ସେହି ସ୍ଥାନକୁ ଯାଇ ପୋ-ଲିସକୁ ଗୋଟି ଗୋଟି କରି ସବୁ ସତ କହିଲା ଗୋପାଳ

ନବ ଦାସ ହ-ତ୍ୟା ମାମ-ଲାର ତ-ଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳୁ ସକାଳୁ ଗୋପାଳ ଦାସଙ୍କ ବ୍ରହ୍ମପୁର ଘରେ ପହଞ୍ଚି ତଦ-ନ୍ତ କରୁଛି। ବ୍ରହ୍ମପୁର ଆଙ୍କୁଲିର ଶିଳ୍ପାଞ୍ଚଳରେ ଥିବା ଗୋପାଳ ଦାସଙ୍କ ଘରେ 4 ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତ-ଦନ୍ତ କରୁଛି।

ତଦନ୍ତକାରୀ ଟିମ୍ ଗୋପାଳ ଦାସଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚ-ରାଉ-ଚରା କରୁଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଟିମ୍‌ ପୂର୍ବରୁ ଗୋପାଳର ଭାଇଙ୍କୁ ପଚ-ରାଉ-ଚରା କରିଥିଲେ। ନବ ଦାସଙ୍କୁ ହ-ତ୍ୟା ଘଟ-ଣାରେ କ୍ରାଇମବ୍ରାଞ୍ଚ ଅଭି-ଯୁକ୍ତ ଗୋପାଳ ଦାସକୁ 4 ଦିନିଆ ରିମା-ଣ୍ଡରେ ନେଇଥିଲା।

ଏହି ରି-ମାଣ୍ଡ ଅବଧି ଆଜି ଶେଷ ହେବ। କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମା-ଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କ୍ରାଇମବ୍ରାଞ୍ଚ ଗତ 1 ତାରିଖରୁ ଗୋପାଳଙ୍କୁ ରିମା-ଣ୍ଡରେ ଆଣି ତନାଘନା କରୁଛି। ରି-ମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ।

କିନ୍ତୁ ଏଯାଏଁ ହ-ତ୍ୟାର କାରଣ କଣ ତାହା ଜଣାପଡ଼ିନାହିଁ। ଅଧିକ ତ-ଦନ୍ତ ପାଇଁ ପୁଣି ଥରେ ଗୋପାଳ ଦାସଙ୍କୁ ରିମା-ଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତ-ଦନ୍ତ ପରିସରଭୁକ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *