ମୋ ବାପା ବାହାରେ ସ-ମ୍ପର୍କ ରଖିଲା ,ସହିପାରିଲାନି ମୋ ମା’ ଆଉ ତା ଜୀବନ ଚାଲିଗଲା

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବାପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପ-ର୍କଟି ଏଭଳି ଏକ ସ-ମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟ-ଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀ-ତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି ।

ଏପରିକି ହ-ତ୍ୟା ମଧ୍ଯ କରିବାକୁ ପଛାଉ ନାହାଁନ୍ତି । ପର-କୀୟା ପ୍ରୀ-ତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ତୋ ଆଉ କିଏ ଦୁଃ-ଖ ସହି ନପାରି ଆ-ତ୍ମହ-ତ୍ୟା ଭଳି ଚରମ ପଦକ୍ଷେପ ନେଇ ଯାଉଛି । ଏହି ପର-କୀୟା ପ୍ରୀ-ତି ପାଇଁ କେତେ ଯେ ସମ୍ପ-ର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ସେମିତି ବର୍ତମାନ ସମୟରେ ଏକ ସାଙ୍ଘା-ତିକ ଘ-ଟଣା ସମ୍ନାକୁ ଆସିଛି । ଯେଉଁଠି ଜଣେ ଛୋଟ ପୁଅ ଆଜି ମା’ ଛେଉଣ୍ଡ ହୋଇ ଯାଇଛି । ଆଉ କା-ନ୍ଦି କା-ନ୍ଦି ମାକୁ ଝୁରି ହେବା ସହ କୋହଭରା କଣ୍ଠରେ ବର୍ଣନା କରୁଛି ବାପାର ପର-କୀୟା ସଂ-ପର୍କ ବିଷୟରେ ।

ହଁ ଆଜ୍ଞା ଦର୍ଷକବନ୍ଧୁ ବାପାର ପର-କୀୟା ପ୍ରୀ-ତିରେ ଚାଲିଗଲା ମା’ର ଜୀବନ ଆଉ ପୁଅ ଧକେଇ କହୁଛି ବାପାଙ୍କୁ ଦ-ଣ୍ଡ ମିଳୁ ବୋଲି । ତେବେ ଏଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ କମର୍ଧା ଥା-ନା ଅନ୍ତର୍ଗତ ବାଉଁସଡିଆଁ ପଞ୍ଚାୟତର କରିହାଣ୍ଟା ଗ୍ରାମରେ ଥିବା ଉଦୟ କୁମାର ମାଝୀଙ୍କ ସ୍ତ୍ରୀ ପୁଅ ଉଭୟ ରହିଛନ୍ତି । କିନ୍ତୁ ବାବୁ ଜଣକ ଶିକ୍ଷିତ ଆଉ ପେଶାରେ ଜଣେ ଶିକ୍ଷଣ ହୋଇ ମଧ୍ୟ ପର-କୀୟା ପ୍ରୀ-ତିରେ ମାତି ଥିଲେ । ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ି ସଂ-ପର୍କ ରଖିଥିଲେ । ଏହି ଘ-ଟଣା ଜାଣିବା ପରେ ସ୍ତ୍ରୀ ମଧ୍ଯ ସ୍ବାମୀଙ୍କୁ ବହୁତ ବୁଝାସୁଝା କରିଥିଲେ ।

ତେଣୁ ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ-ଳହ ଲାଗି ରହୁଥିଲା । କିନ୍ତୁ ସ୍ବାମୀ ନ ଶୁଣିବାରୁ ଶେଷରେ ପତ୍ନୀ ଜଣକ ଜୀବନ ହାରି ଦେଇଛନ୍ତି । ଯ-ନ୍ତ୍ରଣା ଅସହ୍ୟ ହେବାରୁ ଗତ ମଙ୍ଗଳବାର ଦିନ ଉଦୟଙ୍କ ପତ୍ନୀ ଦମୟନ୍ତୀ ନିଜ ରୁମ୍ ରେ ଆ-ତ୍ମହ-ତ୍ୟା କରିଦେଲେ । ଆଉ ତାପର ଦମୟନ୍ତୀଙ୍କ ପରିବାର ଲୋକେ ଉଦୟଙ୍କ ପର-କୀୟା ପ୍ରୀ-ତି ଯୋଗୁଁ ଦମୟନ୍ତୀ ଆ-ତ୍ମହ-ତ୍ୟା କରିଥିବା ନେଇ କମର୍ଦା ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ୍ ଉଦୟଙ୍କୁ ଗି-ରଫ କରିବା ପରେ ଭୋଗରାଇ କୋର୍ଟକୁ ଚା-ଲାଣ କରିଛି ।

Leave a Reply

Your email address will not be published. Required fields are marked *