ମନ୍ତ୍ରୀ ନବ ଦାସ ମୃ-ତ୍ୟୁରେ ଖୁସି ହୋଇ ମଟନ୍ ଭୋଜି ସହ ମିଠା ବାଣ୍ଟିଲେ କଟକର ସମାଜସେବୀ ମିନତୀ ବହିଦାର ପଟ୍ଟନାୟକ ।

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ନେଇ ବଡ ବ-ୟାନ ଦେଇଛନ୍ତି କଟକର ସମାଜସେବୀ ମୀନତି ବହିଦାର । ପ୍ରଥମେ ସୋସିଆଲ ମିଡିଆ ପୋଷ୍ଟ କରି ମନ୍ତ୍ରୀଙ୍କ ମୃ-ତ୍ୟୁ ସମ୍ପ-ର୍କରେ ମନ୍ତବ୍ୟ ରଖିଥିଲେ ମୀନତି ବହିଦାର । ସେ ଅଭି-ଯୋଗ କରିଛନ୍ତି, ୧୭ ବର୍ଷ ତଳେ ତାଙ୍କ ଭାଇଙ୍କ ହ-ତ୍ୟା ପଛରେ ଥିଲା ମନ୍ତ୍ରୀଙ୍କ ହାତ । ତେବେ ରାଜନୈତିକ ଆକ୍ରୋଶ ରଖି ତାଙ୍କ ଭାଇଙ୍କୁ ବୋ-ମା ପକାଇ ମା-ରି ଦିଆ ଯାଇଥିଲା ବୋଲି କହିଛନ୍ତି ମୀନତି । ମୀନତି ହେଉଛନ୍ତି ସେହି ବୃଦ୍ଧା, ଯିଏ ତାଙ୍କ ସବୁ ସମ୍ପତି ଜଣେ ରିକ୍ସାବାଲାଙ୍କୁ ଦାନ କରି ଦେଇଥିଲେ

କଟକରେ ରହୁଥିବା ଏହି ମହିଳା ମୀନତି ମ୍ୟାଡମ୍ ଝାରସୁଗୁଡ଼ାର ମୂଳବାସିନ୍ଦା । ତେବେ ସେ ଏବେ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ ସାରା ଓଡ଼ିଶା ସ୍ତବ୍ଧ ଥିବା ବେଳେ ମିନତୀ ବହିଦାର, ମନ୍ତ୍ରୀଙ୍କ ମୃ-ତ୍ୟୁକୁ ନେଇ ଖୁସିଥିବା କହିଛନ୍ତି । ସେ ଅଭି-ଯୋଗ କରି କହିଛନ୍ତି, ତାଙ୍କ ଭାଇ ବିଧାନ ବହିଦାରଙ୍କ ମୃ-ତ୍ୟୁ ପଛରେ ମନ୍ତ୍ରୀ ନବ ଦାସଙ୍କ ସଂପୃକ୍ତ ଥିଲେ ।

ମିନତୀ ବହିଦାରଙ୍କ ଅଭି-ଯୋଗ ଅନୁସାରେ, ତାଙ୍କ ଭାଇ ବିଧାନ ବହିଦାରଙ୍କୁ ବୋ-ମାମା-ଡ଼ କରି ରାତିର ଅନ୍ଧାରରେ ହ-ତ୍ୟା କରାଯାଇଥିଲା । ଭାଇ ବିଧାନଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାର ଭାଙ୍ଗି ପଡ଼ିଥିଲା । ରାଜନୈତିକ ପ୍ରତିଦ୍ୱନ୍ଦିତାକୁ କେନ୍ଦ୍ରକରି ତାଙ୍କ ଭାଇଙ୍କୁ ହ-ତ୍ୟା କରିଥିବା ମିନତୀ ବହିଦାର ଅଭି-ଯୋଗ କରିଛନ୍ତି । ଆଉ ଆଜି ମିଡ଼ିଆ ସାମ୍ନାରେ ନିଜର ସାଂଘା-ତିକ ବ-ୟାନ ଦେଇ କହିଛନ୍ତି ଯେ, ” ନବ ଦାସ ତାଙ୍କ କଲା କ-ର୍ମର ଫଳ ପାଇଛନ୍ତି ।

ଗୋପାଳ ସ୍ଵୟଂ ଭଗବାନ ନୀଳ ମାଧବ ଗୋପାଳ ଭାବରେ ପ୍ରକଟ ହେଇ ତାକୁ ବ-ଧ କଲେ । ତାଙ୍କୁ ମୋର କୋଟି ନମସ୍କାର । ଭଗବାନ୍ କୃଷ୍ଣ ବେଶରେ ଆସି ଏଇ ନବ ଗୁ-ଣ୍ଡାକୁ ମା-ରିଛନ୍ତି । ମୁଁ ସେଦିନ ମିଠା ସହିତ ମଟନ୍ ଭୋଜି କରି ବା-ଣ୍ଟିଲି । ରାତିରେ ମଟନ୍ ମଗେଇକି କୋଲ୍ଡଡ୍ରିଙ୍କସ୍ ମିଠା କରି ସମସ୍ତଙ୍କୁ ଆମ ସାହିରେ ଖାଇବାକୁ ଦେଇଛି ।

ମୁଁ ମଧ୍ଯ କେବେ ଏତେ ମଟନ ଖାଏନି କିନ୍ତୁ ନବ ଦାସ୍ ମୃ-ତ୍ୟୁରେ ଅତ୍ୟଧିକ ଖୁସି ହେଇକି ଟିଭିରେ ନ୍ୟୂଜ୍ ଦେଖିକି ଖାଇ ଚାଲିଲି । ମୁଁ ସତ କଥା କହୁଛି ମୁଁ ଆଜି ଯଦି ଗୋଟେ ପୁଅ ଛୁଆ ହୋଇଥାନ୍ତି ମୁଁ କେତେ ଦିନରୁ ତାକୁ ମା-ରିକି ତାର ମାଂସକୁ ଖ-ଣ୍ଡ ଖ-ଣ୍ଡ କା-ଟିକରି କୁକୁରକୁ ଖୁଏଇ ଦେଇଥାନ୍ତି” ।

Leave a Reply

Your email address will not be published. Required fields are marked *