ମୋ ଠାରୁ ସୁଖ ସରିଗଲା ସେପଟେ ଆଉ ଗୋଟେ ବାହା ହୋଇ ଦେ-ହ ବେପାର କଲା

ମତେ ସବୁଠାରୁ ସୁନ୍ଦରୀ ବୋଲି କହୁଥିଲା। ଆଉ ବିବାହ ମଧ୍ୟ କଲା। ଆମର ଏକ ଛୋଟ ଝିଅଟିଏ ମଧ୍ୟ ଅଛି। କିନ୍ତୁ ମୁଁ ଏବେ ଜାଣିବାକୁ ପାଉଛି ଯେ ସେ ଆଉ ଗୋଟେ ସ୍ତ୍ରୀ ରଖିଛି। ଆଉ ଅନ୍ୟ ଝିଅଙ୍କୁ ନେଇ ଦେ-ହ ବ୍ୟବସାୟ ମଧ୍ୟ କରୁଛି। ଏପରି ସ୍ୱାମୀର ହାତ ଧରି ମୁଁ ବ-ର୍ବାଦ ହୋଇଗଲି।

ତେବେ ଏପରି ଅଭି-ଯୋଗ ଆଣି ମହିଳା ଜଣକ ପହଁଞ୍ଚିଛନ୍ତି ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷା କାର୍ଯ୍ୟାଳୟରେ। ତେବେ ସୂଚନା ଅନୁସାରେ ପ୍ରଥମ ପତ୍ନୀ ସୁରୋଜିକାଙ୍କ ଅଭି-ଯୋଗ ମୁତାବକ 12 ବର୍ଷ ପୂର୍ବରେ କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳର ଶ୍ରୀମନ୍ତ କୁମାର ସାହୁଙ୍କ ସହ ତାଙ୍କର ବିବାହ ହୋଇଥିଲା।

କିନ୍ତୁ ପାରିବାରିକ କ-ଳହ କାରଣରୁ ସେ ନିଜ ପରିବାରଠାରୁ ଅଲଗା ହୋଇ ଯାଜପୁର ରୋଡ଼ ସ୍ଥିତ ଏକ ଭଡାଘରେ ରହୁଥିଲେ। କିନ୍ତୁ ତାପରେ ପ୍ରାୟ ସମୟ ଶ୍ରୀମନ୍ତ ମ-ଦ୍ୟପା-ନ କରି ଘରକୁ ଫେରନ୍ତି ଏବଂ ସ୍ତ୍ରୀ,ପିଲାକୁ ନିର୍ଯା-ତନା ଦେବା ସହ ମା-ରପି-ଟ ମଧ୍ୟ କରନ୍ତି।

ତେବେ ନିର୍ଯା-ତନା ଅସହ୍ୟ ହେବାରୁ ମହିଳା ଜଣକ ଯାଜପୁର ରୋଡ଼ ସ୍ଥିତ ଆଦର୍ଶ ଥା-ନାରେ ଏତ-ଲା ଦେଇଥିଲେ। ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ସ୍ୱାମୀ ଆଉ ଏକ ବିବାହ କରିଛନ୍ତି। ଆଉ ସେହି ପର ମହିଳାଙ୍କୁ ନେଇ ସେ କହ୍ନେଇପୁର ଶିବ ମନ୍ଦିର ନିକଟସ୍ଥ ଏକ ଭଡାଘରେ ରହୁଥିବା ସହ ଦେହ ବ୍ୟବସାୟ ଚଳାଉଥିବା ନେଇ ଅଭି-ଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ତେବେ ଆଦର୍ଶ ଥା-ନାରୁ କୌଣସି ପ୍ରତି-କ୍ରିୟା ନମିଳିବାରୁ ବାଧ୍ୟ ହୋଇ ମହିଳା ଜଣକ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷା କାର୍ଯ୍ୟାଳୟରେ ଅଭି-ଯୋଗ କରି ନ୍ୟା-ୟ ପାଇଁ ଭିକ ମାଗିଛନ୍ତି।

Leave a Reply

Your email address will not be published. Required fields are marked *