ବ୍ୟକ୍ତିଗତ ଝ-ଗଡା ସହ ରାସ୍ତା ଉପରକୁ ଚାଲିଆସିଲେ ସ୍ୱାମୀ-ସ୍ତ୍ରୀ, ଗଣ୍ଡ-ଗୋଳ, ମାର-ପିଟର ଭିଡ଼ିଓ ହେଲା ଭାଇରାଲ।:-

ପରକ୍ରିୟାପ୍ରୀତିକୁ ନେଇ ଦେଖିବାକୁ ମିଳିଛି ଆଉ ଏକ ମାମ-ଲା। ଯେଉଁଥିରେ ଝ-ଗଡା କରି ରାସ୍ତା ଉପରକୁ ଚାଲିଆସିଲେ ଉଭୟ ସ୍ୱାମୀ-ସ୍ତ୍ରୀ। ସୋସିଆଲ ମିଡିଆରେ ଏହାର ଏକ ଭିଡ଼ିଓ ହୋଇଚାଲିଛି ଭାଇରାଲ। ଉକ୍ତ ସ୍ୱାମୀଙ୍କ ନାମ ସୁନୀଲ କୁମାର ଗୁପ୍ତା ଏବଂ ସ୍ତ୍ରୀଙ୍କ ନାମ ସୁନିତା କୁମାରୀ।

ତେବେ ସୂଚନା ଅନୁସାରେ ଉଭୟଙ୍କର ବିବାହକୁ ବହୁତ ସମୟ ହୋଇଯାଇଥିବା ବେଳେ ଉଭୟଙ୍କର ଏକ ପିଲା ମଧ୍ୟ ଅଛି। ମିଡିଆ ଆଗରେ ଯୁବକ ଜଣକ କହିଛନ୍ତି ଯେ ସେ ଜଣେ ବ୍ୟବସାୟୀ ଅଟନ୍ତି ଏବଂ ସେ ନିଜ ସ୍ତ୍ରୀ ଏବଂ ପିଲାକୁ ବହୁତ ଭଲ ପାଆନ୍ତି। କିନ୍ତୁ ତାଙ୍କୁ ଏବେ ସ-ନ୍ଦେହ ହେଉଛି ଯେ ତାଙ୍କ ସ୍ତ୍ରୀ ଅନ୍ୟ କୌଣସି ପୁରୁଷକୁ ଭଲ ପାଉଛନ୍ତି।

https://youtu.be/Z7q_nQIlgJM

ଏଥିରେ ପ୍ରତି-କ୍ରିୟା ଦେଇ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ବାମୀ ଆଦୌ ଭଲ ଲୋକ ନୁହନ୍ତି। ତାଙ୍କ ସ୍ୱାମୀ ପ୍ରତି କଥାରେ ତାଙ୍କୁ ସନ୍ଦେହ ନଜରରେ ଦେଖନ୍ତି। କେବଳ ଏତିକି ନୁହେଁ ତାଙ୍କ ସ୍ବାମୀଙ୍କର ପର ମହିଳା ସହ ସମ୍ପର୍କ ମଧ୍ୟ ଅଛି ଏବଂ ପ୍ରାୟ ସମୟ ଲୁ-ଚି ଲୁ-ଚି ଘରୁ ଯାଇ ସେହି ମହିଳାଙ୍କୁ ଦେଖାକରୁଛନ୍ତି।

ଏହାସହ ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଛା-ଡପ-ତ୍ର ଦରକାର। ଏପରି ମଣିଷ ପାଖରେ ସେ ରହିବାକୁ ଚାହାନ୍ତି ନାହିଁ। ଏହାକୁ ନେଇ ସେ ମହିଳା କମିଶନ ଅଫିସ ରେ ଅଭି-ଯୋଗ ମଧ୍ୟ କରିଛନ୍ତି। ଯେଉଁଥିରେ ପୋ-ଲିସ କହିଛି ଯେ ଯଦି ସେ ଛା-ଡପ-ତ୍ର ଚାହୁଁଛନ୍ତି ତେବେ କୋର୍ଟରୁ ଅନୁମତି ପତ୍ର ଆଣିବାକୁ ହେବ।

ତେବେ ଏହି ମାମ-ଲାକୁ ନେଇ ରାସ୍ତା ଉପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ଝ-ଗଡା ଚାଲିଥିବା ବେଳେ ଏହାକୁ ମିଡିଆ ରେ-କର୍ଡ କରି ସୋସିଆଲମିଡ଼ିଆରେ ପୋଷ୍ଟ କରିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *