ପିଣ୍ଟୁ ନନ୍ଦଙ୍କ ଚିକତ୍ସା ପାଇଁ ଅର୍ଦ୍ଧେନ୍ଦୁ ଦେଲେ ୧୦ ଲକ୍ଷ ଟଙ୍କା

ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଅନେକ ଲୋକ ମାନେ ଖେଳ ଛଡା ଅଭିନୟ କ୍ଷେତ୍ରରେ ମଧ୍ୟ ଲୋକମାନେ ରୁଛି ରଖୁଥିବା ଦେଖିବାକୁ ମିଳୁଛି। ଲୋକମାନେ ଖେଳ ସାଙ୍ଗକୁ ସମସ୍ତ କ୍ଷେତ୍ରରେ ରୁଚି ରଖିବା ପାଇଁ ଇଚ୍ଛା କରୁଛନ୍ତି।ଯାହା ପାଇଁ ଏବେ ଲୋକମାନେ ଅଧିକ ସମୟ ସୋସିଆଲ ମିଡିଆରେ ସକ୍ରିୟ ରହିବ ସହ କଳା କ୍ଷେତ୍ରରେ ଅଧିକ ମନ ନିବେଶ କରିଛନ୍ତି।

ବନ୍ଧୁଗଣ ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଅଛି । ଯାହା ପାଇଁ ଏବେ ଆଉ ଏକ ଦୁଃଖର ଖବର ଆଣି ଦେଉଛି । ଯିଏ ଦିନେ ସୁନ୍ଦର ଅଭିନୟରେ ଲୋକଙ୍କୁ ହସେଇ ଦେଉଥିଲେ ସେ ଆଜି ମେଡ଼ିସିନ ଖାଇ କି ବଞ୍ଚୁଛି । ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ଭାଇରାଲ ହେଉଛି ପିଣ୍ଟୁ ନନ୍ଦଙ୍କୁ ସେଥିରେ ଦେଖିଲେ ଜଣା ପଡୁଛି କି ତାଙ୍କ ଦେହ କେତେ ଅସୁସ୍ଥ ।

ଦେହ ଏତେ ଅସୁସ୍ଥ ଯେ ପିଣ୍ଟୁ ନନ୍ଦଙ୍କୁ ଏବେ ଦିଲ୍ଲୀରେ ଚିକିତ୍ସା ନିହାତି ଆବଶ୍ୟକ । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହେବା ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପିଣ୍ଟୁଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଲୋକ ବିଭିନ୍ନ ମତ ରଖୁଛନ୍ତି ଏବଂ ସାହାଯ୍ୟର ହାତ ବଢାଉଛନ୍ତି । ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପିଣ୍ଟୁ ନନ୍ଦ ପ୍ରସ୍ତୁତ ହେଉଥିବା ବେଳେ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ କରିବାରେ ମଧ୍ୟ ଲାଗି ପଡିଛନ୍ତି ।

ପିନ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ବସ୍ତା ଖରାପ ଥିବାରୁ ସେ ସମସ୍ତଙ୍କୁ ସାହାଯ୍ୟ ପାଇଁ କିଛି ଆର୍ଥିକ ସହାୟତାର ହାତ ବଢ଼ାଉଛନ୍ତି।ଏହା ପାଇଁ ତାଙ୍କୁ ଅନେକ ତରଫରୁ ସହାୟତାର ହାତ ବଢ଼ଉଛନ୍ତି ଏବଂ ତାଙ୍କୁ ଅନେକ କଳାକାର ସାହାଯ୍ୟ କରୁଛନ୍ତି ।ତାଙ୍କୁ ସାହାଯ୍ୟ ପାଇଁ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ସହ ଅଭିନେତା ଅର୍ଧେନ୍ଦୁ ମିଶ୍ର ସହାୟତାର ହାତ ବଢ଼ାଇଛନ୍ତି ଏବଂ ସେ ୧୦ ଲକ୍ଷ ତାଙ୍କର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *