ପ୍ରେମିକ ପାଖକୁ ଆସିଥିଲା ପ୍ରେମିକା ,ଅସଂ-ଯତ ଅବସ୍ଥାରେ ଧରିଲେ ବସ୍ତି ଲୋକ ଆଉ ତା ପରେ..

ବନ୍ଧୁଗଣ ନିକଟରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା । ଯାହାକୁ ନେଇ ଆପଣଙ୍କ ମନ ବି ଦୁଃ-ଖ ହୋଯିବ । ଜଣେ ଯୁବତୀଙ୍କୁ ଏକ ଖୁଣ୍ଟରେ ବାନ୍ଧି ମା-ଡ଼ ମା-ରୁଥିବା ଭିଡିଓ ବର୍ତ୍ତମାନ ଖୁବ୍ ଭାଇରଲ ହେଉଛି । ଆଉ ଏହି ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟ-ଣାର ଭାଇରାଲ ଭିଡିଓ ଆଧାରରେ ତ-ଦନ୍ତ କରୁଛି ପୋ-ଲିସ ।

ତେବେ ବନ୍ଧୁଗଣ ରାଜଧାନୀର ମଞ୍ଚେଶ୍ୱରର ଏ ହେଉଛି ଘ-ଟଣା । ଜଣେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମା-ଡ଼ । ପୋଲି-ସକୁ ମିଳିଥିବା ଖବର ମୁତାବକ ସୋମବାର ସନ୍ଧ୍ୟାରେ ପୁରୁଷ ବଂଧୁ ପାଖକୁ ଆସିଥିଲେ ଯୁବତୀ । ଏକଥା ଜାଣିବା ପରେ କଲୋନୀର ମହିଳାମାନେ ଏକଜୁଟ ହୋଇ ଯୁବତୀଙ୍କୁ କାବୁ କରିବା ସହ ହାତ ଗୋଡ଼ ବାନ୍ଧି ମା-ଡ଼ ମା-ରିଥିଲେ । ଖବର ପାଇ ମଞ୍ଚେଶ୍ୱର ଥା-ନା ପୋ-ଲିସ ପହଂଚି ଯୁବତୀଙ୍କୁ ଉ-ଦ୍ଧାର କରିଛନ୍ତି । ଏଭଳି ଘ-ଟଣା ମଞ୍ଚେଶ୍ୱର ଲେପର୍ସି କଲୋନୀରେ ଦେଖିବାକୁ ମିଳିଥିବା ବେଳେ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଉ-ଦ୍ଧାର କରିଛି ।

୪ ରୁ ୫ ଜଣଙ୍କ ନାଁ ରେ ମାମ-ଲା ରୁ-ଜୁ କରାଯାଇଛି । ଆଜି ପୁଣି ଥରେ ଲେ୍ପର୍ଶି କଲୋନୀକୁ ଯାଇ ଲୋକଙ୍କୁ ପଚରା ଉଚରା କରିବ ପୋ-ଲିସ । ଗତକାଲି ଯୁବତୀଙ୍କ ଡାକ୍ତରୀ ମଇନା କରିଥିଲା ପୋ-ଲିସ । ଆଜି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କର ବ-ୟାନ ରେ-କର୍ଡ ହେବ ବୋଲି କୁହାଯାଉଛି । କଲୋନୀ ବାସିନ୍ଦା ରାତି ସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ପୋ-ଲିସ ପ୍ରାଥମିକ ତଦ-ନ୍ତରୁ ଜାଣିବାକୁ ପାଇଛି।

ସୂଚନା ଅନୁଯାଇ ଉକ୍ତ କଲୋନୀର ଜଣେ ଯୁବକଙ୍କ ଶହ ମିଳା ମିଶା ନକରିବା ପାଇଁ ଯୁବତୀଙ୍କୁ କଲୋନୀ ବାସିନ୍ଦା ବାରଣ କରିଥିଲେ । ହେଲେ ଯୁବତୀ ଏହାକୁ ନମାନି ନିୟମିତ ଭାବେ ଯୁବକଙ୍କ ପାଖକୁ ଯିବା ଆସିବା କରୁଥିଲେ । ଏଥିପାଇଁ କଲୋନୀ ବାସିନ୍ଦା ଏକଜୁଟ ହୋଇ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦ-ଣ୍ଡ ଦେଇଥିଲେ । ସୂଚନା ପାଇ ଘ-ଟଣା ସ୍ଥଳରେ ପୋ-ଲିସ ପହଁଚି ଯୁବତୀଙ୍କୁ ଉ-ଦ୍ଧାର କରିବା ସହ ନିଜ ଆଡୁ ମାମ-ଲା ରୁଜୁ କରି ତ-ଦନ୍ତ କରିଥିଲା ।

Leave a Reply

Your email address will not be published. Required fields are marked *