ଗୋପାଳ ଦାସଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା କାରବାରର ଏସବୁ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରି ହ-ତ୍ୟା କରିଥିବା ପୋ-ଲିସ ଏ-ଏସ-ଆଇ ଗୋପାଳ କୃଷ୍ଣ ଦାସଙ୍କ ବିଷୟରେ କ୍ରାଇମ୍ ବ୍ରାଞ୍ଚ ଜୋରସୋର୍ ରେ ତ-ଦନ୍ତ ଆରମ୍ଭ କରିଛନ୍ତି । ଗୋପାଳ କୃଷ୍ଣ ଦାସଙ୍କ ସ୍ତ୍ରୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ କ୍ରାଇମ୍ ବ୍ରାଞ୍ଚ ଜିନିଷ ପତ୍ର ସବୁ ଯାଞ୍ଚ କରିଛନ୍ତି । ବ୍ୟାଙ୍କ ଖାତା ନେଇ ସବୁ ଚେକ୍ କରିଥିଲେ । ଗୋପାଳଙ୍କ ପତ୍ନୀଙ୍କର ହିଁ ବ୍ୟାଙ୍କ ଖାତା ଅଛି ଆଉ ତାଙ୍କ ଝିଅଙ୍କୁ ବୟସ ହୋଇନାହିଁ ତେଣୁ ତାଙ୍କର ବ୍ୟାଙ୍କ ଖାତା ନାହିଁ । ଏକାଉଣ୍ଟ୍ କେବଳ ତାଙ୍କ ସ୍ତ୍ରୀଙ୍କର ହିଁ ରହିଛି ।

ବ୍ୟାଙ୍କ ଖାତା ଦେଖିବା ପରେ ବ୍ୟାଙ୍କଙ୍କୁ ମଧ୍ୟ ଯାଇ ସବୁ ଯାଞ୍ଚ କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍ । ତେର ବର୍ଷ ତଳେ ଘର କରିବା ପାଇଁ ଲୋନ କରିଥିଲେ ତାହା ମଧ୍ଯ ଦେଖିଥିଲେ । ଆଉ ତିନି ଚାରି ବର୍ଷ ତଳେ ଘରର ଉପର ଘର ଦୁଇଟି କରା ଯାଇଥିଲା ବୋଲି ସେଥିପାଇଁ ମଧ୍ୟ ଲୋନ କରିଥିଲେ ଗୋପାଳ ।

ତାଙ୍କ ଆକାଉଣ୍ଟକୁ ମାସକୁ ମାସ କେତେବେଳେ କୋଡ଼ିଏ ହଜାର ଟଙ୍କା ଆଉ କେତେବେଳେ ୨୫ ହଜାର ଟଙ୍କା ଏବଂ ମଝିରେ ମଝିରେ ହଜାର କି ଦୁଇ ହଜାର ଟଙ୍କା ଏମିତି ଆସିଛି । ଆଉ ସେ ତାଙ୍କ ସ୍ଵାମୀ ଗୋପାଳ କୃଷ୍ଣ ଦାସଙ୍କ ସହିତ ଦେଖା ହୋଇ ନାହାନ୍ତି କି ଆଉ କିଛି କଥା ମଧ୍ୟ ହୋଇ ପାରୁ ନାହାଁନ୍ତି କିନ୍ତୁ ସେ କଥା ହେବାକୁ ଚାହୁଁଛନ୍ତି । ତ-ଦନ୍ତ ବର୍ତ୍ତମାନ ଏହି ଘ-ଟଣା ଉପରେ ଚାଲିଛି । ଗୋପାଳଙ୍କର ପରୀକ୍ଷା ମଧ୍ୟ କରାଯାଉଛି ।

ତେଣୁ ଏ ବିଷୟରେ ଗୋପାଳଙ୍କ ପତ୍ନୀ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି । କିନ୍ତୁ ଯାହା ସତ ତାହା ବାହାରକୁ ଆସୁ । କ୍ରାଇମବ୍ରାଞ୍ଚ ଆସି ଶାନ୍ତ ଭାବରେ ଯା-ଞ୍ଚ କରି ଯାଇଛନ୍ତି । କ୍ରାଇମବ୍ରାଞ୍ଚଙ୍କୁ ଗୋପାଳଙ୍କ ସ୍ତ୍ରୀ ପୁରା ସ-ପୋର୍ଟ କରୁଛନ୍ତି । ଗୋପାଳଙ୍କ ପାଖରେ ଯେଉଁ କାର ଥିଲା ତାହା ସେ ସେକେଣ୍ଡ ହ୍ୟାଣ୍ଡ କିଣି ଥିଲେ । କିନ୍ତୁ କେତେ ଟଙ୍କା ଦେଇ ଆଣିଥିଲେ ସେ ବିଷୟରେ ତାଙ୍କ ସ୍ତ୍ରୀ କିଛି ଜାଣି ନାହାନ୍ତି । ସେ ନିୟୁଜରେ ଶୁଣି ଜାଣିଲେ ଯେ ୫୦ ହଜାର ଦେଇଥିଲେ ଆଉ ୫୦ ଦେବାକୁ ବାକି ଥିଲା ।ଏହି ଘଟ-ଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲରୁ ଅନ୍ୟ ଜଣଙ୍କ ମୋବାଇଲକୁ ଘୁରି ବୁଲୁଛି ।

Leave a Reply

Your email address will not be published. Required fields are marked *