ଅନୁଭବ ମୋତେ ବାହା ହେଲେ ବାଲି ଯାତ୍ରା ପଡ଼ିଆରେ ତିନିଦିନ ପାଇଁ ଅନ୍ନଛତ୍ର ଦେବି।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାହା ହେବେ ବୋଲି ରାନୀ ପଣ୍ଡା କହିଛନ୍ତି।ଓଡ଼ିଶାର ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ବିବାଦ ଘେରରେ।ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ରାନୀ ପଣ୍ଡା ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ଅନୁଭବ ମହାନ୍ତିଙ୍କୁ ବାହା ହେବେ ବୋଲି ରାନୀ ପଣ୍ଡା କହିଛନ୍ତି।ସେ କହିଛନ୍ତି ଯଦି ଅନୁଭବ ମୋତେ ବାହା ହେଲେ ବାଲି ଯାତ୍ରା ପଡ଼ିଆରେ ତିନିଦିନ ପାଇଁ ଅନ୍ନଛତ୍ର ଦେବି।ଆଉ ଷ୍ଟାଟର ରେ ରସଗୋଲା,କଦଳୀ, ଓ ଝିଲାପି ଦେବେ ବୋଲି କହିଛନ୍ତି।ରାଣୀ ପଣ୍ଡା କହିଛନ୍ତି ତାଙ୍କୁ ଗଲ୍ଡ ବହୁତ୍ ପଶନ୍ଦ। ଜଦି ଅନୁଭବ ତାଙ୍କୁ ବାହା ହୁଅନ୍ତି ତାହେଲେ ସେ ତାଙ୍କୁ ଗୋଟିଏ ସୁନା ଚପଲ୍ ଦେବେ ବୋଲି କହିଛନ୍ତି।

ଆହୁରି ମଧ୍ୟ କହିଛନ୍ତି ଜଦି ସେ ତାଙ୍କୁ ବାହା ହୁଅନ୍ତି ସେ ଗୋଟେ ଭଲ ବହୁ ଆଉ ଗୋଟେ ଭଲ ସ୍ତ୍ରୀ ହେବେ ବୋଲି କହିଛନ୍ତି।ରାଣୀ ପଣ୍ଡା କହିଛନ୍ତି ସେ କୁହନ୍ତି ନି କାମରେ କରି ଦେଖନ୍ତି।ରାନୀ କହିଛନ୍ତି ସେ ତାଙ୍କୁ ଲାଇକ କରନ୍ତି, ରେଷ୍ପେକ୍ କରନ୍ତି।ଆଉ ତାଙ୍କ ଜନ୍ମ ଦିନରେ ତାଙ୍କୁ ୱିଶ ମଧ୍ୟ କରିଥିଲେ।ସେ କହିଛନ୍ତି ଯେ ଅନୁଭବ ଜଣେ ଫିଲ୍ମ ଲାଇନ ର ଆଗ ଧାଡ଼ିର ନାୟକ ତେଣୁ ତାଙ୍କ ମନ ଆସିଗଲା ତାଙ୍କ ପ୍ରତି।ସେ କହିଛନ୍ତି ରାଣୀ ପଣ୍ଡା ଯାହା କୁହେ ,ତାହା ଖୋଲା ଖୋଲି କୁହେ ସେ କାହାକୁ ଡରେନି।

ସେ ବର୍ଷା ଙ୍କୁ ଅନୁଭବ ଙ୍କ ପରିସ୍ଥିତି ପାଇଁ ଦାୟୀ ବୋଲି କହିଛନ୍ତି।ସେ କହିଛନ୍ତି ବର୍ଷା ଅନୁଭବ ଙ୍କୁ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି।ସେ କହିଛନ୍ତି କି ସେ ଯାହା ବିଷୟ ରେ ଜାଣିନାହାନ୍ତି ସେ ବିଷୟରେ କିଛି କୁହନ୍ତି ନାହିଁ ସବୁ ଜାଣିଲା ପରେ ଯାଇକି ଯାହା କୁହନ୍ତି। ସେ କହିଛନ୍ତି ଯଦି ବର୍ଷାଙ୍କ ଗୋମୋର ଖୋଲାଯାଏ ତାହେଲେ ଓଡ଼ିଶାରେ ଚହଳ ପଡିଯିବ।ସେ ବର୍ଷା ଙ୍କୁ ସୁଧୁରିବା ପାଇଁ ପରାମର୍ଷ ଦେଇଛନ୍ତି,ଆଉ ପର ବୁଦ୍ଧିରେ ନ ପଡ଼ିବା କୁ କହିଛନ୍ତି।

Leave a Reply

Your email address will not be published. Required fields are marked *