ସୋମାଲିକାଙ୍କ ବି-ବାଦ ସରିନି, ବିଧ୍ୟାୟକ ବିଜୟ ଶଙ୍କରଙ୍କ ସହ ଆଉ ଜଣେ ଯୁବବତୀଙ୍କ ଅନ୍ତ-ରଙ୍ଗ ଫୋଟୋ ଭାଇରାଲ

ଗୋଟିଏ ବିବାଦ ନଥମୁଣୁ ଆଉ ଏକ ବିବା-ଦରେ ଛନ୍ଦି ହେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଜଣେ ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ଅନ୍ତ-ରଙ୍ଗ ମୁହୁର୍ତ୍ତର ଏକ ଫଟୋ ଏବେ ଭାଇରାଲ ହୋଇଛି। ଫଟୋରେ ଜଣେ ବିଧାୟକଙ୍କ ନିକଟରେ ଜଣେ ଯୁବତୀ ଶୋଇଥିବାର ଦେଖିବାକୁ ମିଳିଛି।

ଏଭଳି ଫଟୋ ଭାଇରାଲ ପରେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ କହିଛନ୍ତି ଯେ ବିଧାୟକ ଏବେ କୃଷ୍ଣ ସାଜିଛନ୍ତି। ଅନେକ ଗୋପୀଙ୍କ ସହ ମଜା ମସ୍ତି କରୁଛନ୍ତି। ବୁଧବାର ଦିନ ଏହି ଫଟୋଟିକୁ ମିଡିଆ ଆଗରେ ସୋମଳିକା ଦେବା ପରେ ଚର୍ଚ୍ଚା ଜୋର ଧରିଛି। ତେବେଫଟୋରେ ଥିବା ଯୁବତୀ ଜଣଙ୍କ କଟକର ହୋଇଥିବା ବେଳେ ସେ ଜଣେ ବିବାହିତ ମହିଳା ଅଟନ୍ତି।

ତାଙ୍କ ସ୍ବାମୀଙ୍କ ଠାରୁ ସେ ଛା-ଡପ-ତ୍ର ନେଇ ସାରିଛନ୍ତି। ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଥିବା ଜଣାପଡ଼ିଛି। ଏ ସମ୍ପ-ର୍କରେ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତି-କ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏ ଫଟୋ କିପରି ଭାଇରାଲ ହେଲା ସେ ସମ୍ପର୍କରେ କିଛି କହି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା କହିଛନ୍ତି ଯେ,”ଆହୁରି ଅନେକ ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ଅନୈ-ତିକ ସ-ମ୍ପର୍କ ରହିଛି। ଏହା ଯଦି ସଠିକ ତ-ଦନ୍ତ ହୁଏ ତାହାଲେ ସତ ପଦାକୁ ଆସିବ। ଏକାଧିକ ମହିଳା ଏବଂ ଯୁବତୀ ବିଧାୟକଙ୍କ ସହ ସମ୍ପ-ର୍କରେ ଅଛନ୍ତି।

ପୂର୍ବରୁ ମୁଁ ଯାହା ଅଭି-ଯୋଗ ଆଣିଥିଲି ତାହା ଧୀରେ ଧୀରେ ପଦାକୁ ଆସୁଛି । ଆଗକୁ ତ-ଦନ୍ତ ହେଲେ ଅନେକ ତଥ୍ୟ ପଦାକୁ ଆସିବ, ବିଧାୟକ ଏବେ କୃଷ୍ଣ ସାଜିଥିବା ବେଳେ ଅନେକ ଗୋପୀଙ୍କ ସହ ମଜା ମସ୍ତି କରୁଛନ୍ତି।”

ତେବେ ବିଜୟଙ୍କ ବାନ୍ଧବୀ ସୋମାଲିକା ଏ-ତଲା ଦେବା ଦିନ ଠାରୁ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଆଜି ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ଯଦି ଆଗକୁ ମଧ୍ୟ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାନଯାଏ ତେବେ ରାଜରାସ୍ତାକୁ ସେ ଓହ୍ଳାଇବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *