ନିଜ ଝିଅ ବୟସର ଯୁବତୀଙ୍କ ବିବାହ କଲେ..୬ଟି ଛୁଆର ବାପା ହୋଇ ୨୪ ବର୍ଷୀୟା କନ୍ୟାକୁ ବିବାହ କଲେ ୬୩ ବର୍ଷୀୟ ବୃଦ୍ଧ..

ବେଳେବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମ-ୟ ଜନକ ଅଟେ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ହଁ ଆଜ୍ଞା ବର ୬୩କୁ କନିଆ ୨୪।ହେଲା ବିବାହ,ନେଲେ ସାତ ଫେରା। ଉପସ୍ଥିତ ଥିଲେ ପରିବାର ଲୋକେ। ଏପରିକି ଭୋଜିରେ ଉପସ୍ଥିତ ଥିଲେ ବୃଦ୍ଧଙ୍କ ୬ଝିଅ।DJ ବଜାଇ, ବାଣ ଫୁଟାଇ,ରୋଷୋନି କରି କନିଆ ବେକରେ ମାଳ ପିନ୍ଧାଇ ବିବାହ କଲେ ୬୩ବର୍ଷୀୟ ବୃଦ୍ଧ।ଯେଉଁ ବୟସରେ ନାତି ନାତୁଣୀ ଖେଳାଇବା କଥା ସେ ବୟସରେ ଅଗ୍ନିକୁ ସାକ୍ଷୀ ରାଖୀ ବିବାହ କରିଛନ୍ତି ଜଣେ ୬୩ ବର୍ଷୀୟ ବୃଦ୍ଧ।

ପାରାବଂଖିର ଏହି ଖବରକୁ ନେଇ ସବୁଆଡେ ଚର୍ଚ୍ଚା। ଏଠାରେ ଜଣେ ୬୩ବର୍ଷୀୟ ବୃଦ୍ଧ ଜଣେ ୨୪ବର୍ଷର ଝିଅକୁ ବିବାହ କରିଛନ୍ତି।କଥାଟି ମି-ଛ ଲାଗୁଥିଲେ ମଧ୍ୟ ସତ ଅଟେ।ଏପରିକି ସେ ବୃଧଙ୍କର ୬ଟି ଝିଅ ମଧ୍ୟ ରହିଛି।ତାଙ୍କ ପତ୍ନୀ ମ-ରି ଯାଇଥିବାରୁ ସେ ନିଜକୁ ବହୁତ୍ ଏକୁଟିଆ ମନେ କରୁଥିଲେ।ଯାହାକି ଅନେକ ସମୟରେ ବି-ରକ୍ତି କରୁଥିଲା।ଆଉ ସେଥିପାଇଁ ସେ ପୁନର୍ବାର ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।

ତେବେ ଏହି ଖବର ପ୍ରଘଟ ହେବା ପରେ ସମଗ୍ର ଜିଲ୍ଲାରେ ଆଲୋଚନା ହେଉଛି।ଘ-ଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।ନାଗଛେଦ ନାମକ ଜଣେ ୬୩ବର୍ଷୀୟ ବୃଦ୍ଧ ରଞ୍ଚିର ନନ୍ଦିନୀ ନାମକ ଜଣେ ଝିଅକୁ,ଯାହାର ବୟସ ମାତ୍ର ୨୪ ବର୍ଷର ଝିଅକୁ ବିବାହ କରିଛନ୍ତି।ତାଙ୍କର ପ୍ରଥମ ପତ୍ନୀଙ୍କ ମୃ-ତ୍ୟୁ ପରେ ସେ ନିଜକୁ ଏକୁଟିଆ ମନେ କରୁଥିଲେ।

Leave a Reply

Your email address will not be published. Required fields are marked *