ଘରୁ ଉ-ଦ୍ଧାର ହେଲା ମହିଳାଙ୍କ ଝୁ-ଲନ୍ତା ମୃ-ତ ଦେହ, ସନ୍ଦେହ ଘେରରେ ସ୍ୱାମୀଙ୍କୁ ଅଟକ ରଖିଛି ପୋ-ଲିସ।:-

ଭୁବନେଶ୍ୱରର ପଞ୍ଚସଖା ନଗରରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମା-ମଲା। ଏଠାର ଏକ ଘରୁ ମିଳିଛି ଜଣେ ମହିଳାଙ୍କ ଝୁଲନ୍ତା ମୃ-ତଦେହ।ତେବେ ମୃ-ତ ମହିଳାଙ୍କ ନାମ ସୁନିତା ନାୟକ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏବେ ତ-ଦନ୍ତ ଆରମ୍ଭ କରିଛି ।

ତେବେ ସୂଚନା ଅନୁସାରେ ନୟାଗଡ଼ ରଣପୁର ଅଞ୍ଚଳର ବିମଳ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ 9ମାସ ତଳେ ବିବାହ କରିଥିଲେ ସୁନିତା ନାୟକ ନାମକ ଏହି ମହିଳା। ପଞ୍ଜସଖା ନଗରରେ ଉଭୟ ସ୍ୱାମୀ-ସ୍ତ୍ରୀ ଏକ ଭଡା ଘରେ ରହୁଥିଲେ।

ସବୁକିଛି ଠିକ ଥିବା ବେଳେ ହଠାତ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃ-ତଦେହ ଉ-ଦ୍ଧାର କରାଯାଇଛି।ତେବେ ପୋ-ଲିସ ଏହାକୁ ଆ-ତ୍ମହ-ତ୍ୟାର ମାମ-ଲା ବୋଲି ସନ୍ଦେ-ହ କରୁଥିବା ବେଳେ ଝିଅକୁ ହ-ତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭି-ଯୋଗ କରିଛନ୍ତି

ଅଭି-ଯୋଗରେ ଝିଅର ବାପା କହିଛନ୍ତି ଯେ ତାଙ୍କ ଝିଅର ଏହା ଥିଲା ଦ୍ଵିତୀୟ ବିବାହ। ତେବେ ବିବାହର 9 ମାସ ଭିତରେ ଜ୍ୱାଇଁ ଏବଂ ଝିଅର ପ୍ରାୟ ସମୟ ଝ-ଗଡା ଲାଗିରହୁଥିଲା। ଏହାରି ଭିତରେ ସ୍ୱାମୀ ଏବଂ ଶଶୁର ଏକ ପ୍ଲଟ କିଣିବାପାଇଁ ଝିଅ ବାପାଙ୍କୁ 9 ଲକ୍ଷ ଟଙ୍କା ମାଗିଥିଲେ।

କିନ୍ତୁ ଝିଅର ବାପା ଟଙ୍କା ନାହିଁ ବୋଲି କହି ମନାକରିଦେଇଥିଲେ। ତେବେ ଏହି କାରଣରୁ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକ ଝିଅକୁ ମା-ରିଦେଇଛନ୍ତି ବୋଲି ସେ କହିଛନ୍ତି। ଏହି ଅଭିଯୋଗ ଆଧାରରେ ଖଣ୍ଡଗିରି ଥା-ନା ପୋ-ଲିସ ଏବେ ବିମଳଙ୍କୁ ଅଟକ ରଖିଛି। କିନ୍ତୁ ସୁନୀତାଙ୍କ ମୃ-ତ୍ୟୁର ପ୍ରକୃତ ଘ-ଟଣା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ପୋଷ୍ଟମ-ର୍ଟମ ଏବଂ ତ-ଦନ୍ତ ପରେ ହିଁ ସତ୍ୟ ଜଣାପଡିବ ବୋଲି ପୋ-ଲିସ କହିଛି।

Leave a Reply

Your email address will not be published. Required fields are marked *