ଓଡ଼ିଶାରେ ଇମୋସନକୁ ନେଇ ଯେତେ ଖେଳିହେବ ,ପିଣ୍ଟୁ ଭାଇର ଏତେ ଚିନ୍ହା ସେମାନେ ଟଙ୍କା ଯୋଗାଡ଼ କରିପାରିଲେନି

ଲିଭର ଜନିତ ଅପରେସନ ପାଇଁ ପୀ-ଡିତ ହୋଇ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାତ୍ରା କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏଭଳି ସ୍ଥିତିରେ ସାଥି କଳାକାରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପାଇଁ ଆଗେଇ ଆସିଛନ୍ତି।

କିଛି ଲୋକ ତାଙ୍କୁ ସାହାଯ୍ୟ କରି ତାଙ୍କ ଦୁଃ-ଖରେ ଦୁଃ-ଖୀ ହେଉଥିବା ବେଳେ କିଛି ଲୋକ କହୁଛନ୍ତି ଯେ ଯାହା ହେଉଛି ଭଲ ହେଉଛି। ଏହିପରି ହେବା ଦରକାର। ତେବେ ଏହିପରି ବିରୋ-ଧିଙ୍କ ଭିତରେ ଜଣେ ହେଉଛନ୍ତି ଅଭିନେତା ଏବଂ ନିର୍ଦେଶକ ରୁଦ୍ର।

ସେ କହିଛନ୍ତି ଯେ,” ଯାହା ହେଇଛି ଭଲ ହେଇଛି। ଏମିତି କୋକଙ୍କ ସହ ଏହିପରି ହେବା ଦରକାର। ପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି। ଆହୁରି 4 ଜଣ ବି ଏହିପରି ଅବସ୍ଥାରେ ପଡିବେ। ସମସ୍ତେ ତାଙ୍କୁ ଭଲ କହିଲେ କଣ ହେଲା। ମୁଁ ଜାଣିଛି ସେ କି ପ୍ରକାର ଲୋକ

ଆରେ ଆମ ମୁହଁରୁ ଖାଦ୍ୟ ଛଡ଼ାଇଛନ୍ତି ସେ। ତାଙ୍କୁ କଣ ସହଜରେ ମୁକ୍ତି ମିଳିବ ନା କଣ? କିଏ କହିଲା ତାଙ୍କ ପାଖରେ ଟଙ୍କା ନାହିଁ। ଆରେ 50 ଲକ୍ଷ ଟଙ୍କା କଣ ତାଙ୍କ ପାଖରେ କୋଟି କୋଟି ଟଙ୍କା ପଡିଛି। ସେ ନିଜ ଟଙ୍କାକୁ ଚିପିକି ରଖିଛନ୍ତି ଆଉ ଲୋକଙ୍କଠାରୁ ଖାଉଛନ୍ତି।ସମସ୍ତଙ୍କୁ ଶାସ୍ତି ମିଳିବ। ସବୁ ମା-ରିବେ।”

ତେବେ ଇତି ମଧ୍ୟରେ ଶୁଣିବାକୁ ମିଳିଛି ଯେ ପିଣ୍ଟୁଙ୍କୁ ଲିଭର୍ ଡୋନେଟ୍ କରିବେ ତାଙ୍କ ମାଉସୀ କିମ୍ବା ପିଉସୀ ଝିଅଙ୍କ ମଧ୍ୟରୁ କେହି ଜଣେ। ଦୁଇ ଭଉଣୀ ତାଙ୍କ ସହିତ ହସ୍ପିଟାଲରେ ମଧ୍ୟ ଅଛନ୍ତି। ସେହିପରି ଯାହାର ରି-ପୋର୍ଟ ପଜିଟିଭ୍ ଆସିବ ସେ ହିଁ ପିଣ୍ଟୁ ନନ୍ଦଙ୍କୁ ଲିଭର୍ ଡୋନେଟ୍ କରିବେ। ଭାଇଙ୍କୁ ଲିଭର୍ ଡୋନେଟ୍ କରିବାକୁ ନେଇ ଖୁସି ଅଛନ୍ତି ଦୁଇ ଭଉଣୀ। ଲିଭର୍ ଡୋନେଟ୍ ପରେ ହିଁ ପିଣ୍ଟୁ ନନ୍ଦ ଆଗକୁ ବଢ଼ି ପାରିବେ।

Leave a Reply

Your email address will not be published. Required fields are marked *