“ମୋ ସିନୟର ମୋ ଦେହ ଉପରେ ଖରାପ କମେଣ୍ଟ କରୁଛନ୍ତି । ମୋତେ ଘରକୁ ଡାକୁଛନ୍ତି….

ବନ୍ଧୁଗଣ ଆମେ ଆପଣଙ୍କୁ ଏବେ ଏକ ଯୁବତୀ ଜଣକ ବିଷୟରେ କହିବାକୁ ଯାଉଛୁ । ଜଣେ ମହିଳା କର୍ମଚାରୀ ଯୌ-ନ ଶୋଷ-ଣର ଶି-କାର ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥା-ନାରେ ଅଭି-ଯୋଗ ହୋଇଛି ।ଯୁବତୀ ଜଣକ ଏକ ସଂସ୍ଥାରେ କାମ କରୁଛନ୍ତି ଏବଂ ତାଙ୍କ ସିନିୟର୍ ତାଙ୍କ ସହ ଅନେକ ଖରାପ୍ ବ୍ୟବହାର କରୁଛନ୍ତି । ତାଙ୍କୁ ଆଖି ଦେଖାଇ ତାଙ୍କ ସହ ଖରାପ୍ ସ-ମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି। ଏପରି ଜଣେ ମହିଳା ଚନ୍ଦ୍ରଶେଖରପୂର ରେ ଅଭି-ଯୋଗ ପରେ ଏବେ ଏହି ଘ-ଟଣା ସାମ୍ନା କୁ ଆସିଛି । ସେହି ବ୍ୟକ୍ତି ଜଣକ ଙ୍କ ନାମ ହେଉଛି ସୁନିଲ କୁମାର ମହାନ୍ତି ।

ସେ ଅନେକ ଥର ମହିଳା ଜଣକଙ୍କ ସହ ଖରାପ୍ ବ୍ୟବହାର କରିଛନ୍ତି । ଅନେକ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କ ସହ କଥା ବାର୍ତ୍ତା ମଧ୍ଯ କରନ୍ତି । ମହିଳା ଜଣଙ୍କ ଶରୀର ଉପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ସର୍ବଦା ଖରାପ୍ କ-ମେଣ୍ଟ ମାରୁ-ଛନ୍ତି । ଏଭଳି କି “ସୁଖୀ ଗଲାଣି ଦେହରେ ଆଉ କିଛି ନାହିଁ” ଆହୁରି “କେତେ ଜଣ ବୟଫ୍ରେଣ୍ଡ ଅଛନ୍ତି କେତେ ଜଣକ ସହିତ ସ-ମ୍ପର୍କ ରଖିଛ” ଏଭଳି କହିବା ସହ ଅନେକ ଥର ଘରକୁ ମଧ୍ଯ ଡାକିଛନ୍ତି ।

ମଝିରେ ମହିଳା ଜଣଙ୍କ ଦେହ ଭଲ ନଥିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ଜବ-ରଦସ୍ତି ନେଇ ତାଙ୍କୁ ମେଡିସିନ ଖୁଆଇଛନ୍ତି । ମନା କଲାପରେ ମଧ୍ଯ ଉକ୍ତ ମହିଳା ଜଣଙ୍କୁ ଜବ-ରଦସ୍ତି ମେଡିସିନ ଖୁଆଇଛନ୍ତି । ମହିଳା ଜଣକ ମଧ୍ଯ ଏସବୁ କଥା ଅନେକ ଥର କହିବାକୁ ଚେଷ୍ଟା କରିଛନ୍ତି । ହେଲେ ସେ ଜାଣିଥିଲେ କି ଏସବୁ କଥା କହିଲେ ତାଙ୍କ ଡାଇରେକ୍ଟର ଙ୍କୁ କୌଣସି ପ୍ରକାରର ଫରକ୍ ପଡ଼ିବ ନାହିଁ ।

କାରଣ ତାଙ୍କ ଡାଇରେକ୍ଟର ସର୍ବଦା ଉକ୍ତ ବ୍ୟକ୍ତି ଜଣଙ୍କୁ ଖୁବ ସପୋର୍ଟ କରୁଛନ୍ତି ।ଲୋକ ମାନେ ମଧ୍ୟ ତାଙ୍କୁ କେସ କୁ ଡିସ୍ ମିସ୍ କରିବା ପାଇଁ ଅନେକ ଧ-ମକ ମଧ୍ୟ ଦେଇଛନ୍ତି । ଏଭଳି ନକଲେ ତାଙ୍କୁ ଅନେକ ପ୍ରକାରର ଧ-ମକ ଦେଇ କହିଛନ୍ତି କି ସେ ମହିଳା ଜଣକଙ୍କ ନାମରେ ଓଲଟା ଥା-ନାରେ କେ-ସ ଦେଇଦେବେ । ଏବେ ମହିଳା ଜଣକ ନ୍ୟା-ୟ ପାଇଁ ଥା-ନାରେ ଦ୍ୱାରସ୍ଥ ହୋଇଛନ୍ତି । ପୁ-ଲିସ ଅଭି-ଯୁକ୍ତ ଅଧିକାରୀଙ୍କୁ ଡାକି ପଚ-ରାଉ-ଚରା କରିଛି । ତ-ଦନ୍ତ ସରିନଥିବାରୁ ପୁ-ଲିସ ଅଭି-ଯୁକ୍ତ ଅଧିକାରୀଙ୍କୁ ଗି-ରଫ କରିପାରିନାହିଁ ।

Leave a Reply

Your email address will not be published. Required fields are marked *