ଝିଅ ଜନ୍ମ ହେବା ପରେ ଜାଣିଲି ,ମୋ ସ୍ବାମୀ ଘର ଭଡ଼ା ନେଇକି ସେ-କ୍ସ ରାକେଟ ଚଳାଇଛନ୍ତି

ନିକଟରେ ସ୍ତ୍ରୀ ଜଣକ ସ୍ବାମୀ ନାଁରେ ଅଭି-ଯୋଗ ଆଣି କହିଛନ୍ତି ଯେ ଦୁହିଁଙ୍କର ଗୋଟେ ଝିଅ ଅଛି ଆଉ ଝିଅ ଜନ୍ମ ହେବା ପରେ ହିଁ ମହିଳା ଜଣଙ୍କ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀ ଧୋ-କା ଦେଇ ଆଉ ଜଣେ ସ୍ତ୍ରୀ ଲୋକ ସହିତ ସମ୍ପ-ର୍କ ରଖିଛନ୍ତି । ଆଉ ତାକୁ କେମିତି କଣ ରଖିଛନ୍ତି ସେ ବିସୟରେ ପତ୍ନୀଙ୍କୁ କିଛି ହେଲେ ଆଇଡିଆ ନଥିବା ବେଳେ ଯାଜପୁର ଜିଲ୍ଲା କନ୍ହେଇପୁର ନିକଟରେ ଥିବା ଏକ ଭଡ଼ା ଘରେ ଅନ୍ୟ ଏକ ମହିଳାଙ୍କୁ ରଖି ଖରାପ ସଂ-ପର୍କ ରଖିବା କଥା ମହିଳା ଜଣକ ଜଣାଇଛନ୍ତି ।

କେବଳ ସେତିକି ନୁହେଁ ସେହି ଘରେ ଅନ୍ୟ ଯୁବତୀ ମାନଙ୍କୁ ଆଣି ସେ-କ୍ସ୍ ରାକେଟ ମଧ୍ଯ ତାଙ୍କ ସ୍ବାମୀ ଚଳାଇଥିବା ନେଇ ସେ ପରେ ସୂଚନା ପାଇଲେ ବୋଲି କହିଛନ୍ତି । ତେବେ ପତ୍ନୀଙ୍କ କହିବା ମୁତାବକ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ଘର ଗୋଟିଏ ଗାଁରେ ଥିଲା । ତେଣୁ ଦେଖା ଚାହାଁ ଓ ପରେ ମନ ମିଶିବା ପରେ ଭଲପାଇ ଦୁହେଁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ ।

କିନ୍ତୁ ବିବାହର କିଛି ବର୍ଷ ପରେ ଦୁହିଁଙ୍କର ଗୋଟିଏ ଝିଅ ସନ୍ତାନ ଜନ୍ମ ହୁଏ । ହଁସ ଖୁସିରେ ଚାଲିଥାଏ ପାରିବାର । କିନ୍ତୁ ବେଶୀ ଦିନ ନୁହେଁ ଝିଅ ଜନ୍ମ ହେବା ପରେ ସବୁକିଛି ବଦଳିଯିବା ସହିତ ପରିବାରରେ ଦେଖାଦିଏ ଫାଟକ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତି-କ୍ତତା ଦେଖିବାକୁ ମିଳେ । କାରଣ ସ୍ଵାମୀଙ୍କ ସ୍ଵଭାବ ପରିବର୍ତନ ଦେଖି ସ୍ତ୍ରୀଙ୍କ ସ-ନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ ସ୍ବାମୀ କୁଆଡ଼େ ଯାଉଛନ୍ତି କେତେ ସମୟ ବାହାରେ ରହୁଛନ୍ତି ବୋଲି ।

ସନ୍ଦେହ ସୃଷ୍ଟି ହେବାରୁ ପତ୍ନୀ ସ୍ବାମୀଙ୍କୁ ଫଲୋ କରିଥିଲେ ଆଉ ଜାଣିବାକୁ ପାଇଥିଲେ ଯେ ଯାଜପୁର ରୋଡରେ ସ୍ବାମୀ ଥିଲେ ସେ-କ୍ସ୍ ର-କେଟର ମାଷ୍ଟର ମାଇଣ୍ଡ । ଶେଷରେ କୌଣସି ଆଉ ଉପାୟ ନପାଇ ସ୍ତ୍ରୀ ଯାଜପୁର ଥା-ନାର ଦ୍ବାରସ୍ଥ ହୋଇ ଆରକ୍ଷ ଅଧିକାରୀଙ୍କ ନିକଟରେ ନିଜର ଅଭି-ଯୋଗ କରିଛନ୍ତି । ବାହାଘରର କିଛି ବର୍ଷ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତି-କ୍ତତା ଆସିଥିଲା ଆଉ ସ-ମ୍ପର୍କ ଭଲ ନଥିବାର କାରଣ ସ୍ଵାମୀଙ୍କ ଏଭଳି କାରବାର ବୋଲି ମହିଳା ଜଣକ ନିଜ ଅଭି-ଯୋଗରେ ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *