ମନ୍ତ୍ରୀଙ୍କୁ ବାଜିଥିବା ଗୁ-ଳି କୁଆଡେ ହୋଇଗଲା ଗା-ଏବ ?

ଅଦୃ-ଶ୍ୟ ହୋଇଗଲା ନବ ଦାସଙ୍କ ଦେହରେ ବାଜିଥିବା ଗୁ-ଳି। ହ-ତ୍ୟାକା-ଣ୍ଡର ଚାରି ଦିନ ପରେ ମଧ୍ୟ ନବ ଦାସଙ୍କ ଦେହରେ ବାଜିଥିବା ଗୁ-ଳି ମିଳିନାହିଁ। କେବଳ ସେହି ଗୁ-ଳି ନୁହେଁ ଅନ୍ୟ କୌଣସି ଗୁ-ଳି ମଧ୍ୟ ମିଳିନାହିଁ। ଯାହାକୁ ଖୋଜିବାରେ ଲାଗିଛି କ୍ରାଇମବ୍ରାଞ୍ଚ ଏବଂ ସାଇଣ୍ଟିଫିକ୍ ଟିମ୍ ।

ଘ-ଟଣା ସ୍ଥାନରେ କ୍ରାଇମବ୍ରାଞ୍ଚ ଏବଂ ସାଇଣ୍ଟିଫିକ୍ ଟିମର ତନାଘନା ସତ୍ୱେ ମଧ୍ୟ ଗୁ-ଳି ମିଳିନଥିବା ସୂଚନା ମିଳିଛି। କ୍ରାଇମ୍ ସ୍ପଷ୍ଟରେ ଗୁ-ଳି ନମିଳିବା ପରେ ନବ ଦାସଙ୍କ କାରରେ ଖୋଜାଖୋଜି କରୁଛି ତଦ-ନ୍ତକାରୀ ଟିମ୍।

ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନି-ଖୋଜ ଥିବା ଗୁ-ଳିକୁ ଏବେ ଖୋଜା ଚାଲିଛି।କେବଳ ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁ-ଳି ନୁହେଁ ବରଂ ଗୋପାଳ ଚଳାଇଥିବା ଅନ୍ୟ ଗୁ-ଳିକୁ ମଧ୍ୟ ଖୋଜା ଚାଲିଛି। ସେଦିନ ନବ ଦାସଙ୍କ ଉପରକୁ ଗୁ-ଳି ମା-ଡ କରି ଖସି ଯିବା ସମୟରେ ଗୋପାଳକୁ ଧରିବାରୁ ସେ ଯେଉଁ ପୁଣି ଥରେ ଗୁଳି ଚଳାଇଥିଲେ, ସେହି ଗୁ-ଳି ଯାଇ ପଛ ଗାଡିରେ ବାଜିଥିଲା।

ତେବେ ଯେଉଁ ଗାଡିରେ ଗୁ-ଳି ବାଜିଥିଲା। ଗୁଳିଟି ଗାଡିକୁ କଣା କରି ଚାଲି ଯାଇଥିଲା। କିନ୍ତୁ ସେହି ଗୁ-ଳି ମଧ୍ୟ ମିଳିନଥିବାରୁ ଗାଡିରେ ଖୋଜାଖୋଜି କରୁଛି ତଦ-ନ୍ତକାରୀ ଟିମ୍। ସୂଚନା ଅନୁସାରେ ଘଟ-ଣାସ୍ଥ-ଳରୁ ଦୁଇଟି ଖୋକା ମିଳିଛି କିନ୍ତୁ ମିଳିନି ଗୁ-ଳି।

କିନ୍ତୁ ଗୋପାଳଙ୍କୁ ଦୋ-ଷୀ ସାବ୍ୟସ୍ତ କରିବା ପାଇଁ ଗୁ-ଳିଟି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଯେଉଁ ଗୁଳି ଗୋପାଳ ଦାସଙ୍କ ବନ୍ଧୁ-କରେ ଲୋଡ ହୋଇଥିଲା, ସେହି ଗୁଳି ହିଁ ନବ ଦାସଙ୍କ ଦେହରେ ବାଜିଥିଲା ବୋଲି ପ୍ରମାଣିତ କରିବାକୁ ପଡିବ। ନଚେତ ହୁଏତ ପରବର୍ତ୍ତୀ ସମୟରେ କୋର୍ଟରେ ଗୁ-ଳି କରିଥିବା କଥାକୁ ଅସ୍ୱୀକାର କରିପାରେ ଗୋପାଳ।

Leave a Reply

Your email address will not be published. Required fields are marked *