ପ୍ରଶ୍ନ ଉଠୁଛି ଯୁବକଙ୍କ ହାତରେ ଥିବା ବ-ନ୍ଧୁକ କାହାର । ଗୋପାଳଙ୍କ ବନ୍ଧୁକ ନା ଆଇ-ଆଇ-ସିଙ୍କ ବ-ନ୍ଧୁକ । ଆଉ ଯୁବକଙ୍କ ହାତକୁ ଗଲା କେମିତି ।

ଏଇ କିଛିଦିନ ଆଗରୁ ଏପରି ଏକ ଘ-ଟଣା ଘଟିଥିଲା, ଯାହା ପୁରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ରଖି ଦେଇଥିଲା । ସମସ୍ତେ ଏଥିପାଇଁ ପୁରାପୁରି ସ୍ତବ୍ଧ ହୋଇ ଯାଇଥିଲେ । ସମସ୍ତଙ୍କୁ ଏହା ଚମକେଇ ରଖି ଦେଇଥିଲା । କାହିଁକି ନା ଏହା ସେପରି ଏକ ଘ-ଟଣା ଥିଲା ଯାହା ପୁରା ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖି ଆଗରେ ଘଟି ଯାଇଥିଲା । ସମସ୍ତେ କଣ ହୋଇଥିଲା ବୋଲି ଜାଣି ପାରି ନଥିଲେ । ଆଖି ଆଗରେ ଘଟି ଯାଇଥିବା ଏହି ଘଟ-ଣାକୁ କିଛି ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତେ ବୁଝି ପାରି ନଥିଲେ ।

କଣ ହେଲା ଆଉ କାହିଁକି ହେଲା ଦେଖିଲା ବେଳକୁ ଏପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳି ମାଡ଼ରେ ଟଳି ପଡ଼ିଥିଲେ । ତଥାପି ତାଙ୍କୁ ପ୍ରଥମେ ଝାରସୁଗୁଡା ଠାରେ ହସ୍ପିଟାଲ ଆଉ ତାପରେ ଭୁବନେଶ୍ୱର ଅଣା ଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭି ସେହି ଦୃ-ଶ୍ୟ ଭୁଲି ପାରୁ ନାହାନ୍ତି ରାଜ୍ୟବାସୀ । ଜଣେ ମନ୍ତ୍ରୀଙ୍କୁ ସୁର-କ୍ଷା ଯୋଗେଇ ଦେବା ଦାୟିତ୍ବରେ ଥିବା ଏସପି ଗୋପାଳ ଦାସ ହିଁ ଗୁ-ଳିକ-ରି ହ-ତ୍ୟା କରିଥିଲେ ।

ବର୍ତ୍ତମାନ ସମୟରେ କ୍ରାଇମବ୍ରାଞ୍ଚ ଟିମ ଘଟ-ଣାର ତ-ଦନ୍ତ କରିବା ଆରମ୍ଭ କରି ଦେଇଛି । ଘଟ-ଣା ସ୍ଥଳରେ ପହଞ୍ଚି ଦଳ ଏହାର ସ-ନ୍ଧାନ କରିବାରେ ଲାଗିଛି । ନବ ଦାସଙ୍କୁ ହ-ତ୍ୟା କରିବା ଉଦ୍ଦେଶ୍ୟରେ ହିଁ ପୁର୍ବରୁ ଯୋଜନା କରି ଗୁ-ଳି ଚଳାଇ ଯାଇଥିବା ନେଇ ତଦ-ନ୍ତରୁ ସ-ନ୍ଦେହ କରା ଯାଉଅଛି । ଏବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା ମାମ-ଲାର ତ-ଦନ୍ତ ଯେତେ ଆଗକୁ ବଢ଼ୁଛି ସେତେ ଅଧିକ ସସପେନ୍ସ ମଧ୍ଯ ବଢୁଛି ।

ସେତିକି ସନ୍ଦେହ ବଢିବା ସହିତ ଦ୍ଵନ୍ଦ ମଧ୍ଯ ବଢୁଛି । ଆଉ ବର୍ତମାନ ସମୟରେ ନବ ଦାସଙ୍କୁ ହ-ତ୍ୟା ମାମ-ଲାରେ ସମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ଯ । ଆଇ-ଆଇ-ସିଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ ଯୁବକ । ଗୁ-ଳିକା-ଣ୍ଡ ପରେ ଆତତାୟୀ ଗୋପାଳ ଦାସଙ୍କୁ କାବୁ କରିବା ସମୟରେ ଜଣେ ଯୁବକ ପି-ସ୍ତଲ ଛଡ଼ାଇ ନେଇ ଉପରକୁ ଦେଖାଇ ବୁଲିଥିଲେ ।

ଗଣମାଧ୍ୟମରେ ସେ ଦୃ-ଶ୍ୟ ବହୁଳ ଭାବରେ ପ୍ରସାରିତ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସେ ପିସ୍ତ-ଲଟି ଏବେ କାହାର ବୋଲି । ଚର୍ଚା ହେଇଛି ତାହା ଗୋପାଳଙ୍କ ନୁହେଁ । ତାହା ହେଉଛି ଆଇ-ଆଇ-ସିଙ୍କ ବ-ନ୍ଧୁକ । ଯୁବକଙ୍କର ହାତକୁ କିଭଳି ଗଲା ବନ୍ଧୁକ ବର୍ତମାନ ଏହି ବଡ଼ ପ୍ରଶ୍ନ ଉଠୁଛି । କଣ ପାଇଁ ବ-ନ୍ଧୁକ ଛଡ଼ାଇ ନେଇଥିଲେ ଯୁବକ । ଆଉ ବର୍ତ୍ତମାନ ସଂପୃକ୍ତ ଯୁବକଙ୍କୁ ଖୋଜୁଛି ପୋ-ଲିସ୍ ।

Leave a Reply

Your email address will not be published. Required fields are marked *