ପ୍ରେମ ନକଲେ ଛାତ୍ରୀଙ୍କ ଗାଧେଇବାର ଫୋଟୋ ଭିଡିଓ ଭାଇରଲ କରିବାକୁ ଧ-ମକ ଦେଉଥିଲା ଜୀବନ ,ଆଉ ତା ପରେ

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରୁଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବlକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି ।ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମନେ କରେ।

ଏମିତି କିଛି ଘ-ଟଣା ଘ-ଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି। ହଁ ଆଜ୍ଞା ଯୁବତୀଙ୍କ ଗାଧୁଆ ସମୟର ଫୋଟ ଉଠାଇ ଭାଇରାଲ କାଇବାକୁ ଧ-ମକ ଦେଇଥିଲା ଜୀବନ ସ୍ୱାଇଁ।କାରଣ ତାକୁ ସେହି କଲେଜ ଝିଅ ସହ ଏକ ତରଫା ପ୍ରେମ ହେଇଯାଇଥିଲା।ହେଲେ +୨ ସାଇନ୍ସ ପଢୁଥିବା ଯୁବତୀ ଜଣକ ତାଙ୍କୁ ରୋକଠକ ମନା କରିଦେଇଥିଲେ। ଆଉ ତାଙ୍କ ପ୍ରେମକୁ ପ୍ର-ତ୍ୟାଖା-ନ କରିଥିଲେ।ଯାହାଫଳରେ ରା-ଗିଯାଇଥିଲା ଜୀବନ।

ଏହାପରେ ଜୀବନ ସେ ଯୁବତୀଙ୍କ ଗାଧୁଆ ବେଳର ଫଟୋ ରଖି ବ୍ଲା-କମେ-ଲ୍ କରିବାକୁ ଆରମ୍ଭ କଲା ଜୀବନ।ଶେଷରେ ତାହା ସହିନପାରି ଆ-ତ୍ମହ-ତ୍ୟା କଲା ବୋଲି ଯୁବତୀର ଘରଲୋକ ଅଭି-ଯୋଗ ଆଣିଛନ୍ତି। ଜୀବନ ସ୍ୱାଇଁଙ୍କ ନାଁରେ ଏପରି ଜଘ-ନ୍ୟ ଅଭି-ଯୋଗ ଆଣିଛନ୍ତି ଯୁବତୀଙ୍କ ବାପା।ଘ-ଟଣା ହେଉଛି ପୁରୀ ନିମାପଡ଼ା ଅଞ୍ଚଳର।ଏକ ଘରଇ କଲେଜର ହଷ୍ଟେଲ ପଙ୍ଖାରୁ ମିଳିଛି ନାଉଗାଁ ଥାନା ଅଂଚଳର ଜନୈକା ଯୁବତୀଙ୍କ ଝୁଲନ୍ତା ମୃ-ତଦେ-ହ।

ଘଟ-ଣାଟି ପ୍ରେମ ଜନିତ ବୋଲି ଅଭି-ଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକେ।ଛାତ୍ରୀଙ୍କ ବାପା ଅଭି-ଯୋଗ ଆଣିଛନ୍ତି ତାଙ୍କୁ ଜୀବନ ସ୍ୱାଇଁ ନାମକ ଜଣେ ଯୁବକ ତାଙ୍କ ଝିଅକୁ ଏକତରଫା ଭଲ ପାଉଥିଲା,ଛାତ୍ରୀ ଜଣକ ମନା କରିବାରୁ ସେ ସେହି ଛାତ୍ରୀଙ୍କର ଗାଧେଇବା ସମୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାପାଇଁ ଧ-ମକ ଦେଉଥିଲା।ଯେତେବେଳେ ଝିଅ ଗାଁକୁ ସୁ-ଧକ୍ରି-ୟା ପାଇଁ ଯାଇଥିବାବେଳେ ଜୀବନ ତାକୁ ବ୍ଲା-କମେ-ଲ୍ କରୁଥିଲା।

Leave a Reply

Your email address will not be published. Required fields are marked *