ଦିନରେ ଇନଷ୍ଟାଗ୍ରାମ ରିଲ୍ସ୍,ରାତିରେ କରୁଥିଲେ ଚୋ-ରି ବାନ୍ଧିଲା କଟକ ପୋ-ଲିସ୍।

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟ-ଣାମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘ-ଟଣା ଘଟିଯାଇଛି ଓଡ଼ିଶାରେ।

ହଁ ଆଜ୍ଞା ଦିନରେ ଇନଷ୍ଟାଗ୍ରାମ ରେ ରିଲ୍ସ ଓରାତିରେ ଚୋ-ରି କରନ୍ତି।ସେ କହିଛନ୍ତି ନିଜକୁ କଟକ ଟୋକା। କଟକ ଆସି ଝ-ଗଡ଼ା ଲାଗିଲେ କେହି ଫେରି ଯିବେନି। ତେବେ ଦିନ ବେଳେ ଇନଷ୍ଟାଗ୍ରାମରେ ଡ଼ାଇଲଗ ଓ ରାତିରେ ଚୋ-ରି କାମ କରୁଥିଲେ। ସବୁବେଳେ ଇନଷ୍ଟାଗ୍ରାମରେ ଭିଡିଓ କରି ପୋଷ୍ଟ କରନ୍ତି ଧ-ମକ ପୂର୍ଣ୍ଣ ବାର୍ତ୍ତା।ହଁ ଆଜ୍ଞା କଟକ ପୋ-ଲିସ ଦ୍ବାରା କିଛି ଦୁର୍ବୃ-ତଙ୍କୁ ଧ-ରା ଯାଇଛି ଯେଉଁମାନେ ରାତି ହେଲେ ଚୋ-ରି କରିବା ସହ ନକଲି ବ-ନ୍ଧୁକ ଦେଖାଇ ଲୋକଙ୍କ ଠୁ ସୁନା ଅଳଙ୍କାର ଲୁ-ଟ କରୁଥିଲେ।ଟଙ୍କା ସହ ଅନ୍ୟ ଜିନିଷ ମଧ୍ୟ ଚୋ-ରି କରି ନେଉଥିଲେ।

ଇନଷ୍ଟାଗ୍ରାମ ରେ ଧ-ମକ ଦେଉଥିଲେ ଓ ରାତିରେ ଚୋ-ରି କରି ନେଉଥିଲେ।ପୂର୍ବରୁ ମଧ୍ୟ ଏମାନଙ୍କ ଉପୋରେ ଅପ-ରାଧିକ ମାମ-ଲା ମଧ୍ୟ ରହିଥିଲା। କିନ୍ତୁ ଆଜି ସେହି ଡ଼ାଇଲଗ୍ ଫିକା ପଡ଼ିଛି ଆଉ ପୋ-ଲିସ ହାତରେ ଧରା ପୋଡ଼ିଚି । ସେ ସବୁବେଳେ ଇନ୍ଷ୍ଟା ରେ ଧ-ମକ ପୂର୍ଣ୍ଣ ଭିଡ଼ିଓ ସହ ଗା-ଳି ଗୁ-ଲଜ ମଧ୍ୟ କରନ୍ତି।

ଇନଷ୍ଟାଗ୍ରାମରେ ମର-ଣାତ୍ମକ ଅ-ସ୍ତ୍ର ଦେଖେଇବା ସହ ଅପ-ରାଧକୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କ ଉପରେ କେ-ସ ମଧ୍ୟ ରହିଛି।ସେ ରାତିରେ ରାଜା ରାସ୍ତାରେ ଲୋକମାନଙ୍କ ଠୁ ଚୋ-ରାଇ ନେଉଥିଲେ ମୋବାଇଲ ଆଉ ସୁନା ଅଳଙ୍କାର।ଏବେ ଦେଖିବାର ଅଛି ପୋ-ଲିସ ସେମାନଙ୍କ ଉପୋରେ କଣ କାଜ୍ୟlନୁଷ୍ଟlନ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *