ହିଷ୍ଟ୍ରିଆ ମାଡାମ୍ ଙ୍କୁ ଆଉ ଟିକେ ଭଲ ସେ ଧୁଅ ………..

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟ-ଣାମାନ ଘଟୁଛି। ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବି-ଶ୍ୱାସନୀୟ ଘଟଣା ମାନ ଘଟୁଛି।

ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଜଣେ ମଡାମ ପୁରୁଷ ମାନଙ୍କୁ ହୀଷ୍ଟିଆ ବୋଲି କହିଛନ୍ତି।କିନ୍ତୁ ଏବେ କହିଥିବା କଥାକୁ ମାନିବାକୁ ନାରାଜ ହଉଛନ୍ତି।ସେ କହିଛନ୍ତି ସବୁ ପୁରୁଷ ମାନେ ଶୀତ ଦିନ ଆସିବା ଆଗରୁ ମେଡିକାଲ ଯାଇ ଟେଷ୍ଟ କରାଇ ନେବାକୁ ମଧ୍ୟ କହିଥିଲେ । କିନ୍ତୁ ଏବେ କହୁଛନ୍ତି ସେ ତାହା ମଜାରେ କହି ଦେଇଛନ୍ତି ବୋଲି ।ସେ ମଧ୍ୟ କହିଥିଲେ ତାଙ୍କୁ ପୁରୁଷ ମାନଙ୍କୁ ହି-ଷ୍ଟ୍ରିଆ କହିବାକୁ ଖରାପ ଲାଗୁଛି।

ଏବେ ଲାଗୁଛି ସେ ଯେତେବେଳେ ଯାହା ସାହସରେ କହିଥିଲେ ଏବେ ସେ ସାହାସ ହରାଇ ସାରିଛନ୍ତି। ସେଥିପାଇଁ ସେ ଏବେ ସତ କହିବାକୁ ତାଙ୍କୁ ବାଧୁଚୁ।ସେ କହିଛନ୍ତି ଶଙ୍କର ମାଡ଼ାମଙ୍କୁ ମା ଭଉଣୀଙ୍କୁ ସେ ସମ୍ମାନ ଦେଇ ସିଖିନାହାନ୍ତି। ତାଙ୍କ କହିବା କଥା ଅନୁସାରେ ଶଙ୍କର ମା-ଡ଼ କିଛି ଦିନ ତଳେ କିଛି ଅସିଳ ଗୀତ ବାହାର କରିଥିଲେ ଯାହା ପାଇଁ ସେ ଅନେକ ନିନ୍ଦିତ ହଇଥିଲେ।

ଯାହାକୁ ସେ ସୋସିଆଲ ମିଡିଆ ସେ ପୋଷ୍ଟ ମଧ୍ୟ କରିଥିଲେ ,ନିନ୍ଦିତ ହେଲା ପରେ ସେ ସେହି ଭିଡିଓକୁ ଡିଲିଟ କରିଦେଇଥିଲେ। କିନ୍ତୁ ଶଙ୍କରଙ୍କ କହିବା କଥା ସେ ଗୀତଟିକୁ ଡିଲିଟ କରିଥିଲେ ସତ ମାତ୍ର ସେ ଗୀତ ଏବେବି ସବୁ ଜାଗାରେ ବାଯୁଚି।ସେ ଏହିସବୁ ଗୀତ କୁ କମେଡି ଗୀତ ବୋଲି କହିଛନ୍ତି। ଲୋକ ମାନେ ମଧ୍ୟ ଏହି ଗୀତକୁ ଭଲ ମଧ୍ୟ ପାଉଛନ୍ତି।

Leave a Reply

Your email address will not be published. Required fields are marked *