29 ଆଗରୁ ଯଦି ମୁଁ ମା-ରିଥାନ୍ତି, ମୁଁ ମ-ରି ଯାଇଥାନ୍ତି, ସେଥିପାଇଁ ଲାଗିଗଲା 4 ମାସ

ମନ୍ତ୍ରୀ ନବ ଦାସ ହ-ତ୍ୟାକା-ଣ୍ଡ ମାମ-ଲାରେ ଅଭି-ଯୁକ୍ତ ଗୋପାଳକୁ ପୁଣି 4 ଦିନିଆ ରିମା-ଣ୍ଡରେ ଆଣି ପଚ-ରାଉ-ଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ଆଜି ଦ୍ବିତୀୟ ରିମା-ଣ୍ଡର ତୃତୀୟ ଦିନ ହୋଇଥିବାରୁ ଆଜି ମଧ୍ୟ ଅଭି-ଯୁକ୍ତ ଗୋପାଳ ମୁହଁରୁ ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଟିମ୍‌।

ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାରେ ଅଭି-ଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରି-ମାଣ୍ଡ ଅବଧି ରବିବାର ଠାରୁ ଆରମ୍ଭ ହୋଇଛି। ଗୋପାଳର ମ-ର୍ଡର ପ୍ଲାନ ବିଷୟରେ ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ରହିଛି। ମନ୍ତ୍ରୀଙ୍କୁ ହ-ତ୍ୟା କରିବା ପାଇଁ ଗୋପାଳ 4 ମାସ ଧରି ସୁଯୋଗ ଖୋଜୁଥିଲା ବୋଲି ଜେ-ରା ସମୟରେ କହିଥିବା ନେଇ ଚର୍ଚ୍ଚା ହେଇଛି।

ଏହି ହ-ତ୍ୟାକା-ଣ୍ଡର ରହସ୍ୟ ଉନ୍ମୋଚନ କରିବା ନେଇ ବ୍ୟବସାୟିକ ଏବଂ ରାଜନୈତିକ ଦିଗ ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ତ-ଦନ୍ତ ଆରମ୍ଭ କରିଛି। ନବ ଦାସଙ୍କ ହ-ତ୍ୟାକା-ଣ୍ଡ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ତ-ଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ।

ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଜୟ କୁମାର ସ୍ବାଇଁଙ୍କ ସମେତ 5 ଜଣ ବିଶେଷଜ୍ଞ ଝାରସୁଗୁଡାରେ ପହଞ୍ଚି ଅଭି-ଯୁକ୍ତ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିଥିଲେ। ଏଲଭିଏ ରି-ପୋର୍ଟ ଆସିବା ପରେ ଗୋପାଳ କେତେ ସତ କହିଛନ୍ତି ତାହା ସ୍ପଷ୍ଟ ହେବ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ 4 ମାସ ଧରି ସୁଯୋଗ ଖୋଜୁଥିଲା ଗୋପାଳ । ଜନସଭାରେ ମଧ୍ୟ ଦୁଇଥର ଉଦ୍ୟମ କରିଥିବା ନେଇ କହିଥିବା ଚର୍ଚ୍ଚା ହେଇଛି । ତେବ ଅନ୍ୟ ସୂଚନା ଅନୁସାରେ ମନ୍ତ୍ରୀଙ୍କ ଆଖପାଖରେ ଡ୍ୟୁଟି ନଥିଲେ ମଧ୍ୟ ଘୁରି ବୁଲୁଥିଲେ ଗୋପାଳ।

ସେତେବେଳେ କିନ୍ତୁ ଗୋପାଳଙ୍କ ବ୍ୟବହାର ସ୍ବାଭାବିକ ଥିଲା। ସେପ୍ଚେମ୍ବର 18 ତାରିଖ ଦିନ ନୂଆଖାଇ ବେଳେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଗୋପାଳଙ୍କ ଡ୍ୟୁଟି ପଡିଥିଲା। ଆଉ ସେ ମଧ୍ୟ ଡ୍ୟୁଟି କରୁଥିଲେ। କିନ୍ତୁ ବୋଧହୁଏ କ୍ଲୋଜ ରେ-ଞ୍ଜରେ ଗୁ-ଳି କରିବାକୁ ଗୋପାଳ ସୁଯୋଗ ପାଇନଥିଲେ।

Leave a Reply

Your email address will not be published. Required fields are marked *