ପୋର୍ନ ଫିଲ୍ମ କରିବାକୁ ନେଇ ନିଜ ମତ ରଖିଲେ ଅଭିନେତ୍ରୀ ନିଶା।ଆସନ୍ତୁ ଜାଣିବା ଏହି ଖବର ବିଷୟ ରେ।

ମଣିଷ ହେଉଛି ସାମାଜିକ ପ୍ରାଣୀ।ପ୍ରତ୍ୟେକ ମଣିଷଙ୍କ ପାଖରେ କିଛି ନ କିଛି ପ୍ରତିଭା ରହିଛି।ସବୁ ମଣିଷଙ୍କ ପାଖରେ ସମାନ ପ୍ରତିଭା ନ ଥାଏ।କିନ୍ତୁ ସମସ୍ତେ ନିଜ ନିଜ କ୍ଷେତ୍ର ରେ ମହାନ୍।ସେମିତି ଏକ ପ୍ରତିଭା ହେଉଛି ଅଭିନୟ କରିବା।ଏହି ପ୍ରତିଭା ଟି ସମସ୍ତଙ୍କ ପାଖରେ ନ ଥାଏ।ତେବେ ଏହି ଅଭିନୟ ଦୁନିଆ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ସବୁବେଳେ କିଛି ନା କିଛି କଥା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି।ତେବେ ଏମିତି କିଛି କଥା କାହିଁ ଏବେ ଚର୍ଚ୍ଚା ରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ନିଶା।ଆସନ୍ତୁ ଜାଣିବା ଏହି ବିଷୟ ରେ।

ଅଭିନେତ୍ରୀ ନିଶା ଥରେ କହିଥିଲେ କି ଓଡ଼ିଶା ବହୁତ ପଛରେ ଅଛି ବୋଲି।ଏବଂ ସେ ସନି ଲିଓନ କୁ ବହୁତ ପସନ୍ଦ କରନ୍ତି।ତେବେ ସେ ଓଡ଼ିଶା କୁ ନେଇ କିଛି କହିଥିବାରୁ ତାଙ୍କୁ ବହୁତ ଲୋକ ପ୍ରତିବାଦ କରିଥିଲେ। ତେବେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଓଡ଼ିଶା ରେ ଲୋକ ଅଛନ୍ତି ସେମାନେ ଲଙ୍ଗଳା ନୃତ୍ୟ ମୋବାଇଲ ରେ ଦେଖୁଛନ୍ତି କିନ୍ତୁ ବାହାରେ ପ୍ରତିବାଦ କରୁଛନ୍ତି,ସେ ବିଷୟରେ କ’ଣ ଭାବନ୍ତି ସେ।

ସେ କହିଥିଲେ କି ସେହିଭଳି ଜିନିଷ ଲୋକେ ଘରେ କରିଲେ ଠିକ୍ ଆଉ ଯଦି କିଏ ବାହାରେ କହେ ତେବେ ଭୁଲ୍ ବୋଲି ସମସ୍ତଙ୍କ ଧାରଣା।ତାଙ୍କର ପସନ୍ଦ କ’ଣ ବୋଲି ପଚାରିବାରୁ ସେ କହିଥିଲେ କି ସେ ଟିକେ ଅଲଗା ପିଲା।ସେ କାହାରି କଥା ରେ ମୁଣ୍ଡ ପୁରାନ୍ତିନି କୁ କେହି ତାଙ୍କ କଥା ରେ ମୁଣ୍ଡ ପୁରେଇଲେ ସେ ତାକୁ ଛାଡନ୍ତିନାହିଁ।ଆଉ ଯଦି ତାଙ୍କୁ ପୋର୍ନ ଫିଲ୍ମ କରିବା ପାଇଁ ସୁଯୋଗ ମିଳିଲେ ସେ କରିବେ ନା ନାହିଁ ବୋଲି ପଚାରିବାରୁ ସେ କହିଲେ କି ଓଡ଼ିଶା ରେ ତ ସେମିତି କିଛି ସୁଯୋଗ ନାହିଁ ଆଉ ଯଦି ବାହାରୁ କିଛି ଅଫର୍ ଆସେ ତେବେ ସେ କରିବେ।

ସେ ପୂର୍ବରୁ ଯେଉଁ ମତ ଦେଇଥିଲେ ସେଥିରେ ଲୋକ ତାଙ୍କୁ ପ୍ରତିବାଦ କରିଥିଲେ।ସେହି ବିଷୟ ରେ ସେ କହିଥିଲେ କି ଆଜି କାଲି ଗରିବ ଲୋକ ଯେଉଁମାନଙ୍କର ଦୋକାନ ମ୍ୟୁନିସିପାଲିଟୀ ଭାଙ୍ଗି ଦେଉଛି,ସେହି ଲୋକ ମାନେ ଯେ ଖାଇବା ପାଇଁ ମାଗୁଛନ୍ତି ଆଉ କାନ୍ଦୁଛନ୍ତି କହୁଛନ୍ତି ତାଙ୍କ ଦୋକାନ ଫେରେଇବା ପାଇଁ,କାହିଁ ସେତେବେଳେ ତ କେହି ଲୋକ ଆଗକୁ ଆସୁନାହାନ୍ତି ପ୍ରତିବାଦ କରିବା ପାଇଁ।ମୁ କ’ଣ ଭୁଲ୍ କହିଲିକି ଲୋକ ମାନେ ମୋ କଥା ରେ ପ୍ରତିବାଦ କରୁଛନ୍ତି।

Leave a Reply

Your email address will not be published. Required fields are marked *