ମୋ ଭିତର ଦେଖି ସମସ୍ତେ ବାୟା, କହିଲେ ନିଶା ମହାରଣା।

ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।

ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମତ୍ରରେ ଲୋକ ପ୍ରିୟ ହୋଇଛି ଯେ ସୋସିଆଲ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ନିଶା ମହାରଣା ଙ୍କ ବିଷୟରେ।ସୋସିଆଲ ମିଡିଆ ରେ ନିଶା ବହୁତ୍ ଭାଇରାଲ।ସେ କେତେବେଳେ ଖୁସି ହେଇଯାଆନ୍ତି, କେତେବେଳେ ଦୁଃଖୀ ହେଇଯାଆନ୍ତି,ସେ ତାଙ୍କ ନିଜ ମୁଡ୍ ଅନୁସାରେ ନିଜକୁ ଚେଞ୍ଜ କରନ୍ତି।ସେ କହିଛନ୍ତି ତାଙ୍କୁ ଯିଏ ଯାହା ଭାବିଲେ ବି ତାଙ୍କର କିଛି ଫରକ୍ ପଡେନି।

ସେ ବିପି କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।ସେ ଯେତିକି ବୋଲ୍ଡ ସିନ କରୁଛନ୍ତି ତାକୁ ଦେଖି ଲୋକଙ୍କ ମୁଣ୍ଡ ଟିଣ ହେଇଯାଉଚି ବୋଲି କହିଛନ୍ତି।ସେ କହିଛନ୍ତି ଦର୍ଶକ ତାଙ୍କ ପାଇଁ ଭଗବାନ ତାଙ୍କ ପାଇଁ ସେ କିଛିବି କରିପାରିବେ।ତାଙ୍କୁ ଇନଷ୍ଟାଗ୍ରାମ ରେ ବହୁତ୍ କମେଣ୍ଟ ଆସୁଛି ବୋଲି ନିଶା କହିଛନ୍ତି।ତାଙ୍କ ଫେଣ୍ଡସ ମାନେ ମଧ୍ୟ ତାଙ୍କୁ ସପୋର୍ଟ କରନ୍ତି।କିଏ କଣ ଭାବିଲା ତାଙ୍କର କିଛି ବି ଫରକ୍ ପୋଡେନି।ସେ ମଧ୍ୟ କହିଛନ୍ତି ତାଙ୍କ ବଡୀ ତାଙ୍କ ଇଚ୍ଛା।

ନିଶା କହିଛନ୍ତି ସେ ଜୀମ ଯାଆନ୍ତି ,ଆଉ ସବୁ ପ୍ରକାର ଖାଦ୍ୟ ଖାଆନ୍ତି ଏଵଂ ନିଜକୁ ମେନ୍ଟେନ୍ କରିକି ରଖନ୍ତି।ନିଶା ଙ୍କୁ ଟାଟୁ ବହୁତ୍ ପଶନ୍ଦ।ସେ ମଧ୍ୟ କହିଛନ୍ତି ସେ ଯାହା ଦେଖାଇ ପାରିବେ ଓଡ଼ିଶା ରେ ଆଉ କେଉଁ ଝିଅ ପାରିବେନି।ସେ କହିଛନ୍ତି ତାଙ୍କର ଲଭର ଅଛି କିନ୍ତୁ ସେ ମେରେଜ କରିବେ କି ନାହିଁ ଡିସାଇଡ୍ କରିନାହାନ୍ତି। ସେ କହିଛନ୍ତି ସେ ଏବେ ଜଉ କlମ କରୁଛନ୍ତି ସେ ମେରେଜ୍ କରିବାଟା ଠିକ ହେବନି ବୋଲି ନିଶା କହିଛନ୍ତି।

Leave a Reply

Your email address will not be published. Required fields are marked *