ପ୍ରେମିକ ସହ ରୋ-ମାନ୍ସ କଲାବେଳେ ଭାଉଜକୁ ଧରିଲା ଦିଅର, ଲୋକ ଲ-ଜ୍ଜ୍ୟା ସହିନପାରି ଆ-ତ୍ମହ-ତ୍ୟା କଲେ ମହିଳା

ପର-କ୍ରିୟା ପ୍ରୀତିକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ଥା-ନା ଅଧିନ ସୋହାଡ଼ା ପଞ୍ଚୟତର ରଣାସାହିରେ ଘଟିଛି ଏକ ଅଭା-ବନୀୟ ଘଟଣା। ଲୋକ ଲ-ଜ୍ଜ୍ୟା କାରଣରୁ ଜଣେ ବିବାହିତ ମହିଳା ପ୍ରା-ଣ ହାରିଛନ୍ତି। ଉକ୍ତ ମହିଳା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ଖରାପ ସମ୍ପ-ର୍କରେ ରହିଥିବା ନେଇ ତାଙ୍କ ଶାଶୂଘର ଲୋକେ ଆଣିଥିଲେ ଅଭି-ଯୋଗ।

ସୂଚନା ଅନୁସାରେ ସୋହାଡ଼ା ପଞ୍ଚାୟତର ରଣା ସାହିର ନିରଞ୍ଜନ ସାହୁ ନାମକ ଜଣେ ଯୁବକ 4 ବର୍ଷ ତଳେ ଯାଜପୁର ଜିଲ୍ଲା ବାରୁଣେଶ୍ୱର ଅଞ୍ଚଳର ଧୂମାଳି ଜ୍ୟୋତି ନାମକ ଜଣେ ଯୁବତୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କର ଏବେ ଏକ 2 ବର୍ଷର ପୁଅ ମଧ୍ୟ ଅଛି।

ନିରଞ୍ଜନ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରନ୍ତି। ତେଣୁ ସେ ଅଧିକାଂଶ ସମୟରେ ବାହାରେ ରହିବା କାରଣରୁ ଘରକୁ ଆସି ପାରନ୍ତି ନାହିଁ। ତେବେ ଏହାରି ଭିତରେ ଧୂମାଳୀଙ୍କ ସହିତ ଗ୍ରାମର ରାଜେଶ ନାମକ ଜଣେ ଯୁବକଙ୍କର ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା।

ତେବେ ଗତକାଲି ବିଳମ୍ବିତ ରାତିରେ ଜ୍ୟୋତିଙ୍କର ବେଡରୁମକୁ ତାଙ୍କ ପ୍ରେମିକ ରାଜେଶ ଆସିଥିଲେ। ଭାଉଜଙ୍କ ବେଡ଼ରୁମରେ ପର ପୁରୁଷକୁ ସେହି ସମୟରେ ଦେଖିଦେଇଥିଲେ ଦିଅର। ଏହାପରେ ପରିବାର ଲୋକେ ଉକ୍ତ ଯୁବକଙ୍କୁ ଧରି ଅଟକ ରଖି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଏହାପରେ ମହିଳା ଜଣକ ନିଜ ପୁଅକୁ ବେଡରୁମରୁ ବାହାର କରିଦେଇ ଭିତରପଟୁ କାନ୍ଦି କାନ୍ଦି କବାଟ ଦେଇଦେଇଥିଲେ। ସକାଳ ହେବାପରେ ପରିବାର ଲୋକ କବାଟ ବାଡ଼େଇବାରୁ ଧୂମାଳି କବାଟ ଖୋଲି ନଥିଲେ। ତାପରେ ପରିବାର ଲୋକ ଝରକା ପଟୁ ଦେଖିଲା ବେଳକୁ ମହିଳା ଜଣକ ଆ-ତ୍ମହ-ତ୍ୟା କରିସାରିଛନ୍ତି।

ଏହାପରେ ଘଟ-ଣାସ୍ଥ-ଳରେ ପୋ-ଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଶ-ବକୁ ଜ-ବତ କରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇଥିଲେ। ପର-କୀୟା ପ୍ରୀ-ତି କାରଣରୁ ଲୋକ ଲ-ଜ୍ଜା ସହି ନପାରି ଧୂମାଳି ଏହି ପଦକ୍ଷେପ ନେଇଥିବା ପରିବାରଲୋକେ କହିଛନ୍ତି। ସେପଟେ ପୋ-ଷ୍ଟମ-ର୍ଟମ ରି-ପୋର୍ଟ ଆସିବା ପରେ ହିଁ ସତ ଜଣାପଡିବ ବୋଲି ପୋ-ଲିସ କହିଛି।

Leave a Reply

Your email address will not be published. Required fields are marked *