ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃ-ତ୍ୟୁ ମାମ-ଲା । ବିବାହର ପ୍ରତିଶୃତି ଦେଇ ଡାକ୍ତର ଦିବ୍ୟ ବାରମ୍ବାର ରଖୁଥିଲା ଶାରୀ-ରିକ ସମ୍ପର୍କ ।

ତେବେ ବନ୍ଧୁଗଣ କେନ୍ଦୁଝରରେ ଡାକ୍ତରାଣୀ ଶୁଭଶ୍ରୀ କର ମୃ-ତ୍ୟୁ ମାମ-ଲାରେ ସତ ଏବେ ସାମ୍ନାକୁ ଆସିଛି । ମିଳିଥିବା ତଥ୍ଯ ଅନୁସାରେ ଗତ ଡିସେମ୍ବର ୨୦ରେ ଶୁଭଶ୍ରୀ ଅନ୍ୟ ଜଣେ ଡାକ୍ତରଙ୍କ ନାଁରେ ଯୋଡ଼ା ଥା-ନାରେ ଦେଇଥିଲେ ଅଭି-ଯୋଗ । ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଅଭି-ଯୋଗ ଆଣିଥିଲେ ଶୁଭଶ୍ରୀ। ଦିବ୍ୟରଞ୍ଜନ ଜେଏସଡବ୍ଲୁ ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟ ତାଙ୍କ ସହ ଶାରି-ରୀକ ସମ୍ପର୍କ ରଖୁଥିଲେ ।

ତେବେ କିନ୍ତୁ ପରେ ବିବାହ କରିବାକୁ ମନା କରିଦେଇ ପ୍ରତା-ରଣା କରିଥିବା ଅଭି-ଯୋଗରେ ଦର୍ଶାଇଥିଲେ ଶୁଭଶ୍ରୀ । ଏଥିସହ ଦିବ୍ୟରଞ୍ଜନଙ୍କ ବିରୋ-ଧରେ ଆଇ-ନଗତ କା-ର୍ଯ୍ୟାନୁ-ଷ୍ଠାନ ନେବାକୁ ମଧ୍ଯ ନିବେଦନ କରିଥିଲେ । ଡାକ୍ତରାଣୀଙ୍କ ମୃ-ତ୍ୟୁ ପଛରେ ଏହା କାରଣ କି? ସେନେଇ ବର୍ତମାନ ସମୟରେ ପ୍ରଶ୍ନ ସୃଷ୍ଟି ହୋଇଛି । ଗତକାଲି ବନ୍ଦ ଘରୁ କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃ-ତଦେ-ହ ଉ-ଦ୍ଧାର କରାଯାଇଥିଲା । ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଭଡ଼ା ଘରେ ସେ ରହୁଥିଲେ । ମୃ-ତକ ଶୁଭଶ୍ରୀ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।

ତେବେ ତାଙ୍କ ଘର କଟକ ଜିଲ୍ଲା ବୟାଳିସ ମୌଜା । ସାଙ୍ଗମାନଙ୍କ ସହ ନୂଆବର୍ଷ ସେଲିବ୍ରେସନ ପାଇଁ ଯାଇଥିଲେ ଶୁଭଶ୍ରୀ । ସେଠାରୁ ଘରକୁ ଫେରି କବାଟ ଖୋଲି ନଥିଲେ । ଏନେଇ ପୋଲି-ସକୁ ସୂଚନା ଦେବାପରେ ଘରର କବାଟ ଭାଙ୍ଗି ମୃ-ତଦେ-ହକୁ ଉ-ଦ୍ଧାର କରାଯାଇଥିଲା । ବ୍ୟବ-ଚ୍ଛେଦ ରି-ପୋର୍ଟ ଆସିବା ପରେ ମୃ-ତ୍ୟୁର କାରଣ ଜଣାପଡ଼ିବ ବୋଲି ପୋ-ଲିସ କହିଛି ।

ଅନ୍ୟପଟେ ମୃତ-କଙ୍କ ପରିବାର ଲୋକ ଯୋଡ଼ାରେ ପହଞ୍ଚିଛନ୍ତି । ପ୍ରାଥମିକ ତଦ-ନ୍ତରୁ ମୃ-ତ ଡାକ୍ତର, ନିଜ ସାଙ୍ଗଙ୍କ ସହ ୩୧ ତାରିଖ ରାତିରେ ସେଲିବ୍ରେସନ୍ କରିଥିଲେ । ଘରକୁ ଫେରିବା ପରେ ଶୁଭଶ୍ରୀଙ୍କର ମୃ-ତ୍ୟୁ ହୋଇଥିଲା । ହୃଦ-ଘାତରେ ତାଙ୍କର ମୃ-ତ୍ୟୁ ହୋଇଥିବା ସ-ନ୍ଦେହ କରାଯାଉଛି । ସେପଟେ ସାମନାକୁ ଆସିଛି ଶୁଭଶ୍ରୀଙ୍କ ଜିରୋ ନାଇଟ୍ ସେଲିବ୍ରେସନ ଫଟୋ ଏବଂ ଭିଡ଼ିଓ । ସାଙ୍ଗଙ୍କ ସହ ମିଶି ନାଚିଥିଲେ ଆଉ ବେଶ୍ ଖୁସିଥିଲେ ଶୁଭଶ୍ରୀ । ତାପରେ ହଠାତ୍ କଣ ଏମିତି ହେଲା ଯେ, ଶୁଭଶ୍ରୀଙ୍କ ମୃ-ତ୍ୟୁ ହେଲା । ସେନେଇ ତ-ଦନ୍ତ କରୁଛି ପୋ-ଲିସ ।

Leave a Reply

Your email address will not be published. Required fields are marked *