ସାମ୍ନାକୁ ଆସିଲା ନବ ଦାସଙ୍କୁ ଗୁ-ଳି କରିବାର CCTV ଦୃଶ୍ୟ,ଦେଖନ୍ତୁ କେମିତି ନବଦାସଙ୍କୁ ଗୁ-ଳି କଲା ଗୋପାଳ

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରୁଛି।ବେଳେ ବେଳେ ଆମ ଆଖ ପାଖ ରେ ଏମିତି ସବୁ ଘ-ଟଣା ଦେଖିବlକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।

ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି। ଗାନ୍ଧୀଙ୍କ ଠାରୁ ଆରମ୍ଭ ହେଇଥିବା ପରମ୍ପରା ଆଜି ପହଞ୍ଚିଛି ନବଦାସଙ୍କ ଠାରେ।ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପର-ଲୋକ ଘଟିଛି।କିଶୋର ଦାସ ପୋ-ଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁ-ଳିମା-ଡ଼ର ଶି-କାର ହୋଇଛନ୍ତି ନବ ଦାସ।ନବ ଦାସ୍ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ।

ତାଙ୍କୁ ଗୁଳି କରିବାର ଦୃ-ଶ୍ୟ ପାଖରେ ଥିବା ସିସିଟିଭିରେ କ-ଏଦ ହେଇଥିଲା,ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଭିଡିଓ ରେ ଦେଖାଯାଉଛି କିପରି ଗୁ-ଳିମା-ଡ଼ ପରେ ଲୋକମାନେ କିପରି ଛତ୍ରଭଙ୍ଗ ଦେଉଛନ୍ତି।ଏବେ ଏହାର ତ-ଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।ଗୁ-ଳି ଫୁଟିବାପରେ ନବଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା।

ଏଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ପ-ରଲୋ-କ ଘଟିଥିଲା।ଯଦିଓ କ୍ରାଇମବ୍ରାଞ୍ଚର ତ-ଦନ୍ତ ଜାରିରହିଛି କିନ୍ତୁ ଗୋଟିଏ ଗୋଟିଏ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି ଏବଂ ଏହି ସିସିଟିଭି ଫୋଟେଜ ଏବେ ହସ୍ତଗତ ହୋଇଛି, କିଭଳି ଗୁ-ଳିମା-ଡ ପରେ ତାଙ୍କ ସମର୍ଥକମାନେ ଛତ୍ରଭଙ୍ଗ ଦେଉଛନ୍ତି। ଭିଡିଓରୁ ଦେଖିବାକୁ ମିଳୁଛି କିପରି ଗୋପାଳ ଦାସ ଜନଗହଳି ସୁଜଗ ଉଠାଇ କିପରି ଯାଇ ନବଙ୍କୁ ଗୁ-ଳି କରିଛନ୍ତି।

Leave a Reply

Your email address will not be published. Required fields are marked *