ରିଲସ ନି-ଶା ଏମିତି ଘାରିଛି ଯେ !! | ଚତୁର୍ଥୀ ରାତିର ଭିଡିଓ ବି INSTAGRAM ରେ ଛାଡ଼ିଦେଲେ ଦମ୍ପତି, ଆଉ ତା ପରେ….

ଆଜିକାଲି ରିଲସ କରିବା ନି-ଶା ଚାରିଆଡେ ଘାରିଛି। ଏତେ ଘାରିଛି ଯେ ଲୋକମାନେ କେଉଁ ସ୍ଥାନରେ କଣ କରିବା ଉଚିତ ଜାଣି ପାରୁନାହାନ୍ତି। ଖାଲି ରିଲସ ତିଆରି କରିବାରେ ଲାଗୁଛନ୍ତି। ଆଜିକାଲି ର ଲୋକଙ୍କୁ ଆପଣ ଦେଖୁ ଥିବେ ଯେ କିଏ ଟ୍ରେନ ଲାଇନ ଆଗରେ ରିଲସ କରୁଛି ତ କିଏ ଛାତ ଉପରେ।

ତେବେ ଏସବୁ ମଧ୍ୟ ଏକ ସୀମା ମଧ୍ୟରେ ଥିଲା କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ରିଲସକୁ ନେଇ ଏପରି ଏକ ଖବର କହିବୁ ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରିଲସରେ ଦେଖିବାକୁ ମିଳୁଛି ଜଣେ ଦମ୍ପତିଙ୍କର ଚଉଠିର ଭିଡ଼ିଓ।

ଲାଇକ ପାଇବା ଆଶାରେ ଲୋକମାନେ ଏତେ ତଳକୁ ଖସି ଯାଉଛନ୍ତି ଯେ ନିଜର ଚଉଠିର ଭିଡ଼ିଓ ମଧ୍ୟ କରି ଦେଉଛନ୍ତି।ରିଲସରେ ଦେଖିବାକୁ ମିଳିଛି ଯେ ରୁମ ଟି ପୁରା ଫୁଲ ଏବଂ ଲାଇଟ ରେ ସୁନ୍ଦର ଭାବରେ ସଜା ଯାଇଛି।

ଆଉ ଭିଡ଼ିଓରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ପରସ୍ପରକୁ ଆଲି-ଙ୍ଗନ ଏବଂ ଚୁ-ମ୍ବନ କରୁଛନ୍ତି। ତେବେ ଏହା ଏତିକି ରେ ଶେଷ ହିଁ ହେଉ ନାହିଁ ବରଂ ଭିଡ଼ିଓରେ ସ୍ୱାମି ଜଣକ ସ୍ତ୍ରୀ ବ୍ଲାଉଜ ର ଡୋର ଖୋଲିବାର ବି ଦେଖିବାକୁ ମିଳୁଛି।ତେବେ ଏହି ଦମ୍ପତି କିପରି ଏମିତି ଭିଡ଼ିଓ ତିଆରି କଲେ ତାହା କେବଳ ତାଙ୍କୁ ହିଁ ଜଣା।

ବର୍ତ୍ତମାନ ଭିଡ଼ିଓ ଟି ଭାଇରଲ ହେବା ପରେ ଦର୍ଶକ ଏହି ଭିଡ଼ିଓ କୁ ନେଇ ଖୁବ ଟ୍ରୋଲ କରିବାରେ ଲାଗିଛନ୍ତି। କିଛି ଲୋକ କମେଣ୍ଟ କରିଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମର୍କ ଖୁବ ପବିତ୍ର ଅଟେ, ଆଉ ଏହି ସମ୍ପ-ର୍କରେ କିଛି ସୀମା ରହିଥାଏ ଯାହାକୁ ଦୁନିଆ ଆଗରେ ଦେଖାଇବା ଠିକ କଥା ନୁହେଁ। ଏପରି କରି ନିଜର ସମ୍ମାନ ମଧ୍ୟ ହାନି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *