, ଫ୍ୟୁଜନ, ଭାରତ, ଅନ୍ନପୂର୍ଣ୍ଣା ଋଣ ପ୍ରଦାନକାରୀ ସଂସ୍ଥା ଭଳି ବିଭିନ୍ନ ବେସରକାରୀ ଋଣ ସଂସ୍ଥା ପାଖରୁ ଋଣ କରି ଟଙ୍କା ନେଇଯାଇଛନ୍ତି।ନିରୁପମାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହିଲେ ସେ ଗା-ଳିଗୁ-ଲଜ କରୁଛନ୍ତିି ଏବଂ ଆମକୁ ବି-ଷ ଖାଇ ମ-ରିଯାଅ ବୋଲି କହୁଛନ୍ତି।

ସେପଟେ ଋଣ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଋଣ ଶୁଝିବାକୁ ମହିଳାଙ୍କୁ ଘନଘନ ଚେତା-ବନୀ ଆସୁଛି। ଆଜି 40ରୁ ଊର୍ଦ୍ଧ୍ବ ମହିଳା ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭି-ଯୋଗ ପ୍ରଦାନ କରିଛନ୍ତି।

ସେମାନେ ଏକଥା ମଧ୍ୟ ସ୍ବୀକାର କରିଛନ୍ତି ଯେ ଋଣ ଶୁଝିବା ଲାଗି ସେମାନଙ୍କୁ ଅନୈ-ତିକ କାର୍ଯ୍ୟ କରିବାକୁ ପଡ଼ୁଛି ଅର୍ଥାତ ଦେହ ବିକିବାକୁ ପଡୁଛି। ଘଟ-ଣାର ତ-ଦନ୍ତ କରାଯାଇ ଉଚିତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ମହିଳାମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *