ବି-ଧବା ପ୍ରେମିକାଙ୍କ ପାଇଖାନା ଘରୁ ଉ-ଦ୍ଧାର ହେଲା ଯୁବକଙ୍କ ମୃ-ତଦେ-ହ, ପରିବାର ଲୋକେ ଆଣିଲେ ହ-ତ୍ୟା ଅଭି-ଯୋଗ

ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘ-ଟଣା ଘଟୁଛି। ଘଟ-ଣାଗୁଡ଼ିକ ଆମ୍ଭେ ବିଭିନ୍ନ ଜରିଆରୁ ଜାଣିବାକୁ ପାଇଥାଉ।ବର୍ତ୍ତମାନର ଯୁବକ ଯୁବତୀ ପ୍ରେମକୁ ଏକ ଖେଳଘର କରିସାରିଲେଣି।କାରଣ ପ୍ରେମ କରୁଛନ୍ତି ପରେ ମନ ନମିଶିଲେ ହ-ତ୍ୟା ଭଳି ଜଘ-ନ୍ୟ କା-ଣ୍ଡ କରିବା ପାଇଁ ମଧ୍ୟ ପଛାଉନହାନ୍ତି।ଏମିତି ଏକ ଘ-ଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖୋଲିକୋଟର କରଣ ସାହିରେ ଯେଉଁଠି ଜଣେ ବିଧବା ସ୍ତ୍ରୀଙ୍କ ପାଇଖାନା ଘରୁ ମିଳିଛି ଯୁବକଙ୍କ ମୃ-ତଦେ-ହ।

ସୂଚନା ମିଳିଛି କି ଯୁବକ ଜଣଙ୍କ ହେଲେ ନିଲୁ ପ୍ରଧାନ।ସେ ୧ ବର୍ଷ ହେଲା ସେ ଖୋଲିକୋଟର କରଣ ସାହିରେ ରହିଆସୁଥିଲେ।ତେବେ ନିଲୁଙ୍କ ପରିବାର ଲୋକ ତାଙ୍କ ପଡ଼ୋଶୀରେ ରହୁଥିବା ଏକ ବିଧବା ସ୍ତ୍ରୀ ଲୋକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି।ସେମାନେ କହିଛନ୍ତି ଯେ ସେ ହିଁ ମା-ରିଛନ୍ତି ତାଙ୍କ ପୁଅଙ୍କୁ।ତେବେ ସେହି ବିଧବା ମହିଳାଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଲେ କି ସେମାନେ ବହୁତ ନିକଟତର ଥିଲେ।ନିଲୁ ତାଙ୍କୁ ଉପଦେଶ ମଧ୍ୟ ଦେଉଥିଲେ।

ତାଙ୍କୁ ରହିବାରେ ସାହାଯ୍ୟ ମଧ୍ୟ କରୁଥିଲେ।ପିଲାମାନଙ୍କ କଥା ମଧ୍ୟ ବୁଝୁଥିଲେ।ସ୍ତ୍ରୀ ଲୋକ ଜଣଙ୍କ କହିଥିଲେ କି ସେ ଏହି ମାର୍ଚ୍ଚକୁ ପିଲାଙ୍କ ପାଠ ସରିଲେ ପଳାଇଯିବେ ବୋଲି।ଆଉ ଏହି କଥାଟି ନିଲୁଙ୍କୁ ଭଲ ଲାଗିନଥିଲା। ଏତିକି କଥା ଆଉ କିଛି କଥା ନୁହେଁ। କିନ୍ତୁ ନିଲୁଙ୍କ ଭଉଣୀଙ୍କ କହିବା କଥା ଯେ ସେହି ବିଧବା ସ୍ତ୍ରୀ ଲୋକ ଜଣଙ୍କ ନିଲୁଙ୍କୁ ଧମ-କାଇ କହିଥିଲେ କି ତାଙ୍କ ଭଉଣୀ ଏବଂ ମାଆ ଯେପରି ସେଠିକି ନ ଆସିବେ।

ସେମାନେ ଆସିଲେ ସେ ନିଲୁଙ୍କୁ ଜୀବନରୁ ମା-ରିଦେବେ ବୋଲି।ସେଥିପାଇଁ ନିଲୁ ତାଙ୍କ ଭଉଣୀ ଏବଂ ମାଆଙ୍କୁ ଏଠିକି ଆସିବ ପାଇଁ ଦେଉନଥିଲେ।ସେ ଆହୁରି ଅଭି-ଯୋଗ କରିଛନ୍ତି କି କୁଆଡେ଼ ସେହି ସ୍ତ୍ରୀ ଲୋକ ଜଣଙ୍କ ପାଇଁ ତାଙ୍କ ଭାଇ ଚାକିରି କରିପାରିଲେ ନାହିଁ।ସେହି ସ୍ତ୍ରୀ ଲୋକ ହିଁ ତାଙ୍କ ଭାଇକୁ ମା-ରିଛି ମେମିତି କଥା କହି ମାଆ ଏବଂ ଭଉଣୀ କା-ନ୍ଦୁଛନ୍ତି।ତେବେ ଦେଖିବା ପାଇଁ ବାକି ରହିଲା ପୋ-ଲିସ୍ ଘଟ-ଣାର କିପରି ତ-ଦନ୍ତ କରୁଛି।

Leave a Reply

Your email address will not be published. Required fields are marked *