ସରକାରୀ ଚାକିରିଆ ଯୁବକ ଦେଖି ଝିଅକୁ ବାହା ଦେଲେ ପରିବାର ଲୋକ, କିନ୍ତୁ ପରେ ସେହି ଯୁବକଙ୍କ ନାମରେ ଆଣିଲେ ଯୌ-ତୁକ ଅଭି-ଯୋଗ

ଯୌ-ତୁକ ଏବଂ ପର-କ୍ରିୟାପ୍ରୀତିକୁ ନେଇ ବିଶାଖାପଟଣାରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମା-ମଲା। ଯୁବକଙ୍କର ସରକାରୀ ଚାକିରୀ ଦେଖି ଝିଅକୁ ବାହା ଦେବାପରେ ଏବେ ଯୌ-ତୁକ ଅଭି-ଯୋଗ ଆଣିଛନ୍ତି ପରିବାର ଲୋକ।

କିନ୍ତୁ ଯୁବକ ଜଣକ କହିଛନ୍ତି ଯେ ସେ କୌଣସି ଯୌ-ତୁକ ମାଗିନାହାନ୍ତି ବରଂ ଝିଅର ପରିବାର ଲୋକା ଜୋରଜବ-ରଦସ୍ତି ଟଙ୍କା ଦେଇଥିଲେ। ଏହା ଝିଅର ପରିବାର ଲୋକଙ୍କର ଏକ ଷ-ଡ଼ଯ-ନ୍ତ୍ର।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ବିଶାଖାପାଟଣାର ଏହି ଯୁବକ ଜଣକ ହେଉଛନ୍ତି ଜଣେ ସରକାରୀ ଚାକିରିଆ। ଏକ ବର୍ଷ ହେବ ସେ ବିବାହ କରିଥିଲେ। ସେ ମିଡିଆ ଆଗରେ ନିଜର ଦୁଃ-ଖ ପ୍ରକାଶ କରି କହିଛନ୍ତି ଯେ ଯେତେବେଳେ ସେ ବିବାହ କରିଥିଲେ ସେ କୌଣସି ପ୍ରକାରର ଯୌ-ତୁକ ଦାବି କରିନଥିଲେ। କିନ୍ତୁ ତଥାପି ଝିଅର ପରିବାର ଲୋକ ବାଧ୍ୟ କରାଇ 2 ଲକ୍ଷ ଟଙ୍କା ନଗଦ ଚେକ ଦେବା ସହ ଏଲ ବୁଲେଟ ମଧ୍ୟ ଦେଇଥିଲେ।

ତେବେ ସବୁକିଛି ଠିକ ଚାଲିଥିବା ବେଳେ ହଠାତ ଯୁବକ ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ଖରାପ ସମ୍ପ-ର୍କ ରହିଛି। ଏହାପରେ ସେ ନିଜ ସ୍ତ୍ରୀ ବିଷୟରେ ଶଶୁର ଘର ଲୋକଙ୍କୁ କହିଲେ କିନ୍ତୁ ସେମାନେ ମଧ୍ୟ କୈଣସି ପ୍ରତି-କ୍ରିୟା ଦେଇନଥିଲେ।

ଏହାପରେ ପ୍ରାୟ ସମୟ ଯୁବକଙ୍କର ନିଜ ସ୍ତ୍ରୀ ସହ ଝ-ଗଡା ଲାଗିରହିଲା। ଯାହାଫଳରେ ସ୍ତ୍ରୀ ଜଣକ ନିଜ ବାପ ଘରକୁ ଚାଲିଗଲେ। ଏହାପରେ ଯୁବକ ଜଣକ ଯେତେବେଳ ବୁଝାଇ ସୁଝାଇ ମହିଳାଙ୍କୁ ନିଜ ଘରକୁ ଆଣୁଥିଲେ ସେତେବେଳେ ହଠାତ ମହିଳା ଜଣକ ଗାଡିରୁ ଡେଇଁ ପଡିଲେ। ଜାହାପରେ ସେ ବହୁତ ଗୁରୁ-ତର ଆ-ହତ ହୋଇଥିଲେ।

ଏହାପରେ ନିଜ ସ୍ତ୍ରୀକୁ ଭଲ କରିବା ନିମନ୍ତେ ପ୍ରବଳ ଟଙ୍କା ଖର୍ଚ କରିଛନ୍ତି ବୋଲି ସେ କହିଛନ୍ତି। ଏତେ ସବୁ ପରେ ମଧ୍ୟ ଝିଅର ପରିବାର ଲୋକ ଯୁବକଙ୍କ ନାମରେ ଯୌ-ତୁକ ନିର୍ଯା-ତନା ଅଭି-ଯୋଗ ଆଣି ମହିଳାଙ୍କୁ ମାର-ପିଟ କରିଛନ୍ତି ବୋଲି କହିଛନ୍ତି। ତେବେ ଏହାଉପରେ ପ୍ରତି-କ୍ରିୟା ଦେଇ ଯୁବକ ଜଣକ କହିଛନ୍ତି ଯେ ସେ କୌଣସି ଯୌ-ତୁକ ଦାବି କରିନଥିଲେ।

ବରଂ ପରିବାର ଲୋକ ବାଧ୍ୟ କରି ଟଙ୍କା ଦେଇଥିଲେ। ଏହାପରେ ଘଟ-ଣାକୁ ସମାଧାନ କରିବା ପାଇଁ ଗାଁରେ ଏକ ବୈଠକ ମଧ୍ୟ ବସିଥିଲା। ଯେଉଁଥିରେ ଗାଁ ମୁଖିଆ କହିଥିଲେ ଯେ ଝିଅର ପରିବାର ଲୋକ ଦେଢ଼ ଲକ୍ଷ ଟଙ୍କା ଦେଇ ଝିଅକୁ ତା ଶାଶୂ ଘରକୁ ପଠାନ୍ତୁ।

ଏହି କଥାରେ ଝିଅର ପରିବାର ଲୋକ ରାଜି ହୋଇଥିଲେ ସତ କିନ୍ତୁ ପରେ ପୁଅ ଏବଂ ପୁଅର ମାଆଙ୍କୁ ଅଭଦ୍ର ଭାଷାରେ ଗା-ଳି କରିଥିଲେ। ଯାହାକୁ ସହ୍ୟ କରିନପାରି ଥାନାରେ ଯୁବକ ଜଣକ ଅଭି-ଯୋଗ କରି ନ୍ୟା-ୟ ପାଇଁ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *