ସରକାରୀ ବାବୁ ସେ ଲେଡ଼ିଜ ପାର୍ଲରକୁ ଯାଇ ସେଠି ଆଲବମ ନାଁ ରେ ସେ ଝିଅ ସହ କାହିଁକି ମିଶୁଥିଲେ

ପ୍ରାୟ ସବୁବେଳେ ମଧୁମିତା ରଥଙ୍କର ଅନେକ ବ-ୟାନ ପ୍ରାୟ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ସବୁ ଚର୍ଚ୍ଚିତ ମାମଲା ଉପରେ ସେ ନିଜର ମତ ରଖୁଥିବାର ଦେଖା ଯାଇଛି । ଆଉ ବର୍ତ୍ତମାନ ସମୟରେ ଓଡ଼ିଶାରେ ଚର୍ଚ୍ଚାରେ ରହିଥିବା ମାମ-ଲା ଯେଉଁଠି ଜଣେ ଅଭିନେତ୍ରୀ ଜଣେ ସରକାରୀ ବାବୁଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ।

ସରକାରୀ ବାବୁ ଜଣକ ମଧ୍ୟ ଅଭିନେତ୍ରୀଙ୍କ ସୁଲଭ ନାମରେ ଅଭି-ଯୋଗ ଆଣୁଛନ୍ତି । ତାହା ଉପରେ ମଧ୍ୟ ମଧୁମିତା ନିଜର ବ-ୟାନ ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କିଏ ସତ କହୁଛି ଏବଂ କିଏ ମି-ଛ କହୁଛି ତାହା ଅନୁମାନ କରିବା କଷ୍ଟକର ହୋଇ ଯାଉଛି । ତାହାର ତ-ଦନ୍ତ ମଧ୍ୟ ଚାଲିଛି ।

ତେବେ ଅଭିନେତ୍ରୀଙ୍କ ଅଭି-ଯୋଗ ଏହା ଥିଲା ଯେ ସେହି ବାବୁ ଜଣକ ତାଙ୍କୁ ଏଲବମ ପାଇଁ ଟଙ୍କା ଦେଇ କୁଆଡ଼େ ତାଙ୍କ ସହିତ ଶୋଇବାକୁ କହୁଥିଲେ । ଆଉ ଅଭିନେତ୍ରୀ ରାଜି ନେହେବାରୁ ତାଙ୍କ ନାମରେ ଏପରି ଆ-ରୋପ ଆଣିଛନ୍ତି । ଏହାଛଡ଼ା ସରକାରୀ ବାବୁ ଜଣକ କହୁଛନ୍ତି ଯେ ଅଭିନେତ୍ରୀ ଜଣକ କୁଆଡ଼େ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଖାଇଛନ୍ତି । ଆଉ ଯେତେବେଳେ ସେ ଟଙ୍କା ଫେରାଇବାକୁ କହିଲେ ସେତେବେଳେ ଅଭିନେତ୍ରୀ ଜଣକ କୁଆଡ଼େ କହିଛନ୍ତି ଯେ ଟଙ୍କା ନନେଇ ତାଙ୍କ ସହ ଶୋଇବାକୁ ।

ତେବେ ଏହା ମଧ୍ୟରେ କିଏ ସତ କହୁଛି କିଏ ମି-ଛ କହୁଛି ଜାଣିବା ଅସମ୍ଭବ ମନେ ହେଉଛି । ତେଣୁ ଏହାକୁ ନେଇ ମଧୁମିତା ନିଜର ମତ ଦେଇଛନ୍ତି । ତାଙ୍କ ଅନୁଯାୟୀ ସରକାରୀ ବାବୁ ଜଣକ ଚାକିରୀ କରି ଏଲବମ କାହିଁକି କରୁଛନ୍ତି ? ଯଦି ତାଙ୍କ ସ୍ତ୍ରୀ ଏଲବମ କରୁଛନ୍ତି ତେବେ କେବଳ ସେ ହିଁ କରିବା ଉଚିତ । ଏହାରି ମଧ୍ୟରେ ଆଉ ଏକ କଥା ଯେ ଉଭୟଙ୍କର ଦେଖା କିପରି ହୋଇଥିଲା । ସରକାରୀ ବାବୁ ଜଣକ ଜଣେ ଓଏଏସ ଏବଂ ବୟସ୍କ ମଧ୍ୟ । ଏହାବ୍ୟତୀତ ଅଭିନେତ୍ରୀ ଜଣକ ମଧ୍ୟ ୧୮ ବର୍ଷରୁ ଉର୍ଦ୍ଧ୍ବ ।

ତେଣୁ ଏଥିରେ ଉଭୟଙ୍କର ଭୁଲ ଥିବା ସେ କହିଛନ୍ତି । ଏପଟେ ଏହି ମାମ-ଲା ମହିଳା ଥା-ନାରେ ବିଚା-ରାଧୀ-ନ ରହିଛି । ମଧୁମିତାଙ୍କ ଅନୁଯାୟୀ ଯଦି ଜଣେ ସରକାରୀ ଚାକିରୀରେ ହୋଇ ଜଣେ ଅଭିନେତ୍ରୀଙ୍କ ଏଲବମ କରି ତାଙ୍କୁ ଏକ୍ସପ୍ଲଏଟ କରୁଛନ୍ତି ତେବେ ସେ ଦ-ଣ୍ଡ ପାଇବା ଜରୁରୀ । ତେବେ ପ୍ରଥମ କଥା ହେଉଛି ଯେ ଉଭୟଙ୍କ ସାକ୍ଷାତ କିଭଳି ହେଲା । ଯେହେତୁ ଅଭିନେତ୍ରୀ ଜଣକ ଲେଡିଜ ପାର୍ଲର ଚଳାଉଛନ୍ତି ତେଣୁ ସରକାରୀ ବାବୁ ଲେଡିଜ ପାର୍ଲରକୁ କାହିଁକି ଯାଇଥିଲେ

Leave a Reply

Your email address will not be published. Required fields are marked *