ପ୍ରେମ ସପ୍ତାହରେ ନିଜ ବଏଫ୍ରେଣ୍ଡ ଓ ବିବାହ ବିଷୟରେ କହିଲେ ନିଶା ମହାରଣା

ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘ-ଟଣା ଦେଖିବାକୁ ମିଳୁଛି।ସେହି ଘଟ-ଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଶୁଣିବାକୁ ମିଳିଥାଏ।ସବୁ ଲୋକ ମାନଙ୍କର ଚିନ୍ତାଧାରା ସମାନ ରହିନଥାଏ।ଏକ ଘଟଣାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କଥା କହିଥାନ୍ତି। ଆପଣମାନେ ତୋ ଜାଣିଥିବେ ବର୍ତ୍ତମାନ ପ୍ରେମ ସପ୍ତାହ ତଥା ଭାଲେଣ୍ଟାଇନ ୱିକ୍ ଚାଲିଛି।ଏହି ସପ୍ତାହଟି ପ୍ରେମିକ ପ୍ରେମିକା କିମ୍ବା ସ୍ବାମୀ ସ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଥାଏ।

ଏହି ସପ୍ତାହରେ ପ୍ରେମିଯୁଗଳ ପରସ୍ପର ପ୍ରତି ଥିବା ପ୍ରେମକୁ ଦେଖାଇଥାନ୍ତି।ତେବେ ବର୍ତ୍ତମାନ କିନ୍ତୁ କଥାଟି ପୁରା ଅଲଗା ହୋଇଯାଇଛି।ବର୍ତ୍ତମାନ ଭାଲେଣ୍ଟାଇନ ଡେ ମାନେ ପ୍ରେମିକ ପ୍ରେମିକା ନିଜ ଦେହ ସୁଖ ମେଣ୍ଟା-ଇବା ନିମନ୍ତେ ଓୟୋ କିମ୍ବା ହୋଟେଲକୁ ଯାଇଥାନ୍ତି।ତେବେ ଏହାକୁ ନେଇ ଯାତ୍ରା ଅଭିନେତ୍ରୀ ନିଶା ମହାରଣା କ’ଣ ମନ୍ତବ୍ୟ ଦେଇଛନ୍ତି ଆସନ୍ତୁ ଜାଣିବା।ପାଠକଗଣ ନିଶା କହିଛନ୍ତି ପ୍ରେମ ନାମକ ଶବ୍ଦର ପୂର୍ବରୁ ଯେଉଁପରି ଅର୍ଥ ଥିଲା ତାହା ଏବେ ନାହିଁ।

ବର୍ତ୍ତମାନ ପ୍ରେମ ମାନେ ନିଜ ଦେହ ସୁଖ ମେଣ୍ଟା-ଇବା।ସେ କହିଛନ୍ତି ବିବାହିତ ପୁରୁଷମାନେ ଘରେ ନିଜ ସ୍ତ୍ରୀ ଥାଇ ମଧ୍ୟ ଆଉ ଏକ ଝିଅ ସହ ସ-ମ୍ପର୍କ ରଖିଥାନ୍ତି, କ’ଣ ପାଇଁ ?ସେମାନେ ନିଜ ଦେହ ସୁଖ ମେଣ୍ଟା-ଇବା ପାଇଁ ରଖିଥାନ୍ତି।ସ୍ତ୍ରୀ ଘର ସମ୍ଭାଳିବ ଓ ବାହାରେ ସିଏ ଅଲଗା ମଜାରେ ଲିପ୍ତ ରହିବ।ସେ କହିଛନ୍ତି ସେ ଆଉ ତାଙ୍କ ବଏଫ୍ରେଣ୍ଡ୍ ଏହି ସବୁ ଦିନ ପାଳନ୍ତି ନାହିଁ ସେମାନେ କେବଳ ନିଜ ନିଜର ଜନ୍ମଦିନକୁ ସବୁଦିନ ଭାବରେ ପାଳିଥାଆନ୍ତି।

ସେ ଖଣ୍ଡଗିରିରେ ହୋଇଥିବା ଯାତ୍ରା ବିଷୟରେ କହିଛନ୍ତି ଯଦି ସେ ସେଠାକୁ ଯାଇଥାନ୍ତେ ତେବେ ଷ୍ଟେଜ ହଲାଇ ଦେଇଥାନ୍ତେ। ତେବେ ସେ କହିଛନ୍ତି ଏବେ ସେ ନିଜ କାମରେ ବ୍ୟସ୍ତ ଅଛନ୍ତି। ତେଣୁ ଏହି ସବୁ ଦିବସ ପାଳିବା ଟାଇମ ନଥାଏ।ସେ ଆହୁରି ଝିଅ ମାନଙ୍କୁ କହିଛନ୍ତି ଯଦି କୌଣସି ପୁଅ ସହ ନିଜର ଭବିଷ୍ୟତ ଦେଖୁନାହଁ ତେବେ ଖାଲି ଦେହ ସୁଖ ମେଣ୍ଟା-ଇବା ପାଇଁ ଭୁଲ୍ କାମ କର ନାହିଁ।ସେ କାମ କରିବା ପୂର୍ବରୁ ନିଜ ପରିବାର ସମ୍ପ-ର୍କରେ ଭାବ।

Leave a Reply

Your email address will not be published. Required fields are marked *