ଯେଉଁ ମାନେ ଖରାପ୍ କରନ୍ତି,ସେମାନେ ହିଁ ମୋ ଭିଡିଓ ଦେଖି ବେଶୀ ବାଥ ରୁମ୍ ଯାଆନ୍ତି।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ଲୋକପ୍ରିୟ ହୋଇଛି ଯେ ସୋସିଆଲ ମିଡ଼ିଆ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ନିଶା ମହାରଣାଙ୍କ ବିଷୟରେ।

ସୋସିଆଲ ମିଡିଆ ରେ ନିଶା ବହୁତ୍ ଭାଇରାଲ।ସେ କେତେବେଳେ ଖୁସି ହେଇଯାଆନ୍ତି,କେତେବେଳେ ଦୁଃଖୀ ହେଇଯାଆନ୍ତି,ସେ ତାଙ୍କ ନିଜ ମୁଡ୍ ଅନୁସାରେ ନିଜକୁ ଚେଞ୍ଜ କରନ୍ତି।ସେ କହିଛନ୍ତି ଇମୋଷୋନାଲ ସଙ୍ଗ ଆସିଲେ ସେ ଟିକେ ଜଲଦି ଇମୋଷୋନାଲ ହେଇଯାଆନ୍ତି।ସେ କହିଛନ୍ତି ହଟ୍ ସଙ୍ଗ ବେଳେ ନିଶାର ଜିନିଷଟା କଣ ଲୋକ ଦେଖନ୍ତୁ।

ନିଶା କହିଛନ୍ତି ତାଙ୍କ ପାଖକୁ ବହୁତ୍ ଖରାପ୍ ଖରାପ୍ କମେଣ୍ଟ ମଧ୍ୟ ଆସେ।ସେ କହିଛନ୍ତି ସେହି ମାନେ ତାଙ୍କୁ ଦେଖୁଛନ୍ତି ବୋଲି ସେମିତି ଖୋରପ କମେଣ୍ଟ କରୁଛନ୍ତି। ସେ ନିଜକୁ ସୋନିଲିଅନ ବୋଲି କହିଛନ୍ତି।ଏଥିରେ ତାଙ୍କ ଫେମିଲି ରେ କେହି କିଛି କୁହନ୍ତିବି ନାହିଁ।ତାଙ୍କ ଫେଣ୍ଡସ ମାନେ ମଧ୍ୟ ତାଙ୍କୁ ସପୋର୍ଟ କରନ୍ତି।କିଏ କଣ ଭାବିଲା ତାଙ୍କର କିଛି ବି ଫରକ୍ ପଡେନି।ସେ ମଧ୍ୟ କହିଛନ୍ତି ତାଙ୍କ ବଡୀ ତାଙ୍କ ଇଚ୍ଛା।

ନିଶା କହିଛନ୍ତି ସେ ଜୀମ ଯାଆନ୍ତି ,ଆଉ ସବୁ ପ୍ରକାର ଖାଦ୍ୟ ଖାଆନ୍ତି ଏଵଂ ନିଜକୁ ମେନ୍ଟେନ୍ କରିକି ରଖନ୍ତି। ନିଶା ଙ୍କୁ ଟାଟୁ ବହୁତ୍ ପଶନ୍ଦ।ସେ ତାଙ୍କ ଦେହରେ ବହୁତ୍ ଜାଗାରେ ଟାଟୁ ମଧ୍ୟ କରିଛନ୍ତି।ସେ ସ୍ଲିବ ଲେସ ଡ୍ରେସ ବେଶୀ ପିନ୍ଧନ୍ତି। ସେଥିପାଇଁ ସେ ନିଜ ଛାତି ରେ ଟାଟୁ ମଧ୍ୟ କରିଛନ୍ତି।ସେ ଆଗକୁ ବଡ଼ ଆକ୍ଟର ହେବା ପାଇଁ ଆଶା ରଖିଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *