ମୋ ଶ୍ୱଶୂର ଆସି ପଛପଟୁ ହଳୁଆ ପାଞ୍ଚଣରେ ପି-ଟୁଛନ୍ତି ଆଉ କହୁଛନ୍ତି ତୋ ଡ୍ୟାସ୍‌କୁ କା-ଟି ଦେବି

ଅଗ୍ନିଶମ ବିଭାଗରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଉପରେ ଅଭି-ଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଥା-ନାରେ ଅଭି-ଯୋଗ କରିବା ସହ ସେ କହିଛନ୍ତି ଯେ ସ୍ୱାମୀ ଅଗ୍ନିଶମ ବିଭାଗରେ କାମ କଲେ କଣ ହେବ ନିଜ ଘରର ନିଆଁ ତ ଲିଭାଇ ପାରୁନାହାନ୍ତି।

ଏହାସହ ସହ ଶଶୁର, ଶାଶୂ ଏବଂ ସ୍ୱାମୀ ନାମରେ ଯୌ-ତୁକ ଅଭି-ଯୋଗ କରି ମହିଳା ଥା-ନାର ଦ୍ୱାରସ୍ଥ ହେଇଛନ୍ତି ଉକ୍ତ ମହିଳା। ସୂଚନା ଅନୁସାରେ ମହିଳା ଜଣକ ଅଭି-ଯୋଗ କରି କହିଛନ୍ତି ଯେ,” ମୋର ନାମ ମଞ୍ଜୁଲତା ବେହେରା ଏବଂ ମୋ ସ୍ୱାମୀଙ୍କ ନାମ କାହ୍ନୁ ଚରଣ ମାହାଳି।

ମୁଁ ଭୁବନେଶ୍ୱରର ପଟିଆରେ ରହେ। ମୋ ଉପରେ ଅସହ୍ୟ ନିର୍ଯା-ତନା ହେବାରୁ ମୁଁ ଆସି ମହିଳା ଥା-ନାରେ ଅଭି-ଯୋଗ କରିଛି। ବିବାହର 6 ବର୍ଷ ପରେ ମଧ୍ୟ ମତେ ଯୌ-ତୁକ ପାଇଁ ମା-ରପି-ଟ କରୁଛନ୍ତି। କିଛି ନା କିଛି କଥାରେ ଝ-ଗଡା କରି ମା-ଡ଼ ମା-ରିବାକୁ ଚାଲି ଆସୁଛନ୍ତି।

ସ୍ୱାମୀ ଅଗ୍ନିବିଭାଗରେ କାମ କଲେ କଣ ହେଲା, ନିଜ ଘରର ନିଆଁ ତ ଲିଭୁନି। ଶାଶୂ ଶଶୁର ମତେ ଅସଭ୍ୟ ଭାଷାରେ ଗା-ଳି କରୁଛନ୍ତି। ଶଶୁର ମତେ ହଳୁଆ ପାଞ୍ଚଣରେ ମା-ରୁଛନ୍ତି। ମୋ ଶାଶୂ ମତେ ଅନେକ ଅ-ଶ୍ଲୀଳ କଥା କହି ମତେ ବଦ-ନାମ କରୁଛନ୍ତି।

ମୁଁ ଯେତେଥର ଝ-ଗଡା ପରେ ନିଜ ବାପ ଘରକୁ ଚାଲିଯାଏ, ମତେ ସେତେଥର ସେଠାରେ ଭଲ କଥାବାର୍ତା କରି ନେଇ ଆସନ୍ତି। ଆଉ ତାପରେ ପୁଣି ସେହି ଝ-ଗଡା ଆରମ୍ଭ ହୋଇଯାଏ। ଶେଷକୁ ଯୌ-ତୁକ ନାମରେ ମୋ ବାପାଙ୍କ ପେନ୍ସନ ଉପରେ ମଧ୍ୟ ମୋ ସ୍ୱାମୀ ଆଖି ପକାଇଲେ। ଏସବୁ ଆଉ ସହି ହେଲା ନାହିଁ ଆଉ ଆଜି ମୁଁ ଥା-ନାର ଦ୍ୱାରସ୍ଥ ହୋଇଛି।”

Leave a Reply

Your email address will not be published. Required fields are marked *