ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ କେତେ ଦିନ କାମ କରିବ ଲିଭର, 25% ଲୋକଙ୍କର 5ବର୍ଷ ଭିତରେ ….

ବନ୍ଧୁଗଣ ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଅଛି । ଯାହା ପାଇଁ ଏବେ ଆଉ ଏକ ଦୁଃ-ଖର ଖବର ଆଣି ଦେଉଛି । ଯିଏ ଦିନେ ସୁନ୍ଦର ଅଭିନୟରେ ଲୋକଙ୍କୁ ହସେଇ ଦେଉଥିଲେ ସେ ଆଜି ମେଡ଼ିସିନ ଖାଇକି ବଞ୍ଚୁଛି । ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ଭାଇରାଲ ହେଉଛି ପିଣ୍ଟୁ ନନ୍ଦଙ୍କୁ ସେଥିରେ ଦେଖିଲେ ଜଣା ପଡୁଛି କି ତାଙ୍କ ଦେହ କେତେ ଅସୁସ୍ଥ ।

ଦେହ ଏତେ ଅସୁସ୍ଥ ଯେ ପିଣ୍ଟୁ ନନ୍ଦଙ୍କୁ ଏବେ ଦିଲ୍ଲୀରେ ଚିକିତ୍ସା ନିହାତି ଆବଶ୍ୟକ । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହେବା ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପିଣ୍ଟୁଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଲୋକ ବିଭିନ୍ନ ମତ ରଖୁଛନ୍ତି ଏବଂ ସାହାଯ୍ୟର ହାତ ବଢାଉଛନ୍ତି । ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପିଣ୍ଟୁ ନନ୍ଦ ପ୍ରସ୍ତୁତ ହେଉଥିବା ବେଳେ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ କରିବାରେ ମଧ୍ୟ ଲାଗି ପଡିଛନ୍ତି ।

ଲିଭର୍ ଟ୍ରାନ୍ସପ୍ଳାଣ୍ଟ କଲେ ଏହା କେତେ ବର୍ଷା ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ଏହା ପରେ ପୂର୍ବ ଭଳି ନି-ଶା ଦ୍ରବ୍ୟ ସେବନ କରିହେବ କି ନାହିଁ ତାହା ବିଷୟରେ ଲୋକମାନେ ଜାଣିବା ପରେ ସେମାନଙ୍କ ମନରେ ଭ-ୟ ସଞ୍ଚାର ହୋଇଛି କାରଣ ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ମ-ଦ୍ୟପା-ନ କଲେ ଏହା ବହୁତ୍ ଶୀଘ୍ର ଖରାପ ହୋଇ ଯାଇଥାଏ ।ତେଣୁ ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ମ-ଦ୍ୟପା-ନ କରିବା ଭଲ ନୁହେଁ ।ଦେଖିବାକୁ ଗଲେ ଲିଭର ଟ୍ରାନ୍ସପ୍ଳାଣ୍ଟ କଲେ ଏହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ କିନ୍ତୁ ମ-ଦ୍ୟପା-ନ କଲେ ଏହା ବହୁତ ଶୀଘ୍ର ଖରାପ ହୋଇ ଯାଇଥାଏ।

ତେଣୁ ଲିଭର ଟ୍ରାନ୍ସପ୍ଳାଣ୍ଟପରେ ମ-ଦ୍ୟପା-ନ ସେବନକୁ ନା କରିବା ଦରକାର । ଲିଭର ଟ୍ରାନ୍ସପ୍ଳାଣ୍ଟପରେ ମା-ଡ଼ ପିଇଲେ ଏହା ଲିଭର କ୍ୟା-ନ୍ସର ହେବାର ଆ-ଶଙ୍କା ରହିଥାଏ।ଯଦି କୌଣସି ବ୍ୟକ୍ତି ଏହାର ଲକ୍ଷଣ ଜାଣି ପାରି ପ୍ରଥମରୁ ଡକ୍ଟର ଙ୍କ ସହ ଯୋଗା ଯୋଗ କରେ ତାହେଲେ ସେ ଅଳ୍ପ ସମୟ ମଧ୍ୟରେ ସେ ରୋଗରୁ ମୁକ୍ତି ପାଇଥାଏ। ଆମେ ଯଦି ଭଲ ଲିଭର ଟ୍ରାନ୍ସପ୍ଳାଣ୍ଟକରିବା ତାହେଲେ ଏହାଦ୍ବାରା ବହୁ ଦିନ ପର୍ଯ୍ୟନ୍ତ ବଞ୍ଚାଇପାରିବ କିନ୍ତୁ ଯଦି ଆଂଶିକ ଖରାପ ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯାଏ ତାହେଲେ ଏହା ଦ୍ଵାରା ମଣିଷର ଆୟୁଷ କମିଯାଇଥାଏ।

Leave a Reply

Your email address will not be published. Required fields are marked *