ବସ ଭିତରେ ଖୁଲମ୍ ଖୁଲା ଚାଲିଛି ଦେହ ବ୍ୟବସାୟ, ମାଳ ମାଳ ପଡ଼ିଛି କ-ଣ୍ଡୋମ୍।

ମାନବ ସମାଜ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି।ସମସ୍ତେ ନିଜ ଇଛାନୁସାରେ କାର୍ଯ୍ୟ କରୁଛନ୍ତି ସତ କିନ୍ତୁ ତାହା ଠିକ୍ କିମ୍ବା ଭୁଲ ତାହା ନ ଭାବି ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି।ଦିନ ପରେ ଦିନ ଦୁନିଆ ଯେତେ ଆଗକୁ ବଢୁଛି ସେତେ ପ୍ରକାର ଅନ୍ୟା-ୟ, ଅନୀତି, ଦୁ-ର୍ନୀତି ଓ ଅ-ତ୍ୟାଚା-ର ବଢ଼ିବାରେ ଲାଗିଛି। ଲୋକମାନେ ନିଜ ଉପରେ ବିଶ୍ୱାସ ନ ରଖି ଅନ୍ୟ ର ଭରଷାରେ ରହୁଛନ୍ତି କିନ୍ତୁ ସେହି କାର୍ଯ୍ୟ ସଫଳ ହେବା କି ନାହିଁ ତାହା ମଧ୍ୟ ବୁଝୁନାହାନ୍ତି।

ମାନବ ସମାଜ ଦିନକୁ ଦିନ କାମନା ର ଅନ୍ଧରେ ଏମିତି ମଶଗୁଲ ହୋଇଯାଇଛନ୍ତି ଯାହାଦ୍ଵାରା ସେମାନେ କେଉଁଟା ଠିକ୍ ଆଉ କେଉଁଟା ଭୁଲ ତାହା ଭୂଲିଯାଉଛନ୍ତି ।ଯାହାଦ୍ଵାରା ସେମାନେ ଅନେକ ସମୟରେ ଭୁଲ ପଦକ୍ଷେପ ନେଉଛନ୍ତି ଯାହାଦ୍ଵାରା ସେମାନଙ୍କ ମଧ୍ୟରେ ଥିବା ସଂ-ପର୍କ ଛିନ୍ନ ହେବା ସହ ଅନେକ ପ୍ରକାରର ଗୁଜବ ଉଠିବା ଆରମ୍ଭ ହୋଇଯାଇଥାଏ।ଦେଖିବାକୁ ଗଲେ ଓଡ଼ିଶା ପ୍ରସିଦ୍ଧ ଖଣ୍ଡଗିରି ଏବଂ ଉଦୟଗିରି ଭ୍ରମଣୀୟ ସ୍ଥାନ ପାଲଟିଛି ଦେହ ବ୍ୟବସାୟ କେନ୍ଦ୍ର ଯେଉଁଠି ଦେଖିବାକୁ ମିଳୁଛି ଅନେକ ବ୍ୟବହୃତ ହୋଇ ସାରିଥିବା କୋ-ଣ୍ଡମ।

ଯାହା ସେ-କ୍ସ କରିବା ସମୟରେ ପ୍ର-ତିରୋ-ଧକ ଭାବରେ ଲୋକ ମାନେ ଆପଣାଇଥାନ୍ତି ଏବଂ ଏହା ପଡିଥିବାର ଦେଖିବାକୁ ମିଳିଛି। ବସ୍ ଷ୍ଟାଣ୍ଡରେ ଯେଉଁଠି ସମସ୍ତ ବସ୍ ଦିନ ବେଳେ ଛିଡ଼ା ହୋଇଥାଏ ଏବଂ ରାତିରେ ସେଠାରେ ଦେହ ବ୍ୟବସାୟ ହୋଇଥାଏ।ଲୋକମାନେ ନିଜର ବୁଦ୍ଧି ଶକ୍ତି ଏବଂ ଧୈର୍ଯ୍ୟ କାମନା ଅନ୍ଧରେ ହରାଇ ବସୁଛନ୍ତି ।ସେଠାରେ ଏହି ଭଳି ଅନୈ-ତିକ କାର୍ଯ୍ୟ ହେଉଥିବାରୁ ସେଠାକୁ ଲୋକମାନେ ଯିବାପାଇଁ ଇଚ୍ଛାପ୍ରକାଶ କରୁନାହାଁନ୍ତି।ସେ ସ୍ଥାନରେ ଏମିତି ଭାବରେ ପ୍ରତିରୋ-ଧକ ସବୁ ଦେଖିବାକୁ ମିଳୁଛି ଯେମିତି ତାହା ରେଡ ଲାଇଟ ଏରିଆ ଭଳି ଲାଗୁଛି।

ସେଠାରେ ଦେହ ବ୍ୟବସାୟ ବସ ମଧ୍ୟରେ ହେଉଛି ଯେଉଁଥି ବସ ମଧ୍ୟ ଅନେକ କ-ଣ୍ଡୋମ୍ ପଡ଼ିଛି ଏବଂ ସେହି ବସ୍ ର ସାଇଟ୍ ସବୁ ତଳକୁ ସୋଇଥିବା ଭଳି ଦେଖିବାକୁ ମିଳୁଛି।ସେଠାକାର ସ୍ଥାନୀୟ ଲୋକ ପ୍ରଶାସନ କୁ ବହୁଥାର ସେହି ବସ୍ ସବୁକୁ ସେଠାରୁ ହଟାଇବା ପାଇଁ କହିଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଏଥି ପାଇଁ କୌଣସି ପଦକ୍ଷେପ ନେଉନାହିଁ।ଯାହା ପାଇଁ ସେଠାକୁ ଲୋକମାନେ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *