ପ୍ରକୃତି ମିଶ୍ର ମୋ କ୍ରସ,ହେଲେ ସେ ତ ପଟିବନି…

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଚଳଚ୍ଚିତ୍ର ଦୁନିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ଏହି ଚଳଚ୍ଚିତ୍ର ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଏବଂ କେତେକ ଅଭିନେତ୍ରୀ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକଙ୍କ ପାଖରେ ବେସ୍ ପରିଚିତ ହୋଇପାରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତେବେ ଆପଣ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ଆଜ୍ଞା ହଁ,ଆଜି ଆମେ ପ୍ରକୃତି ମିଶ୍ରଙ୍କ ଙ୍କ ବିଷୟରେ କହିବୁ ଯାହା ଆପଣ ଜାଣି ନଥିବେ।ପ୍ରକୃତି ମିଶ୍ରଙ୍କୁ ଜଣେ ବ୍ୟକ୍ତି ନିଜ କ୍ରଶ୍ ରୂପେ ମାନୁଥିଲେ ଏବଂ ସେ ତାଙ୍କ ଉପରେ ହୋଇଥିବା ଘଟଣା ଯାହା କିଛି ଦିନ ପୂର୍ବରୁ ହୋଇଥିଲା ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଏବଂ ସେ କହିଛନ୍ତି ଯେ ଭୁଲ ଦୁଇ ଜଣଙ୍କର ।ଆପଣ ଜଣକୁ ଦିଶ ଦେଇ ଆଉ ଜଣଙ୍କୁ କାହିଁକି କିଛି କହୁନାହାନ୍ତି।ଦେଖିବାକୁ ଗଲେ ବାବୁଶାନ୍ ଏବଂ ପ୍ରକୃତି ଦୁହେଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରତିଷ୍ଠିତ ଏବଂ ଦୁହେଁ ଭଲ କଳାକାର।

ତେବେ ଯେତେବେଳେ ଦୁହିଁଙ୍କ ଉପରେ କଥା ଉଠିଲା ସମସ୍ତ ଦୋଷ ପ୍ରକୃତି ଙ୍କୁ ଦିଆଗଲା କାହିଁକି ,ବାବୁଶାନ୍ ଙ୍କ ଉପରେ କୌଣସି ଚର୍ଚ୍ଚା ହୋଇନଥିଲା,ଏବଂ ପ୍ରକୃତି ଙ୍କୁ କୁହାଗଲା ଯେ ସେ ଯାଦୁ ମାଧ୍ୟମରେ ତାଙ୍କୁ ନିଜର କରିବାକୁ ଲାଗିଥିଲେ ଏବଂ ତାଙ୍କୁ ଭୂତୁଣି ଭଳି ସଜେଇଦେଇଥିଲେ ।ପୁଅ ଓ ଝିଅ ମଧ୍ୟରେ ବନ୍ଧୁତା ରହିପାରିବ କିନ୍ତୁ ଏହା କେବଳ ଝିଅ ପାଇଁ ହୋଇଥାଏ ତାହା ଠିକ୍ ନୁହେଁ।ଏଥିରେ ଉଭୟ ସାମିଲ ରହିଥାନ୍ତି।ପ୍ରକୃତି ଙ୍କୁ କ୍ରସ୍ ବୋଲି ମାନୁଥିବା ବ୍ୟକ୍ତି କହିଛନ୍ତି ଯେ ସେ ପ୍ରକୃତିକୁ ଲାଇକ କରନ୍ତି।

କିନ୍ତୁ ପ୍ରକୃତି ତାଙ୍କୁ କଣ ଭାବୁଥିବେ ବୋଲି କହି କହିଛନ୍ତି ଯେ ସେ ହାଇ ଫାଇ ଲୋକ ,ଏତେ ବହଳ କଳାକାର,ବଲିଉଡ ରେ ନାନା ପାଟିକର ସହ ଅଭିନୟ କରିଛନ୍ତି ଏବଂ ଇଣ୍ଟର ନେସନାଲ ରୁ ପୁରସ୍କତ ହୋଇଛନ୍ତି ସେ କଣ ମାନିବେ ଏବଂ ସେ ସର୍ବଦା ପ୍ରକୃତିକୁ ସପୋର୍ଟ କରନ୍ତି ।ଏବଂ କହିଛନ୍ତି ତାଙ୍କ ସହ ଯାହା ହୋଇଛି ତାହା ଠିକ୍ ନୁହେଁ , ପୁଅ ଓ ଝିଅ ମଧ୍ୟରେ ବନ୍ଧୁତା ରହିପାରିବ କିନ୍ତୁ ଯଦି ତାହା ପ୍ରେମରେ ପରିଣତ ହେଲା ତାହେଲେ ଛାଡପତ୍ର ଦେଇ ଦୁହେଁ ଏକାଠି ହୋଇପାରିବେ

କିନ୍ତୁ ଏହା ନହୋଇ କେବଳ ଝିଅ କୁ ଦୋଷ ଦେବା ଏବଂ ବିଚ୍ ରାସ୍ତାରେ ମାରିବା ଯିଏ ଜଣେ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ତାଙ୍କୁ କେମିତି ଲାଗିବ ।ସେ ଏବେ ଓଡ଼ିଶାରେ ରହୁନାହାନ୍ତି କହିଛନ୍ତି ତାଙ୍କ ଲାଇକ କରୁଥିବା ପୁଅ ଏବଂ କହିଛନ୍ତି ସେ ସର୍ବଦା ତାଙ୍କୁ ପସନ୍ଦ କରନ୍ତି ,ପ୍ରକୃତି ତାଙ୍କୁ ଲାଇକ କରନ୍ତୁ ବା ନ କରନ୍ତୁ ସେ ତାଙ୍କୁ ହିଁ ସପୋର୍ଟ କରିବା ସହ ତାଙ୍କୁ ତାଙ୍କର କ୍ରସ ବୋଲି ମାନୁଛନ୍ତି।

Leave a Reply

Your email address will not be published. Required fields are marked *