ମୁଁ କହିଦେଲି ଖରାପ ହେଲି, ତମ ଡ଼ାସରେ ନିଆଁ ଲଗେଇ ଦେବି।

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।

ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରlରେ ଲୋକ ପ୍ରିୟ ହୋଇଛି ଯେ ସୋସିଆଲ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ନିଶା ମହାରଣା ଙ୍କ ବିଷୟରେ।ହଁ ଆଜ୍ଞା ନିଶା ମହାରଣା ଏବେ ବିବାଦ ଘେରରେ। କିଛି ଦିନ ପୂର୍ବରୁ ରେ କହିଥିଲେ ବିପି କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।ସେ ଯେତିକି ବୋଲ୍ଡ ସିନ କରୁଛନ୍ତି ତାକୁ ଦେଖି ଲୋକଙ୍କ ମୁଣ୍ଡ ଟିଣ ହେଇଯାଉଚି ବୋଲି ମଧ୍ୟ କହିଥିଲେ।

ସେ କହିଛନ୍ତି ସେ କିଛି ଭୁଲ କହିନାହାନ୍ତି ଆପଣ ମାନେ ଏହି କଥା ଟିକୁ ଏତେ ବଡ ଇସୁ କରୁଛନ୍ତି କଣ ପାଇଁ ?ସେ ମଧ୍ୟ କହିଛନ୍ତି ସରକାର ପୋର୍ନ ବେନ୍ କଲା ପରେ ବି ଆପଣ ମାନେ କଣ ପାଇଁ ଦେଖୁଛନ୍ତି।ସେ କହିଦେଲେ ସେହିକଥା କୁ ଆପନ ମାନେ ବଡ଼ ଇସୁ ବନାଇଛନ୍ତି।ସେ କହିଛନ୍ତି ଲୁଚଇକି କରିଲେ ଭଲ କିନ୍ତୁ ସାମ୍ନାରେ କହିଦେଲେ ଖରାପ ।

ସେ ମଧ୍ୟ କହିଛନ୍ତି ଯେତେବେଳେ ଲୋକଙ୍କ ସ୍ତ୍ରୀ ମାଇକିନା ଅଧା ଲୁଗା ଟେକି ଭିଡିଓ କରୁଛନ୍ତି ସେତେବେଳେ ଆପଣ ନିଜ ପିଲାମାନଙ୍କୁ ମନା କରୁନାହାନ୍ତି ସେ ସବୁ ନ ଦେଖିବା ପାଇଁ।ସେ କହିଛନ୍ତି ସେ ଜଣେ ମୋଡେଲର ସେ ସେମିତି କରିବେ। ଯେଉଁମାନେ ବାହା ହୋଇକି ବି ଏମିତି କରୁଛନ୍ତି ସେମାନଙ୍କୁ କହୁନାହତ୍ନି।ସେ ଲୋକଙ୍କ ମାନସିକତା କୁ ଖରାପ ବୋଲି କହିଛନ୍ତି।ଲୋକମାନଙ୍କ ମାନସିକତା ବଦଳାଇବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *