ଏହି ବାଇକରେ ଫେ-ରାର ହୋଇଥାନ୍ତା ଗୋପାଳ….

ବେଳେବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟ-ଣା ଘଟିଯାଇଛି ଓଡ଼ିଶାରେ।

ଗାନ୍ଧୀଙ୍କ ଠାରୁ ଆରମ୍ଭ ହେଇଥିବା ପରମ୍ପରା ଆଜି ପହଞ୍ଚିଛି ନବଦାସଙ୍କ ଠାରେ।ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପର-ଲୋକ ଘଟିଛି।କିଶୋର ଦାସ ପୋ-ଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁ-ଳିମା-ଡ଼ର ଶି-କାର ହୋଇଛନ୍ତି ନବ ଦାସ।ନବ ଦାସ୍ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ।

କେତେବେଳେ ଗୋପାଳର ହାତଲେଖା ଚିଠି ତ ଆଉ କେତେବେଳେ ଗୋପାଳର କାର।ଏବେ ଗୋପାଳର ବାଇକ୍ ସାମ୍ନାକୁ ଆସିଛି ଶୁଣାଯାଉଛି ଗୁ-ଳିକା-ଣ୍ଡ ପରେ ଗୋପାଳ ଏହି ବାଇକରେ ଫେ-ରାର ହୋଇଥାନ୍ତେ।ହଁ ଆଜ୍ଞା ଗୁ-ଳିକା-ଣ୍ଡ ପରେ ଖସିଯିବାକୁ ଚେଷ୍ଟା କରିଥିଲେ ଗୋପାଳ କିନ୍ତୁ ତାଙ୍କୁ କାବୁ କରାଯାଇଥିଲା।

ଶୁଣାଯାଉଛି କାଳେ ଗୁ-ଳିକା-ଣ୍ଡ ପରେ ସେ ସେହି ବାଇକରେ ଚ-ମ୍ପଟ୍ ମା-ରିଥାନ୍ତେ।ଆପଣମାନେ ଜନିତଚନ୍ତି କ୍ରାଇମ୍ ବ୍ରାଞ୍ଚ କିଭଳି ଭାବେ ତ-ଦନ୍ତ କରେ।କିନ୍ତୁ ହ-ତ୍ୟାକା-ଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।କିନ୍ତୁ ତ-ଦନ୍ତ ପ୍ରକ୍ରିୟା ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଗୋପାଳର ବାଇକକୁ କ୍ରାଇମ ସପୋର୍ଟରୁ ଜ-ବତ କରିଛି କ୍ରାଇମବ୍ରାଞ୍ଚ୍।

Leave a Reply

Your email address will not be published. Required fields are marked *