ସାମ୍ନାକୁ ଆସିଲା ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ୍ ତଥା ରସି-କିଆ ଡ଼ାକ୍ତରଙ୍କ ଅସଲ ରୂପ ।

ବନ୍ଦ ଘରେ ମହିଳା ଡାକ୍ତରଙ୍କ ସନ୍ଦେହ ଜନକ ମୃ-ତ୍ୟୁ ଘ-ଟଣା । ଘ-ଟଣା ନେଇ ଆରକ୍ଷୀ ଅଧିକାରୀର ଛାନଭିନ୍ ଜାରି ରହିଛି । ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ନିଜ ସହଯୋଗୀ ମାନଙ୍କ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେିଲିବ୍ରେସନରେ ସାମିଲ ଥିଲେ । ତା ପୁଣି ନିଜ ଭଡା ଘରେ । ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘର କବାଟ ନଖୋଲିବାରୁ ସନ୍ଦେ-ହରେ କବାଟ ଖୋଲିବାରୁ ସେଠାରୁ ଡାକ୍ତରଙ୍କ ମୃ-ତ ଦେହ ଉ-ଦ୍ଧାର କରାଯାଇଛି । ଡାକ୍ତରଙ୍କ ରୁମ ଭିତରେ ଆସବାବପତ୍ର ଏପଟ ସେପଟ ହୋଇପଡି ରହିଥିବା ଦେଖିବାକୁ ମିଳିଥିଲା ।

ତେବେ ରାତିରେ ଚାଲିଥିବା ପାର୍ଟିରେ ଡାକ୍ତରଙ୍କ ସହଯୋଗୀଙ୍କ ସହ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଥିଲେ । ଏସବୁ ଭିତରେ ଶୁଭଶ୍ରୀ ନୂଆବର୍ଷ ପାଳନ କରୁଥିବାର ଫଟୋ ସାମ୍ନାକୁ ଆସୁଛି । ଏଥିରେ ଶୁଭଶ୍ରୀ ନିଜ ଭଡ଼ାଘରେ ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ପାଳନ କରୁଛନ୍ତି । ଅନ୍ୟପଟେ ଶୁଭଶ୍ରୀ ଥା-ନାରେ ପୁୁରୁଷବନ୍ଧୁଙ୍କ ବିରୋ-ଧରେ ଦେଇଥିବା ଏତ-ଲା କପି ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ସେ ଦର୍ଶାଇଛନ୍ତି ଯେ, ଦିବ୍ୟରଂଜନ ମାଝି ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ଥିଲା ।

ଏପରିକି ବିବାହ କରିବା ବିଷୟରେ ଉଭୟ ଚିନ୍ତା କରୁଥିଲେ । ସେମାନେ ଦୀର୍ଘ ସମୟ ଧରି ଫୋନରେ କଥା ହେଉଥିଲେ । ତେବେ ଦିବ୍ୟରଞ୍ଜନ ତାଙ୍କ ସହ ଜୋ-ରଜବ-ଦସ୍ତ ଶାରି-ରୀକ ସ-ମ୍ପର୍କ ରଖିଥିଲେ । ହେଲେ ଏହାପରେ ଯେତେବେଳେ ଶୁଭଶ୍ରୀ ବିବାହ ପାଇଁ କହିଥିଲେ, ଦିବ୍ୟରଂଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଶୁଭଶ୍ରୀ ୨୦ ଡିସେମ୍ବରରେ ଯୋଡ଼ା ଥା-ନାରେ ଅଭି-ଯୋଗ କରିଥିଲେ । ଏହି ଏଫଆ-ଇଆର ସାମ୍ନାକୁ ଆସିବା ପରେ ମା-ମଲା ନୂଆ ମୋଡ଼ ନେଇଛି ।

ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ ପ୍ରେମଜନିତ କାରଣ ଥାଇପାରେ ବୋଲି କୁହାଯାଉଛି । ଡାକ୍ତରାଣୀ ଶୁଭଶ୍ରୀ ଆ-ତ୍ମହ-ତ୍ୟା କରିଛନ୍ତି ନା ଷଡଯନ୍ତ୍ର କରି ଆ-ତ୍ମହ-ତ୍ୟା ହୋଇଛି, ତନାଘନା ଆରମ୍ଭ ହୋଇଛି । ଏପରିସ୍ଥଳେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କୁ ଆରକ୍ଷୀ ଅଧିକାରୀ ଖୋଜୁଛି । କେଉଁଠି ଅଛନ୍ତି ଦିବ୍ୟରଞ୍ଜନ? ଶୁଭଶ୍ରୀଙ୍କ ମୃ-ତ୍ୟୁ ଖବର ପରେ ସେ ଆତ୍ମଗୋପନ କରିଛନ୍ତି କାହିଁକି ଆରକ୍ଷୀ ଅଧିକାରୀ ସେନେଇ କଣ ତଦ-ନ୍ତ କରୁଛି ବାସ୍ ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *