ରିସେପ୍ସନ ପାର୍ଟିରେ ନିଜ ବାପାଙ୍କୁ ଦେଖି ଇମୋସନାଲ ହେଇ କା-ନ୍ଦି ପକେଇଲେ ମି ପୁଚ ପୁଚ।

ବର୍ତମାନ ସମୟର ଲୋକମାନେ ପୁଅ ହଉ କିମ୍ବା ଝିଅ ହେଉ ସେମାନେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ଦେଖିବାକୁ ମିଳୁଛି। କାରଣ ସେମାନେ ଏବେ ଅନେକ ପ୍ରକାର ଭିଡ଼ିଓ ଏବଂ ସର୍ଟ ଭିଡ଼ିଓ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।ଏହାକୁ ଲୋକମାନେ ଯେତେବେଳେ ଦେଖୁଛନ୍ତି ସେମାନେ ତାହାକୁ ପସନ୍ଦ କରିବାରେ ଲାଗୁଛନ୍ତି।ଯାହାପାଇଁ ସେମାନେ ଅନେକରୁ ଅନେକ ଭିଡ଼ିଓ କରିବାରେ ଲାଗୁଛନ୍ତି ।

ଆପଣମାନେ ଜାଣିଥିବେ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ପ୍ରଭାବିତ କରୁଥିବା ଭିଡ଼ିଓ ଯେଉଁଥିରେ ଜଣେ ମହିଳା ଇନ୍ଷ୍ଟାଗ୍ରାମର ବ୍ୟବହାର ଦ୍ଵାରା ଫିଲ୍ଟର ମାଧ୍ୟମରେ ନିଜର ମୁହଁକୁ ବଡ଼ କରି ଭିଡିଓ କରିଥିଲେ। ଯେଉଁଠି ସେ ଅନେକ ପ୍ରକାର କଥା କହୁଥିଲେ ଯାହାକୁ ଲୋକମାନେ ବହୁଳ ମାତ୍ରାରେ ଦେଖୁଥିଲେ ଏବଂ ଏହା ପାଇଁ ସେ ଲୋକପ୍ରିୟ ହୋଇପାରିଥିଲେ।

ବର୍ତମାନ ସେହି ମହିଳାଙ୍କ ଆଉ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ତାଙ୍କୁ ବଧୂ ବେଶରେ ଦେଖିବାକୁ ମିଳିଛି କାରଣ ସେ ନିକଟରେ ବାହା ହୋଇଛନ୍ତି ଏବଂ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ସେ ଆଉ କେହି ନୁହେଁ ଆପଣକଂ ପ୍ରିୟ ମେ ପୁଚ ପୂଚ ଯିଏ ଇନ୍ଷ୍ଟା ମାଧ୍ୟମରେ ନିଜ ମୁହଁକୁ ବଡ଼ ବଡ଼ କରି ଭିଡିଓ କରୁଥିଲେ।

ଏହି ଭିଡିଓ ଦ୍ଵାରା ସେ ସମସ୍ତଙ୍କ ଲୋକପ୍ରିୟ ହୋଇ ପାରିଥିଲେ ।ନିକଟରେ ତାଙ୍କର ବିବାହ ସ-ମ୍ପର୍ନ୍ନ ହୋଇଛି ଏବଂ ଏହି ବାହାଘରରେ ତାଙ୍କର ପରିବାର ଲୋକ ସାମିଲ ହୋଇଥିଲେ ଏବଂ ସମସ୍ତଙ୍କ ଇଛାନୁସାରେ ତାଙ୍କର ବିବାହ ସମ୍ପ-ର୍ନ୍ନ ହୋଇଛି। କିନ୍ତୁ ସେ ଭିଡିଓରେ କା-ନ୍ଦୁଥିବାର ଦେଖିବାକୁ ମିଳିଛି କାରଣ ତାଙ୍କର ରିସେ-ପ୍ସନ ପାର୍ଟିରେ ତାଙ୍କ ବାପା ଯୋଗ ଦେଇଥିଲେ ଯାହାଦ୍ଵାରା ସେ ଭାବ ବିହ୍ୱଳ ହୋଇ କା-ନ୍ଦି ପକାଇଥିଲେ।

Leave a Reply

Your email address will not be published. Required fields are marked *